ଯଦି ଆପଣଙ୍କର ମଧ୍ୟ ଏବେ ପର୍ଯ୍ୟନ୍ତ ବିବାହ ହୋଇନାହିଁ, ତେବେ ଜାଣନ୍ତୁ ଆପଣଙ୍କ ବିବାହ କାହା ସହିତ ହେବ ? Interesting Love Quiz

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ କ୍ରେଜି ମାଇଣ୍ଡ ଗେମ୍। ଏହି ଗେମ୍ ଦ୍ୱାରା ଆମେ ଆପଣ ମାନଙ୍କୁ ଆପଣଙ୍କ ବିବାହ କାହା ସହ ହେବ ତାହା କହିଦେଇ ପାରିବୁ।ଏଥିପାଇଁ ଆପଣଙ୍କୁ କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିବ।ଯଦି ଆପଣ ଏହି ସୋପାନ ଗୁଡିକ ଅନୁସାରେ ଆମକୁ ସଠିକ ଉତ୍ତର ଦେବେ ତେବେ ଆମେ ଆପଣଙ୍କୁ ଆପଣଙ୍କ ବିବାହ କାହା ସହ ହେବ ତାହା କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧- ପ୍ରଥମ ପ୍ରଶ୍ନ ଟି ହେଉଛି। ଆପଣ ନିଜ ଜୀଵନ ସାଥି ଭିତରେ କେଉଁ ଗୁଣ ଦେଖିବାକୁ ପସନ୍ଦ କରନ୍ତି।
A- ଯତ୍ନ କରିବା- ୩୦
B- ରୋମାଣ୍ଟିକ-୪୦
C- ଆକର୍ଷଣୀୟ ବ୍ୟକ୍ତିତ୍ୱ-୧୦
D- ପଇସା-୨୦

୨- ଦ୍ଵିତୀୟ ପ୍ରଶ୍ନ ଟି ହେଉଛି। କଣ ଆପଣ ଙ୍କୁ ପ୍ରଥମ ନଜରରେ ହେଉଥିବା ପ୍ରେମ ଉପରେ ବିଶ୍ୱାସ ଅଛି
A- ହଁ ବିଲକୁଲ ହୋଇପାରେ-୪୦
B- ଟିକେ ସନ୍ଦେହ ଅଛି-୩୦
C-ପ୍ରେମ ଉପରେ ବିଶ୍ୱାସ ନାହିଁ-୧୦
D- ଏହା ସବୁ ଫିଲ୍ମି କଥା-୨୦

୩- ତୃତୀୟ ପ୍ରଶ୍ନ ଟି ହେଉଛି। କଣ ଆପଣ କେଉଁ ବ୍ୟକ୍ତି ସହିତ ରିଲେସନସିପରେ ଥିଲେ।
A- ହଁ,ବର୍ତ୍ତମାନ ଅଛି-୪୦
B- କିଛି ମାସ ପୂର୍ବରୁ ଥିଲି-୩୦
C- ବହୁତ ସମୟ ହୋଇଗଲାଣି-୧୦
D- କେବେବି ନୁହେଁ-୨୦


୪-ଚତୁର୍ଥ ପ୍ରଶ୍ନ ଟି ହେଉଛି। ଆପଣ ବିବାହ କେବେ କରିବାକୁ ଚାହୁଁଛନ୍ତି।
A- ବର୍ତ୍ତମାନ ନୁହେଁ-୨୦
B- ଜୀଵନ ସାଥୀ ମିଳିଲେ-୩୦
C- ଠିକ ସମୟ ଆସିଲେ-୪୦
D- କେବେ ନୁହେଁ-୧୦
୫- ପଞ୍ଚମ ପ୍ରଶ୍ନ ଟି ହେଉଛି। ପ୍ରଥମ ଥର ଡେଟ ପାଇଁ କେଉଁଠିକି ଯିବା ପସନ୍ଦ କରିବେ।
A- ନଦୀ କୂଳରେ-୪୦
B- ମଲ ରେ-୧୦
C- ସିନେମା ହଲ ରେ-୨୦
D- ପାର୍କ ରେ-୩୦


୬- ଷଷ୍ଠ ପ୍ରଶ୍ନ ଟି ହେଉଛି। ଆପଣ ପ୍ରେମ କୁ ନେଇ କଣ ଭାବନ୍ତି।
A- ପ୍ରେମ ହିଁ ଜୀଵନ-୩୦
B- ଯାହା କିଛି ସର୍ତ୍ତ ରେ ହୁଏ ନାହିଁ-୪୦
C- ସମୟ ର ବର୍ବାଦ-୧୦
D- ପ୍ରେମ ରେ ଦର୍ଦ ମିଳେ-୨୦
୭-ସପ୍ତମ ପ୍ରଶ୍ନ ଟି ହେଉଛି। ଆପଣ ଙ୍କ ଜୀଵନ ସାଥି କିପରି ହେବା ଆବଶ୍ୟକ।
A-ଧନୀ-୩୦
B- କଳାକାର-୧୦
C- ପ୍ରସିଦ୍ଧ-୨୦
D- ଭଲ ବ୍ୟବହାର-୪୦
୮- ଅଷ୍ଟମ ପ୍ରଶ୍ନ ହେଉଛି। ଆପଣ କେଉଁ ଭଳି ବିବାହ କରିବାକୁ ଚାହୁଁଛନ୍ତି
A- ସେଲିବ୍ରେଟି ଭଳି-୧୦
B-ଆରେଞ୍ଜ-୩୦
C-ସାଧାରଣ-୨୦
D-ପ୍ରେମ ବିବାହ-୪୦


୯- ନବମ ପ୍ରଶ୍ନ ହେଉଛି। ଆପଣ ପ୍ରେମ ପାଇଁ କଣ କରି ପାରିବେ।
A-ତ୍ୟାଗ-୩୦
B-କିଛି ବି-୪୦
C-କିଛି ନୁହେଁ-୨୦
D-ଜଣା ନାହିଁ-୧୦
୧୦- ଦଶମ ପ୍ରଶ୍ନ ଟି ହେଉଛି। ଖାଲି ସମୟରେ ଆପଣ କଣ କରିବା ପସନ୍ଦ କରନ୍ତି।
A-ଶପିଙ୍ଗ-୩୦
B-କଥା ହେବା-୨୦
C-ଶୋଇବା-୧୦
D-ଗୀତ ଶୁଣିବା-୪୦

ଯଦି ଆପଣଙ୍କ ଉତ୍ତର ୧୦୦-୧୫୦ ରେ ଅଛି ତେବେ ଆପଣଙ୍କ ବିବାହ ଏକ ଧନୀ ବ୍ୟକ୍ତି ସହ ହେବ ଯିଏ ଆପଣଙ୍କ ସବୁ ଇଛା ପୂରଣ କରିବ । ଆପଣଙ୍କ ଯୋଡି ବହୁତ ସୁନ୍ଦର ମଧ୍ୟ ହେବ।

ଯଦି ଆପଣଙ୍କ ଉତ୍ତର ୧୬୦-୩୦୦ ପର୍ଯ୍ୟନ୍ତ ପଏଣ୍ଟ ଅଛି ତେବେ ଆପଣଙ୍କ ବିବାହ ଆପଣଙ୍କ ର କୌଣସି ପୁରୁଣା କ୍ରସ ସହ ହେବ ଏବଂ ଆପଣ ଦୁହେଁ ବିବାହ ପରେ ବହୁତ ଖୁସିରେ ରହିବେ ଏବଂ ଆପଣଙ୍କ ସମ୍ପର୍କ ଅଧିକ ନିବିଡ ମଧ୍ୟ ହୋଇଯିବ।
ଯଦି ଆପଣଙ୍କ ଉତ୍ତର ର ପଏଣ୍ଟ ୩୧୦-୩୫୦ ହୁଏ ତେବେ ଆପଣଙ୍କ ବିବାହ ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ସହ ହେଁ ଯିଏ କି ଆପଣଙ୍କୁ ବହୁତ ଖୁସି ରେ ରଖିବ ଏବଂ ଆପଣଙ୍କ ର ସବୁ ମନ କଥା ବୁଝି ପାରିବ।

ଯଦି ଆପଣଙ୍କ ଉତ୍ତର ର ପଏଣ୍ଟ ୩୬୦-୪୦୦ ହୁଏ ତେବେ ଆପଣଙ୍କ ବିବାହ ଆପଣଙ୍କ ସୋଲ ମେଟ ସହ ହେବ ଏବଂ ଆପଣଙ୍କ ଯୋଡି କୁ ଲୋକମାନେ ବହୁତ ପସନ୍ଦ କରିବେ ଏବଂ ଆପଣ ଦୁହେଁ ବହୁତ ଖୁସି ରେ ରହିବେ।

Leave a Reply

Your email address will not be published. Required fields are marked *