Jyotish Shastra- 90 ବର୍ଷ ପରେ 7 ମାର୍ଚ୍ଚରେ ଦେଖାଦେବ ବିରଳ ଫାଲ୍ଗୁନ ପୂର୍ଣ୍ଣିମା ଚାନ୍ଦ ! 4 ଟି ରାଶିରେ ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ଜୀବନରେ ଭଲ ତଥା ଶୁଭ ସମୟ ଆସିବାର ଅପେକ୍ଷାରେ ସମସ୍ତ ମଣିଷ ରହିଥାଏ କିନ୍ତୁ ଭାଗ୍ୟ ତ ସେହି ମଣିଷର ସାଥ ଦେଇଥାଏ ଯେଉଁ ମଣିଷର ଗ୍ରହ ନକ୍ଷତ୍ର ରାଶି ଉପରେ ଶୁଭ ନଜର ପକାଇଥାନ୍ତି ବା ପ୍ରବେଶ କରିଥାନ୍ତି । ଏହିବର୍ଷ ୭ ମାର୍ଚ୍ଚ ଦିନ ହେବାକୁ ଥିବା ପବିତ୍ର ଫାଲଗୁନ ପୁର୍ଣିମା ଦିନ ହେଉଥିବା ଶୁଭ ସଂଯୋଗ କାରଣରୁ ୪ ରାଶିର ବ୍ୟକ୍ତି ହେଉଛନ୍ତି ଭାଗ୍ୟବାନ ତେବେ ଆସନ୍ତୁ ଜାଣିବା ସେହି ୪ଟି ସମ୍ପର୍କରେ ।

ମେଷ ରାଶି: ଆପଣ କାର୍ଯ୍ୟ କରୁଥିବା ସ୍ଥାନରେ ଆପଣଙ୍କ ମାନ ସମ୍ମାନ ବଢିବ । ପଦଦୋନ୍ନତି ହେବାର ଆଶା ମଧ୍ୟ ଆପଣ ଏହି ସମୟରେ ରଖିପାରିବେ । ଜାଗା ବାଡି କିଣା ବିକାରେ ଆପଣଙ୍କୁ ଭଲ ଲାଭ ହେବ । ପ୍ରତିଯୋଗୀତା ପରୀକ୍ଷା ପାଇଁ ପ୍ରୟାସ କରୁଥିବା ଏହି ରାଶିର ଲୋକଙ୍କୁ ସଫଳତା ମିଳିବ । କିନ୍ତୁ ପରିଣାମ ବହୁତ ଅଧିକ ସନ୍ତୋଷଜନକ ରହିବ ନାହିଁ । ଭାବିଚିନ୍ତି ଆଗକୁ କରିବାକୁ ଯାଉଥିବା କାର୍ଯ୍ୟର ଯୋଜନା କରିବା ଉଚିତ । ବିବାହ ଉପଯୋଗୀ ରହିଥିବା ପୁରୁଷ ଏବଂ ମହିଳା ମାନଙ୍କୁ ତାଙ୍କ ଜୀବନ ସାଥି ମିଳିଯିବେ ।

କନ୍ୟା ରାଶି: ଜୀବନ ସାଥିଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣଙ୍କ ମନରେ ଚିନ୍ତା ଆସିପାରେ । ମାତା ପିତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । କହିବା ପାଇଁ ଗଲେ ଆପଣଙ୍କ ପାଇଁ ଏହି ସମୟଟି ଲାଭଦାୟକ ରହିବା ପାଇଁ ଯାଉଛି । ପ୍ରେମ, ବ୍ୟବସାୟ, ବ୍ୟାପାର ଓ ବାଣିଜ୍ୟରେ ଅତ୍ୟନ୍ତ ଲାଭକାରୀ ସମୟ ରହିବ ଆପଣଙ୍କ ପାଇଁ । ଫାଲଗୁନ ପୁର୍ଣିମା ଆପଣଙ୍କ ପାଇଁ ଧନଲାଭର ଯୋଗ ସୃଷ୍ଟି କରିବ ।

ମକର ରାଶି: ଆପଣଙ୍କ ଭାଗ୍ୟ ଏବେ ଚମତ୍କାରୀ ରହିବ । ବହୁଅତ ଅଧିକ ଧନ ଉପାର୍ଜନ କରିବା ସହ ଶୁଭଫଳ ମଧ୍ୟ ଆପଣଙ୍କୁ ମିଳିବ । ଜମି ବାଡି ବ୍ୟବସାୟ ସହ ଯଦି ଆପଣ ଜଡିତ ଅଟନ୍ତି ତେବେ ଅଧିକ ଲାଭ ହେବାର ଯୋଗ ରହିଛି । ଲୋକଙ୍କ ଉପରେ ନିଜର ପ୍ରଭାବ ପକାଇବାର କ୍ଷମତା ବଢିବ । ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ । କିନ୍ତୁ ସେହି ଧନର ନିବେଶ ଭାବିଚିନ୍ତି କରିବା ଉଚିତ ।

କୁମ୍ଭ ରାଶି: ଆପଣଙ୍କ ପାଇଁ ଏହି ପର୍ବ ହସ ଖୁସିର ନିମନ୍ତ୍ରଣ ନେଇ ଆସିବ । ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ଶତ ପ୍ରତିଶତ ପ୍ରଗତି ମିଳିବ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ମଚାରୀଙ୍କ ସହଯୋଗ ମିଳିବ । ଯାହାଫଳରେ ଆପଣ ନିଜର କାର୍ଯ୍ୟକୁ ସମୟ ଅନୁଯାୟୀ ସଫଳ କରିପାରିବେ ।

ଆପଣ ନିଜ ଶତ୍ରୁ ମାନଙ୍କ ସହ ସିଧା ସଳଖ ଭାବରେ ହେଉଥିବା ଯୁକ୍ତି ତର୍କରୁ ଦୂରେଇ ରହିବା ଆବଶ୍ୟକ । ବ୍ୟବସାୟକୁ ନେଇ କରାଯାଇଥିବା ଯାତ୍ରା ଆପଣଙ୍କୁ ଧନଲାଭର ସୁଖ ଦେବ । ମନରେ ରହିଥିବା ସବୁ ମନସ୍କାମନା ପୁରା ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *