ସ୍ୱାମୀ ସ୍ତ୍ରୀ ଭୁଲରେ ବି ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଆସିପାରେ ମହା ବିପଦ

ନମସ୍କାର ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ରେ ବହୁତ ଗୁଡିକ୍ ନିୟମ ରହିଛି ଏବଂ ଏହି ସବୁ ନିୟମ ଆମ ଧର୍ମ ଗ୍ରନ୍ଥ ମଧ୍ୟ କୁହନ୍ତି। ଆମ ଦେଶରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ସେମାନଙ୍କ ର ସମ୍ମାନ କରିବା ଉଚିତ। ଏବଂ ଘରର ସମସ୍ତ ଦାୟିତ୍ୱ ମହିଳା ମାନଙ୍କ ହାତରେ ରହିଥାଏ।

ମାନ୍ୟତା ରହିଛି କି ଯେଉଁ ଘରେ ମହିଳା ମାନଙ୍କ ସମ୍ମାନ ନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେ ଘରେ ସର୍ଵଦା ଧନ ର ଅଭାବ ମଧ୍ୟ ଦେଖାଯାଏ। ମହିଳା ମାନଙ୍କ ଦ୍ୱାରା ହୋଇ ଥିବା ଛୋଟ ଛୋଟ କାମ ପୁରା ପରିବାର ଉପରେ ପ୍ରଭାବ ପକାଇଥାଏ। ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ କଣ ସବୁ କରି ନେବା ଉଚିତ ତାହାର ଏକ ନିୟମ ଆମେ ଆଜି ଆଲୋଚନା କରିବୁ। ତେବେ ଆସନ୍ତୁ ଜାଣିନେବା ସେହି ସବୁ କଥା ଗୁଡିକ କଣ କଣ।

୧- ପ୍ରଥମ ରେ ହେଉଛି ମହିଳା ମାନେ ସନ୍ଧ୍ୟା ସମୟରେ କିଏ ବି କେମିତି ବି ଆସୁ ଏବଂ ଯାହା ମାଗୁ କିନ୍ତୁ ଆପଣ ଦହି,କ୍ଷୀର କେବେବି ଦେବା ଉଚିତ ନୁହେଁ। କ୍ଷୀର ଏବଂ ଦହି ଦ୍ୱାରା ଆମ କୁଣ୍ଡଳି ର ଚନ୍ଦ୍ରମା ଗ୍ରହ ପ୍ରଭାବିତ ହୋଇ ଥାଏ। ଏବଂ ଏହା ଆମ ମନ ର ସୁଖ ଶାନ୍ତି ହୋଇ ଥାଏ। ତେଣୁ ଏହାକୁ ଦାନ କରିବାଉଚିତ ନୁହେଁ।


୨- ଦ୍ୱିତୀୟ ରେ ହେଉଛି ସନ୍ଧ୍ୟା ହେଲା ପରେ କେବେବି ଘର ଝାଡୁ କରିବା ଉଚିତ ନୁହେଁ। ଏବଂ ଏଠି ସେଠି କିମ୍ବା ଖୋଲା ରେ ରଖନ୍ତୁ ନାହିଁ। ଝାଡୁ କୁ ଉତ୍ତର ଦିଗ ରେ ଲୁଚାଇ ରଖିବା ଉଚିତ। ଏହା ଦ୍ୱାରା ସୁଖ ସମୃଦ୍ଧି ବଜାୟ ରହିଥାଏ। ଏଵଂ ଝାଡୁ କୁ ଅଗଣା ରେ କିମ୍ବା ଛାତ ରେ କିମ୍ବା କୌଣସି ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ।


୩- ତୃତୀୟ ଟି ହେଉଛି ମହିଳା ମାନେ କେବେବି ରାତି ସମୟରେ ନିଜ କେଶ କୁ ଖୋଲା ନ ରଖି ଶୋଇବା ଉଚିତ। କେଶ ଖୋଲା ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ। ଏବଂ ଦୁଃଖ କଷ୍ଟ ଲାଗି ରହିଥାଏ। ତେଣୁ ସର୍ଵଦା କେଶକୁ ବାନ୍ଧି ଶୋଇବା ଉଚିତ।


୪- ଚତୁର୍ଥ ରେ ହେଉଛି ରାତିର ଶୋଇବା ପୂର୍ବରୁ ଅଇଁଠା ବାସନ କୁ ସଫା ସୁତୁରା କରିବା ଆବଶ୍ୟକ ଅଟେ।ଅଇଁଠା ବାସନ ରହିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସ୍ଥାପନ ହୋଇଥାଏ ତେଣୁ ଶୋଇବା ପୂର୍ବରୁ ସର୍ଵଦା ଅଇଁଠା ବାସନ କୁ ମାଜି ରଖିବା ଏବଂ ଏହା ପରେ ସକରାତ୍ମକ ବାତାବରଣ ହୋଇ ଥାଏ। ଏବଂ ମନ ଶୁଦ୍ଧ ରୁହେ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଖିସି ହୁଅନ୍ତି।


୫- ପଞ୍ଚମ ରେ ହେଉଛି ସ୍ୱାମୀ ସ୍ତ୍ରୀ ଙ୍କୁ କେବେବି ଵ୍ରହ୍ମ ମୁହୂର୍ତ୍ତରେ ଅର୍ଥାତ ରାତି ତିନିଟା ପରେ କେବେବି ଶା-ରୀ-ରି-କ ସ-ମ୍ବ-ନ୍ଧ ରଖିବା ଉଚିତ ନୁହେଁ। ଏହି ସମୟ ଟି ଆଧ୍ୟାତ୍ମିକ ସମୟ ଥାଏ ତେଣୁ ଏହି ସମୟରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଦ୍ୱାରା ନେଜେଟିଭିଟ ସହିତ ଅନେକ ସମସ୍ୟା ର ସାମ୍ନା କରିବାକୁ ପଡିବ ତେଣୁ କେବେବି ଏହି ସମୟରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ। ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *