ମାତ୍ର 1 ମିନିଟରେ ଦାନ୍ତ ର ପୋକ ବାହାର କରି ଦାନ୍ତ ବିନ୍ଧା ଏକଦମ ଗାୟବ କରିଦେବ, ଏହି ଘରୋଇ ଉପାୟ (Tooth Cavity )

ବନ୍ଧୁଗଣ ନମସ୍କାର ପ୍ରାୟତଃ ଅନେକ ବ୍ୟକ୍ତି ଙ୍କ ଦାନ୍ତ ରେ ପୋକ ଲାଗି ଯାଇଥାଏ ଏବଂ ବହୁତ ଯନ୍ତ୍ରଣା ହୋଇଥାଏ। ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ।ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ।

ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ।ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ।ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ।କିନ୍ତ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ବାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ।\

ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ।ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ।ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ।ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ।ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।


ଯେତେବେଳେ ଆପଣ ଙ୍କୁ ଦାନ୍ତ ରେ ବହୁତ ଅଧିକ ବିନ୍ଧା ହୋଇଥାଏ ତେବେ ଆପଣ ସେହି ଦାନ୍ତ ଉପରେ ଲବଙ୍ଗ ଙ୍କୁ ସେହି ସ୍ଥାନରେ ରଖିଦେବା ଦ୍ୱାରା ଦାନ୍ତ ବିନ୍ଧା ଦୁର ହୋଇଥାଏ କିମ୍ବା ତିନି ଚାରଟି ଲବଙ୍ଗ କୁ ଗୁଣ୍ଡ କରି ସେହି ବିନ୍ଧା ହୋଇଥିବା ଦାନ୍ତ ରେ ଘସିଦେବା ଦ୍ୱାରା ଦାନ୍ତ ବିନ୍ଧା ଭଲ ହେବା ସହିତ ଦାନ୍ତ ରେ ଉଜ୍ଜ୍ବଳ ମଧ୍ୟ ଆସିଥାଏ।
ଏହା ଛଡା ଯେଉଁ ବ୍ୟକ୍ତି ମାନଙ୍କ ର ଦାନ୍ତ ରେ ପୋକ ଲାଗି ଯାଇଥାଏ ଏବଂ ବିନ୍ଧା ହୋଇଥାଏ ତେବେ ସେହି ସ୍ଥାନରେ କିମ୍ବା ସେହି ଦାନ୍ତ ମୂଳରେ ଲବଙ୍ଗ ର ତେଲ କୁ ଲଗାଇବା ଦ୍ୱାରା ଏହାର ଦରଜ କମିବା ସହ ଦାନ୍ତ ରେ ପୋକ ମଧ୍ୟ ଲାଗିବ ନାହିଁ।


ଏହା ସହ ଆପଣ ଆହୁରି ଏକ ସହଜ ଉପାୟ ଦ୍ୱାରା ନିଜ ଦାନ୍ତ ବିନ୍ଧା କୁ ଭଲ କରି ପାରିବେ। ଆପଣ ନିଜ ଘରେ କିମ୍ବା ଘର ପାଖରେ ଥିବା ପିଜୁଳି ଗଛର ସଫା ପତ୍ର କୁ ଭଲ ଭାବରେ ଧୋଇ ତାକୁ ଧୀରେ ଧୀରେ ଚୋବାଇବା ଦ୍ୱାରା ଦାନ୍ତ ବିନ୍ଧା ବହୁତ ଶୀଘ୍ର କମ ହୋଇ ଯାଇଥାଏ ଏବଂ ଆରାମ ମଧ୍ୟ ମିଳିଥାଏ।

 

ଏହା ଛଡା ଆପଣ ଦାନ୍ତ ସଫା କରିବା ସମୟରେ ନିଜ ପେଷ୍ଟ ଯାହାକି ଆୟୁର୍ବେଦ ପେଷ୍ଟ ହେବା ଆବଶ୍ୟକ ସେହିଥିରେ ଲୁଣ ପକାଇ ଘଷିବା ଦ୍ବାରା ଏବଂ ଏହା ସହ ସୋରିଷ ତେଲ କୁ ମିଶାଇ ଘଷିବା ଦ୍ୱାରା ଆପଣ ଙ୍କ ଦାନ୍ତ ରେ କେବେବି କୌଣସି ବି ଅସୁବିଧା ହୁଏ ନାହିଁ ଏବଂ କେବେବି ପୋକ ମଧ୍ୟ ଲାଗିବ ନାହିଁ। ତେବେ ଆପଣ ନିଜ ଘରେ ଅତି ସହଜରେ ଏବଂ କମ ଖର୍ଚ୍ଚ ରେ ନିଜ ଦାନ୍ତର ସୁରକ୍ଷା କରି ପାରିବେ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *