Vastu Shastra- ଏହି ଜିନିଷ ଗୁଡିକୁ ଦାନ ଭୁଲରେ ବି କରିବେ ନାହିଁ, ହେଇଯିବେ ଭିକାରି

ନମସ୍କାର ବନ୍ଧୁଗଣ । ଦାନ କରିବା ଦ୍ଵାରା ଜୀବନର ବହୁ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ । ତାହାସହ ଦାନ ଅକରିବା ଦ୍ଵାରା ପୂଣ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ମାନ ରହିଛି ଯାହାକୁ ଦାନ କରିବା ଦ୍ଵାରା ଜୀବନରେ ବିପତ୍ତି ମାଡି ଆସିଥାଏ । ଘରୁ ଲକ୍ଷ୍ମୀ ଚାଲି ଯାଇଥାନ୍ତି । ତାହାସହ ଘରେ ନକରାତ୍ମକତା ଶକ୍ତିର ଊର୍ଜା ମଧ୍ୟ ବଢି ଯାଇଥାଏ ।ବନ୍ଧୁଗଣ ପ୍ରଥମେ ଘରୁ କେବେ ମଧ୍ୟ କାହାକୁ ଝାଡୁ ଆଣି ଦାନ କରିବା ଉଚିତ ହୋଇ ନଥାଏ ।

କାରଣ ଏହାଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇ ଯାଇଥାନ୍ତି । ଯାହାଫଳରେ ଘରର ଆର୍ଥିକ ସ୍ଥିତି ଖୁବ ଖରାପ ହୋଇ ଯାଇଥାଏ । ବ୍ୟାପାର ଉନ୍ନତି ରେ ଅବରୋଧ ଆସି ଯାଇଥାଏ  । ଦ୍ବିତୀୟରେ ବନ୍ଧୁଗଣ କେବେ ମଧ୍ୟ କୌଣସି ଧାରୁଆ ଆଦି ବସ୍ତୁ ଦାନ କରିବା ଉଚିତ ହୋଇ ନଥାଏ । ଏହା ଦ୍ଵାରା ଘରେ ନକରାତ୍ମକତା ବ୍ୟାପୀ ଯାଇଥାଏ ।

ତୃତୀୟରେ ବନ୍ଧୁଗଣ ଖରାପ ହୋଇ ଯାଇଥିବା ଖାଦ୍ୟ । ଖାଦ୍ୟ ଦାନ କରିବା ଅତ୍ୟନ୍ତ ଭଲ ହୋଇଥାଏ । କିନ୍ତୁ ଖରାପ ହୋଇ ଯାଇଥିବା ଖାଦ୍ୟ କୁ ଦାନ କରିବା ଦ୍ଵାରା ଘରର ଲୋକ ମାନଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ଯା ସବୁ ଦେଖା ଦେବାକୁ ଲାଗିଥାଏ ।

ଚତୁର୍ଥ ରେ ବନ୍ଧୁଗଣ କୌଣସି ପୁରୁଣା ବା ଛିଣ୍ଡି ଯାଇଥିବା ବସ୍ତ୍ର ପୋଷାକ ବ୍ରାହ୍ମଣ ଙ୍କୁ ଦାନ କରିବା ଦ୍ଵାରା ମାତା ଲକ୍ଷ୍ମୀ ରାଗି ଯାଇଥାନ୍ତି ଓ ଘର ଛାଡି ଚାଲି ଯାଇଥାନ୍ତି । ବନ୍ଧୁଗଣ କୌଣସି ପ୍ରକାରର ପ୍ଲାସିକ ବସ୍ତୁ କୁ ଦାନ କରିବା ଦ୍ଵାରା ଏହାର ପ୍ରଭାବ ବ୍ୟାପାର ଉପରେ ମଧ୍ୟ ପଡିଥାଏ । ଶାସ୍ତ୍ର ରେ କୌଣସି ସ୍ଥାନରେ ଷ୍ଟିଲ ବସ୍ତୁ ମାନଙ୍କର ଦାନ କରିବା କଥା ଉଲ୍ଲେଖ ହୋଇ ନାହିଁ । ତେଣୁ ଷ୍ଟିଲ ଦାନ କରିବା ଉଚିତ ହୋଇ ନଥାଏ । ଏହାକୁ ଦାନ କରିବା ଦ୍ଵାରା ଜୀବନରେ ଦରିଦ୍ରତା ମାଡି ଆସିଥାଏ ।

ବନ୍ଧୁଗଣ ଯଦି ଆପଣ କୌଣସି ବହି କିମ୍ବା ଗ୍ରନ୍ଥ ଆଦି ଦାନ କରନ୍ତି, ତେବେ ଏହା ଅଭୁତ ହିଁ ଶୁଭ ହୋଇଥାଏ । କିନ୍ତୁ ଯଦି ଆପଣ ଫାଟି ଯାଇଥିବା ବହି ବା ଗ୍ରନ୍ଥ ଆଦି ଦାନ କରନ୍ତି, ତେବେ ଏହାଦ୍ବାରା ଜୀବନରେ ସମସ୍ଯା ସବୁ ମାଡି ଆସିଥାଏ ।

ତେଲ ଦାନ କରିବା ରୁ ଶନି ମହାରାଜ ଖୁବ ପ୍ରସନ୍ନ ହୋଇଟହନ୍ତି । କିନ୍ତୁ ବ୍ୟବହାର ହୋଇଥିବା ତେଲ ଦାନ କରିବାରୁ ଘରେ ସବୁବେଳେ କଳହ ଅଶାନ୍ତି, ଦରିଦ୍ରତା, ଦୁଃଖ, ସମସ୍ଯା ମାନ ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜାଡ୍ୟ ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *