ଚୁଟକିରେ କଳା ହେବ ମୁଣ୍ଡର ସବୁ ଧଳା ବାଳ, କରି ଦେଖନ୍ତୁ ଏହି ସହଜ ଘରୋଇ ଉପଚାର, 100% ରେଜଲ୍ଟ !

ନମସ୍କାର ବନ୍ଧୁଗଣ , ଧଳା ଚୁଟି କଳା କରିଦିଏ ଏହି ଗୋଟାଏ ଉପାୟ ।  ଆଜି କାଲୀ ର ଭିଡ ଜଗତରେ ଲୋକମାନଙ୍କ ପାଖରେ ନିଜର ଚୁଟି  ର ଯତ୍ନ ନେବାକୁ ସମୟ ରହିନଥାଏ । ଆପଣ ଦେଖିଥିବେ ସାନ ପିଲାମାନଙ୍କ ଚୁଟି କମ୍ ବୟସରେ ଧଳା ଓ ରୂପୀ ର ସମସ୍ୟା ଉପୁଜିଥାଏ । ଏହି ସମସ୍ଯା ରୁ ମୁକ୍ତି ପାଇବା ପାଇଁ ଅନେକ ରସାୟନ ସାମ୍ପୁ , କ୍ରିମ ର ବ୍ୟବହାର କରିଥାଉ , କିନ୍ତୁ ଏହା ଉପକାର ବଦଳରେ ଅପକାର ସାଧନ କରିଥାଏ  ।

ମାତ୍ର ଇଶ୍ଵର ଆମକୁ ଏମିତି ଏକ ଚମତ୍କାରୀ ଜିନିଷ ପ୍ରଦାନ କରିଛନ୍ତି , ଯାହାକୁ ବ୍ୟବହାର କରି ଆପଣମାନେ ଆପଣାଙ୍କ ଧଳା ଚୁଟି କୁ କଳା କରିଥାଏ । ବୟସ ବଢିବା ସହ ଧଳା ଚୁଟି ହୁଏ ତେବେ ଏହା ପ୍ରାକୃତିକ ପରିବର୍ତ୍ତନ ଅଟେ । ମାତ୍ର 20- 25 ବର୍ଷରେ ଯୁବତୀ ଯୁବକଙ୍କ ଧଳା ଚୁଟି ଅସୁବିଧା ର କାରଣ ହୋଇଥାଏ । କାରଣ ଏହି ବୟସରେ ଚୁଟି କୁ କଳା କରିବା ପାଇଁ ଆମେମାନେ ରଙ୍ଗ , ଚୁଟି କୁ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗବିରଙ୍ଗ ( color ) ଲଗାନ୍ତୁ ।

ଆମେ ଯଦି ଥରେ ଚୁଟି କୁ ରଙ୍ଗ କରିଥାଉ ତେବେ ସବୁ ଦିନ ପାଇଁ ଏହାକୁ ବ୍ୟବହାର କାରିବାକୁ ପଡିଥାଏ । ଏହା ଆମ ପାଇଁ ଖରାପ ଅଭ୍ଯାସ ହୋଇଯାଏ ।  ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ଜିନିଷ ବିଷୟରେ କହିବୁ ଯାହାକୁ ସପ୍ତାହ ବ୍ୟବହାର କରି ଧଳା କୁ କଳା କରିବେ । ଆପଣମାନେ ସମସ୍ତେ ଦେଖିଥିବେ ସଦାବିହାରୀ ଫୁଲ ଏହି ଫୁଲ ସବୁ ଋତୁରେ ଫୁଟିଥାଏ ।

ପାର୍କ ଘର ପାଖରେ ପିଙ୍କ୍ ରଙ୍ଗ ର ଫୁଲ ଫୁଟିଥାଏ । ଏହି ଉପାୟ କୁ ଆପଣା ସବୁ ଦିନ କରିପାରିବେ ଏବଂ ଏହା ବିନା ପଇସା କୁ କାଢି କରିପାରିବେ । ସଦାବିହାରୀ ଫୁଲରେ ଏନ୍ଟି ବ୍ୟକ୍ଟେରିଆ ଓ ଏନ୍ଟି ଫୋଙ୍ଗଲ ଗୁଣ ରହିଛି ଯାହା ଚୁଟି ରେ ଥିବା ରୁପି କୁ ଦୂର କରିଥାଏ । ଯଦି ଆପଣଙ୍କ ଚୁଟିରେ ରୁପି ହିଁ ନ ରହେ ତେବେ ଚୁଟି ଧଳା ହେବା ର ସମ୍ଭାବନା କମ୍ ଥାଏ । ଏବେ ଚଳାନ୍ତୁ ଜାଣିବା ଏହି ଉପାୟ କୁ କରିବାର ପଦ୍ଧତି ସମ୍ବନ୍ଧରେ ।

ଆପଣ ପ୍ରଥମେ ସଦାବିହାରୀ ଫୁଲ କୁ ନେଇ ଭଲ ରେ ଧୋଇ ରଖି ନେବେ । ଏବେ ଏକ ପାତ୍ର ରେ ଚା ‘ ପତି କୁ ପାଣି ରେ ଫୁଟାଇ ଥଣ୍ଡା ହେଲା ପରେ ଉଭୟ ଜିନିଷ ଚା ପତି ଓ ସଦାବିହାରୀ ଫୁଲ ଗ୍ରାଇଣ୍ଡର ପକେଇ ଗ୍ରାଇଣ୍ଡିଙ୍ଗ କରିନେବେ । ପରେ ଏହାକୁ ଛଣା ରେ ଛାଣି ଏଥିରେ କଫି ମିଶେଇ ଚୁଟି ରେ ଲଗେଇବେ । ଘଣ୍ଟାଏ ପରେ ଆପଣ ଚୁଟି ସାମ୍ପୁ କରିବେ । ଏହାକୁ ନିଶ୍ଚିତ ବ୍ୟବହାର କରି ଆପଣଙ୍କ ଧଳା ଚୁଟି କୁ କଳା କରନ୍ତୁ ।

Leave a Reply

Your email address will not be published. Required fields are marked *