ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ମଣିଷକୁ ମିଳିଥାଏ ଏହି 9 ଟି ସଂକେତ ସେ କୌଣସି ସାଧାରଣ ମଣିଷ ନୁହେଁ…

ନମସ୍କାର ବନ୍ଧୁଗଣ , ଏହି ସମଗ୍ର ବିଶ୍ଵର କୋଣ କୋଣ ରେ ଈଶ୍ଵରକ ବାସ ରହିଛି । ମଣିଷ ଶିଦ୍ଧ ଏବଂ ଶୁଚି ହୃଦୟରେ ଯଦି ଈଶ୍ଵରକୁ ଡାକିଥାଏ , ତେବେ ସେ ତାହାଙ୍କ ଦର୍ଶନ ପାଇପାରେ । ଶାସ୍ତ୍ରରେ ଏମିତି କିଛି ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି । ଶ୍ରୀ କୃଷ୍ଣଙ୍କ କଥା ଅନୁସାରେ ଯେଉଁମାନଙ୍କୁ ଏହି ସବୁ ସଙ୍କେତ ମିଳିଥାଏ , ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି । ଏହା ସତ୍ୟ ହୋଇଥାଏ ଯେ ଆମମାନଙ୍କ ଭିତରେ କିଛି ବ୍ୟକ୍ତି ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

ସେହି ମାନଙ୍କ ଉପରେ ଈଶ୍ଵରକ କୃପା ସର୍ବଦା ରହିଥାଏ ଏବଂ ଈଶ୍ଵରକ କିଛି ଶକ୍ତି ସଦାସର୍ବଦା ରହିଥାଏ । ଏହି ଅଦୃଶ୍ୟ ଶକ୍ତି ସର୍ବଦା ସେମାନଙ୍କୁ ମାର୍ଗ ଦର୍ଶନ କରିଥାଏ । ଏହି ଶକ୍ତି ସମସ୍ତଙ୍କ ପାଖରେ ରହିନଥାଏ , କିନ୍ତୁ ଈଶ୍ଵରକ ଶକ୍ତି ସେହି ବ୍ୟକ୍ତିମାନଙ୍କୁ ବାଛି ଥାଏ ଯେଉଁମାନେ କି ଈଶ୍ଵରକ ପଥରେ ରେ ଚାଲି ସତ୍ୟ ର ଅନୁଗମନ କରିଥାନ୍ତି । ଆପଣ କିପରି ଜାଣିବେ ଯେ ଆପଣଙ୍କ ପାଖରେ ଏହି ଶକ୍ତି ରହିଛି ଯାହାକି ଆପଣଙ୍କୁ ବାରମ୍ବାର ମୃତ୍ୟୁର ପଥ ରୁ ବାହାରକୁ ଆଣିଥାଏ ଏବଂ ଦୁର୍ଘଟଣା ରୁ ଆପଣଙ୍କୁ ବଞ୍ଚାଇଥାଏ ।

ଆପଣ ଏହାକୁ ବିଶ୍ଵାସ କରନ୍ତୁ ବା ନ କରନ୍ତୁ କିନ୍ତୁ ଆପଣଙ୍କ ପଛରେ ଏମିତି କିଛି ଶକ୍ତି ରହିଛି ଯାହା ଆପଣଙ୍କୁ ସମସ୍ତ ଅମଙ୍ଗଳରଜୁ ରକ୍ଷା କରିଥାଏ । ମୁଁ ଆଜି ଆପଣମାନଙ୍କୁ ଏପରି କିଛି ସଙ୍କେତ ବିଆଶୟରେ କହିବି ଯାହାକୁ ଜାଣିବା ଦ୍ଵାରା ଆପଣ ଜାଣିପାରିବେ କି ଆପଣ ସମସ୍ତ ଭଳି ନା ଅସାଧାରଣ ବ୍ୟକ୍ତି ଏବଂ ଈଶ୍ଵରକ ଦୟା ଆପଣଙ୍କ ଉପରେ ଅଛି କି ।

ପ୍ରଥମ ହେଉଛି ସ୍ଵପ୍ନରେ ବାରମ୍ବାର ସାପ ରେ ଦର୍ଶନ ହେବା ଏହା କୋଣସି ସାଧାରଣ ବିଷୟକୁ ନୁହେ ଏହାର ଅର୍ଥ ହେଉଛି ଆପଣ ଶୀଘ୍ର ଧନବାନ ହେବାକୁ ଯାଉଛନ୍ତି । ଆପଣ ଏପରି ଏକ ବ୍ୟକ୍ତି ଅଟନ୍ତି ଯିଏ କି ଆପଣଙ୍କ କୁଳର ଦୋଷ କୁ ଦୂର କରିଥାନ୍ତି । ଏହା ସହିତ ଆପଣ ମହାଦେବଙ୍କ ପୂଜା କରିବା ଦ୍ଵାରା ଅଧିକ ଶୋଭଗ୍ୟଶାଳୀ ହୋଇଥାନ୍ତି । ଯେଉଁ ବ୍ୟକ୍ତି ତାହାର ନିତ୍ୟ କାର୍ଯ୍ୟ ଶେଷ ହେଲା ପରେ ଇଶ୍ଵରଙ୍କ ପୂଜାରେ ସମୟ ଅତିବାହିତ କରିଥାନ୍ତି ।

ତାହାଙ୍କ ଉପରେ ଈଶ୍ଵରଙ୍କ ବିଶେଷ ଶକ୍ତିର ପ୍ରଭାବ ରହିଥାଏ । ଏମାନଙ୍କୁ ଈଶ୍ଵରକ ଉପରେ ସମ୍ପୁର୍ଣ୍ଣ ବିଶ୍ଵାସ ରହିଥାଏ ଯେ କୋଣସି ପରିସ୍ଥିତିରେ ମଧ୍ୟ ଈଶ୍ଵରକୁ ବିଶ୍ଵାସ କରିଥାନ୍ତି । ଯେଉଁମାନଙ୍କୁ ଦର୍ଶନରେ ଈଶ୍ଵରଙ୍କୁ ଦେଖିଥାନ୍ତି ସେମାନେ ଅତ୍ୟଧିକ ଶୋଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କର ଉପରେ ଇଶ୍ଵରଙ୍କ ଶକ୍ତି ର ପ୍ରଭାବ ରହିଥାଏ ସେମାନେ ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଷୟକୁ ପୂର୍ବରୁ ଜାଣିପାରିଥାନ୍ତି ।

ଯେଉଁ ବ୍ୟକ୍ତିମାନେ ସମାଜର କର୍ତ୍ତବ୍ୟ କୁ ପାଳନ କରନ୍ତି ଏବଂ ସମୟ ପଡିଲେ ପଶୁ ପକ୍ଷୀ ମାନଙ୍କର ସାହାଯ୍ୟ କରିଥାନ୍ତି । ନିଜେ ସଠିକ ପଥରେ ଚାଲିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସତ୍ୟ ପଥରେ ଚଳାଇ ଥାନ୍ତି ସେମାନଙ୍କ ଉପରେ ଈଶ୍ବରଙ୍କ ଶକ୍ତି ରହିଥାଏ । ଯେଉଁ ମାନଙ୍କୁ ସୁଗନ୍ଧ ର ସୁବାସ ହୋଇଥାଏ ସେମାନେ ଈଶ୍ଵରକ ଉପସ୍ଥିକି ଅନୁଭବ କରିଥାନ୍ତି । ଯଦି କୋଣସି ବ୍ୟକ୍ତି ର ନିଦ ବ୍ରହ୍ନ ମୁହୁତ୍ତରେ ଆପେ ଖୋଲି ଯାଇଥାଏ ତାହାଙ୍କ ଉପରେ ଈଶ୍ଵରକ ଶକ୍ତି ର ପ୍ରଭାବ ରହିଥାଏ ।

ଶେଷରେ ଯେଉଁ ବ୍ୟକ୍ତି ରେ ଭିତରେ କ୍ରୋଧ , ହିଂସା , ମାୟା , ସାଂସାରିକ ସ୍ଵାଥ ଆଦି ରହିନଥାଏ । ସେମାନଙ୍କ ଭିତରେ ଈଶ୍ଵରକ ଶକ୍ତିର ପ୍ରଭାବ ରହିଥାଏ । ଏହି ସମସ୍ତ ବ୍ୟକ୍ତି ଅସାଧାରଣ ହୋଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *