Health Tips- ଶରୀରର ସବୁ କଷ୍ଟ ଦୂର କରିଦେବ, ଆଜି ହିଁ କ୍ଷୀର ସହିତ ଖାଆନ୍ତୁ ଏହି 1 ଜିନିଷ, ପ୍ରଥମ ଦିନରୁ ହିଁ ଦେଖିବେ ଚମତ୍କାର !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  ହାତ ଓ ଗୋଡ ବିନ୍ଧା ହେବା, ଲୋକଙ୍କର ଅଣ୍ଟା ଦରଜ, ଆଣ୍ଠୁ ଗଣ୍ଠି ବିନ୍ଧା ସହିତ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଦରଜ ଅନୁଭୂତ ହୋଇଥାଏ । ଯାହା ଦ୍ଵାରା ସେମାନଙ୍କର କୌଣସି କାର୍ଯ୍ୟ କରିବା ସମୟରେ ବହୁତ ଅସୁବିଧା ହୋଇଥାଏ । ତେବେ ଶରୀରର ଯନ୍ତ୍ରଣାକୁ ଦୂର କରିବା ପାଇଁ ଆଜି ବହୁତ ହିଁ ଭଲ ଏକ ରେମିଡି ବିଷୟରେ ଜାଣିବାକୁ ପାଇବା ।

ଏହି ରେମିଡି ପ୍ରସ୍ତୁତ କରିବା ପାଇଁ ସୋରିଷ ତେଲ ବାହାରିବା ପାଇଁ ଯେଉଁ ସୋରିଷର ଖୋଳୋପା ରହିଥାଏ । ଏହା ସହିତ ସୋରିଷ ତେଲ କିମ୍ବା ରାଶି ତେଲ ଏଥିମଧ୍ୟରୁ କୌଣସି ତେଲ ମଧ୍ୟ ନେଇପାରିବେ । ଆପଣ ପ୍ରଥମେ 100 ଗ୍ରାମର ସୋରିଷର ଖୋଲ ଆଣିକି ତାହାକୁ ଟିକି ଟିକି କରି ଭାଙ୍ଗିକି ତାହାକୁ ଏକ ପାତ୍ରରେ ରଖିଦିଅନ୍ତୁ । ସେହି ପାତ୍ରରେ କିଛି ପାଣି ମିଶାନ୍ତୁ ।

ତାପରେ ରାତି ସାରା ଏହାକୁ ଭିଜାଇବା ପାଇଁ ଛାଡି ଦିଅନ୍ତୁ । ତାପରେ ସକାଳୁ ଏହି ସୋରିଷର ଖୋଲ ଗୁଡିକ ବତୁରି ଯାଇଥିବ । ତାହାକୁ ପାଣିରୁ ଛାଣି ଆଣି ଭଲ ଭାବରେ ଗୁଣ୍ଡ କରିଦେବେ । ତାପରେ ଏକ ଗ୍ଯାସରେ ଏକ ତାୱା ବସାଇ ସେଥିରେ 20 ଗ୍ରାମ ସୋରିଷ କିମ୍ବା ରାଶି କୌଣସି ତେଲ ଦେଇ ସେଥିରେ ସୋରିଷ ଖୋଲକୁ ମିଶାନ୍ତୁ । କିଛି ସମୟ ତାହାକୁ ତାୱା ଉପରେ ପକାଇ ଭାଜନ୍ତୁ ।

୮ ରୁ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଧିମା ଆଞ୍ଚରେ ଭାଜନ୍ତୁ । ତାପରେ ଏହାକୁ ଗ୍ଯାସରୁ କାଢି ନେଇ ଆସନ୍ତୁ । ତାପରେ ଆପଣଙ୍କର ଯେଉଁ ସୋରିଷ ଖୋଲର ଲେପ ବାହାରିବ । ତାହାକୁ ଏକ କପଡାରେ ଆଣି ରଖନ୍ତୁ । ସେହି ସ୍ଥାନରେ ଆଣି କପଡାର ପୁଟୁଳି କରି ବ୍ୟକ୍ତିର ଯେଉଁ ସ୍ଥାନରେ କଷ୍ଟ ଯନ୍ତ୍ରଣା ହେଉଥିବସେହି ସ୍ଥାନରେ କିଛି ସମୟ ପାଇଁ ସେକ ଦିଅନ୍ତୁ ।

ଯେତିକି ଗରମ ବ୍ୟକ୍ତିର ଶରୀର ସହ୍ୟ କରିପାରିବ ସେତିକି ପରିମାଣରେ ଏହାକୁ ଗରମ ଥିବା ଅବସ୍ତାରେ ଆଣି ସେକ ଦିଅନ୍ତୁ । ଶରୀରର ଯେଉଁ ସ୍ଥାନରେ ଦରଜ ବିନ୍ଧା ଥିବ ସେହି ସ୍ଥାନରେ ଆଣି ଅଳ୍ପ ଅଳ୍ପ ଦବାଇ ସେକ ଦିଅନ୍ତୁ । ଏହା ସହିତ ଆପଣଙ୍କର ଯେଉଁ ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଥିଲେ । ସେହି ଜାଗାରେ ପ୍ରସ୍ତୁତ କରିଥିବା ଲେପକୁ ଆଣି ସେଠାରେ ରଖି ଟାଉପରେ ଏକ କପଡା ବା ପଟି ବାନ୍ଧି ଦିଅନ୍ତୁ ।

ଦେଖିବେ ଏହିପରି ଭାବରେ ସପ୍ତାହ ପର୍ଯ୍ୟନ୍ତ କରିବା ପରେ ନିହାତି ଭାବରେ ଆପଣଙ୍କର ଆଣ୍ଠୁ ଗଣ୍ଠି ତାହା ସମଗ୍ର ଶରୀରର କଷ୍ଟ ଯନ୍ତ୍ରଣାରୁ ଧୀରେ ଧୀରେ କରି ମୁକ୍ତି ମିଳିଯିବ । ଏହା ସହିତ  କ୍ଷୀରରେ ନଡିଆ ଓ ବାଦାମର ପେଷ୍ଟ ମିଶାଇ ସେବନ କରନ୍ତୁ । ଏହା ହାଡ ମଜଭୁତ କରିବା ସହ ଆପଣଙ୍କର ଶରୀରର ଦୁର୍ବଳତା ସଂପୂର୍ଣ୍ଣ ଦୂର କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *