ଏହି 6 ନାମର ଝିଅ ହୋଇଥାନ୍ତି କୋଟିଏରେ ଗୋଟିଏ ! କ୍ଵଚିତ ଜନ୍ମ ନିଅନ୍ତି ଏଭଳି ଝିଅମାନେ ! ଆପଣଙ୍କ ନାମ ଅଛି କି ?

ନମସ୍କାର ବନ୍ଧୁଗଣ , କୋଟିଏ ରୁ ଗୋଟିଏ ହୋଇଥାନ୍ତି ଏହି 6 ଟି ନାମର ଝିଅ । ଶାସ୍ତ୍ର ଅନୁସାରେ ବହୁତ କମ୍ ଦେଖାଯାଇଥାନ୍ତି ଏହି ସ୍ଵଭାବ   ଥିବା ଝିଅମାନେ । ଏହି ଦୁନିଆରେ ଲୋକମାନେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିବାକୁ ଇଛା କରିଥାନ୍ତି । ସେମାନଙ୍କ ଚିନ୍ତା ଧାରା ସର୍ବଦା ଅନ୍ୟମାନଙ୍କ ଠାରୁ ଭିନ୍ନ ଧାରଣ ହୋଇଥାଏ । ସମସ୍ତେ ଯେଉଁ ଭଳି ଚିନ୍ତା କରିଥାନ୍ତି ଏମାନେ ତାହା କରିନଥାନ୍ତି । ଶାସ୍ତ୍ର ରେ ପ୍ରତ୍ୟେକ ନାମ ର ବିଶେଷ  ମହତ୍ଵ ରହିଛି ।

ବ୍ୟକ୍ତି ତାହାର ନାମ ଦ୍ଵାରା ଚିହ୍ନ ଯାଇଥାଏ । ନାମ ର ପ୍ରଭାବ ଲୋକମାନଙ୍କ ଉପରେ ପଡିଥାଏ । ଆଜି ଆମେ ଆପଣଙ୍କୁ ଏହି 6 ଟି ନାମ ର ଝିଅମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ ଏମାନେ କୋଟିରେ ଗୋଟାଏ ଦେଖାଯାଇଥାନ୍ତି । ଯଦି ଆପଣଙ୍କ  ଜୀବନରେ ରହିଥାନ୍ତି ଏହି ନାମ ର ଲୋକମାନେ ତ ଆପଣ ହୋଇଥାନ୍ତି ଭାଗ୍ୟଶାଳୀ । 1- A  ନାମ ର ଝିଅମାନେ ମନରୁ ସଫା ହେବା ସହ ବହୁତ ଭାବୁକ ହୋଇଥାନ୍ତି ।

ଏମାନଙ୍କ ଭଲ ସ୍ଵଭାବ ଯୋଗୁ ବାରମ୍ବାର ନିଜ ଲୋକଙ୍କ ଠାରୁ ଧୋକା ଖାଇଥାନ୍ତି । ଏମାନେ ନିଜର ବ୍ଯବହର ଚାଲି ଚାଳନ ଯୋଗୁ ସମାଜ ରେ ନାମ ଖ୍ଯାତି ଅର୍ଜନ କରିଥାନ୍ତି । ଏମାନଙ୍କ ଖାସ୍ ଗୁଣ ହେଉଛି ଯେକୋଣସି ପରିସ୍ଥିତି ରେ ମଧ୍ୟ ନିଜକୁ ଆରଜେଷ୍ଟ କରିନେଇଥାନ୍ତି । 2-  D  ଏହି ନାମ ଥିବା ଝିଅମାନଙ୍କ ଉପରେ ମା ‘ ଲକ୍ଷ୍ମୀଙ୍କର ଅପାର କୃପା ରହିଥାଏ ଓ ଏମାନେ ଯେଉଁ ଘର କୁ ବାହା ହୋଇ ଯାଇଥାନ୍ତି ସେହି ଘରେ ଧନ ସମ୍ପତି ର ଅଭାବ ହୁଏ ନାହିଁ ।

ଏମାନଙ୍କ ପ୍ରତି ଯିଏ ଯେତେ ଵ ଖରାପ କରିଲେ ମଧ୍ୟ ଏମାନେ ସର୍ବଦା ସେମାନଙ୍କ ପାଇଁ ଭଲ ଚିନ୍ତା କରିଥାନ୍ତି । ଲୋକମାନଙ୍କୁ ସାହାଯ୍ୟ କରିବାରେ ଏମାନେ ସବୁ ବେଳେ ଆଗରେ ରହିଥାନ୍ତି । 3- L  ଏହି ଅକ୍ଷର ଥିବା ଝିଅମାନେ ସ୍ଵଭାବ ରୁ କୋମଳ ,  ଲାଜୁଆ ହୋଇଥାନ୍ତି । ଏମାନେ ନିଜ ଜୀବନ ର ଛୋଟ ଛୋଟ କଥା ରୁ ଖୁସି ହୋଇଯାଇଥାନ୍ତି , ଏମାନେ ଶାନ୍ତି ପ୍ରିୟ ହୋଇଥାନ୍ତି ମାତ୍ର ଏମାନଙ୍କ ମନ ସର୍ବଦା ଅସ୍ଥିର ରୁହେ ।

4- S  ଏହି ନାମ ର ଝିଅମାନେ ପରିଶ୍ରମୀ ଓ ଭଲ ସ୍ଵଭାବ ର ହୋଇଥାନ୍ତି । ଏମାନେ ନିଜର ବିଷୟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ନାହିଁ । ଯଦି ଏମାନେ ଆପଣଙ୍କୁ ନିଜର କଥା କହୁଛନ୍ତି ତ ତେବେ ବୁଝିଯିବେ ଏମାନେ ଆପଣଙ୍କୁ ତାଙ୍କ ଜୀବନରେ ମୁଖ୍ୟ ସ୍ଥାନ ଦେଉଛନ୍ତି । 5- M  ଏହି ନାମ ର ଝିଅମାନେ ଶାନ୍ତି ସ୍ଵଭାବ ହୋଇଥାନ୍ତି , ଏମାନେ କାହାକୁ କଷ୍ଟର ରେ ଦେଖିପାରିନଥାନ୍ତି ।

ଏମାନେ ସାମାନ୍ୟ ବିଷୟ କୁ ମନ କୁ ନେଇଥାନ୍ତି । 6 – P  ଏମାନେ ମନରୁ ସଫା ଓ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କୁ ରାଗ ଜଳଦି ଆସିଯାଥାଏ । ଏମାନେ ମନ ରୁ ଯେତେ ବି ଦୁଖିତ ଥାନ୍ତୁ ମାତ୍ର ଲୋକମାନଙ୍କ ଆଗରେ ତାହା ପ୍ରକାଶ କରନ୍ତି ନାହିଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *