ହୋଲି ଦିନ ଏହି ବୃକ୍ଷକୁ ନିଶ୍ଚୟ ଛୁଇଁକି ଆସନ୍ତୁ, ହୋଇଥାଏ ଧନର ବର୍ଷା (Holi 2023)

ନମସ୍କାର ବନ୍ଧୁଗଣ, ହୋଲି ପର୍ବକୁ ସମସ୍ତେ ବେସ ଧୁମ ଧାମରେ ପାଳନ କରୁଥିବା ବେଳେ ଆପଣ ଯାଇ ବାଇ କେବଳ ଗୋଟିଏ ଗଛକୁ ଛୁଇଁ ଆସନ୍ତୁ ଆପଣଙ୍କ ଟଙ୍କା ଆସିବାର ଦ୍ଵାର ଖୋଲିଯିବ ଆପଣଙ୍କ ପାଇଁ । କାରଣ ସେହି ଗଛକୁ ସ୍ଵୟଂ ନୃସିଂହ ଭଗବାନଙ୍କର ଆଶୀର୍ବାଦ ମିଳିଛି ।  ହୋଲି ଦିନ ସେହି ଗଛ ସକ୍ରିୟ ଥାଏ ବା ଜୀବନ୍ତ ଥାଏ ତେଣୁ ଯଦି ସେହିଦିନ ଆପଣ ସେହି ଗଛକୁ ସ୍ପର୍ଶ କରିବେ ତେବେ ସେହି ଗଛ ଆପଣଙ୍କ ମନସ୍କାମନାକୁ ପୁରା କରିଦେବ । ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଗଛ ସମ୍ପର୍କରେ ।

ନୃସିଂହ ଭଗବାନ ସେହି ଗଛକୁ ବରଦାନ ଦେଇଥିଲେ ଆଉ କହିଥିଲେ ହୋଲି ଦିନ ମୁଁ ତୁମ ଦେହରେ ନିବାସ କରିବି । ତେଣୁ ଏହି ପବିତ୍ର ହୋଲିଦିନ ଆପଣ ଏହି ଗଛକୁ ଛୁଇଁବା ଦ୍ଵାରା ଆପଣଙ୍କ ଦୁଃଖ କଷ୍ଟ ଦୂରେଇଯିବ । ତେବେ ଆପଣ ଏହି ବୃକ୍ଷକୁ ନେଇକି ଯିବା ପୂର୍ବରୁ ଆପଣଙ୍କ ସାଙ୍ଗରେ ଏକ ନଡିଆ ନେଇକି ଯିବା ଆବଶ୍ୟକ । ଏବଂ ଆପଣଙ୍କୁ ପଞ୍ଚୋଟି ଚିନିବାଲା ଖଜା ନେବାକୁ ପଡିବ ।

ଏହା ସହିତ ଆପଣଙ୍କୁ ଏକ ଲାଲ କପଡା ମଧ୍ୟ ନେବାକୁ ପଡିବ । ଆପଣ ନେଇଥିବା ନଡିଆକୁ ଏହି ଗଛକୁ ଦେଖାଇବେ । ଏବଂ ନେଇଥିବା ଚିନି ଖଜାକୁ ଆପଣ ଏକ ପାତ୍ର କିମ୍ବା ଠୋଲି ରଖି ଗଛ ସାମ୍ନାରେ ଥୋଇ ଦିଅନ୍ତୁ । ଆପଣ ଚାହିଁଲେ ପାଞ୍ଚୋଟି ଧୂପକାଠି ମଧ୍ୟ ଜଣାଇପାରିବେ । ଏହାପରେ ଆପଣଙ୍କୁ ଏହି ବୃକ୍ଷକୁ ପ୍ରାଥନା କରିବା ପାଇଁ ପଡିବ ।

କହିବାକୁ ପଡିବ ହେ ଭଗବାନ ଆପଣ ଆମର ଗରିବ ଜୀବନ ନିର୍ଧନ ଜୀବନକୁ ଆପଣ ଦୂର କରନ୍ତୁ । କାରଣ ଆଜି ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ନୃସିଂହ ନିବାସ କରିଥାନ୍ତି । ଆପଣଙ୍କ ଭିତରେ ନିବାସ କରୁଥିବା ଦୁଇଟି ଦିବ୍ୟ ଶକ୍ତିକୁ ମୁଁ ନିବେଦନ କରୁଛି  ଆପଣ ଆମ ଗରିବ ଜୀବନକୁ ଦୂରେଇବା ସହ ଚାଲୁଥିବା ସମସ୍ୟାକୁ ଦୂର କରନ୍ତୁ ।

ଏହିଭଳି ଭାବରେ ଆପଣ ନିବେଦନ କରନ୍ତୁ । ପ୍ରାଥନା କରିବା ପରେ ଯାଇ ଆପଣ ବୃକ୍ଷକୁ ଛୁଇଁବାର ଅନୁମତି ମାଗିବା ପରେ ଯାଇ ବୃକ୍ଷକୁ ସ୍ପର୍ଶ କରନ୍ତୁ । ଏହାପରେ ଆପଣଙ୍କୁ ଏହି ଗଛର ଏକ ଫଳକୁ ଲାଲ କପଡାରେ ବାନ୍ଧି ଆପଣଙ୍କ ସହ ଆଣିବାକୁ ପଡିବ । ଆଉ ଧ୍ୟାନ ରଖିବେ ଆସିବା ସମୟରେ ପଛକୁ ବୁଲିକି ଚାହିଁବା ଅନୁଚିତ ।

ସିଧା ଘରକୁ ଆସିବେ । ତେବେ ହୋଲି ଦିନ ଦିବ୍ୟ ଶକ୍ତି ବାସ କରୁଥିବା ସେହି ବୃକ୍ଷଟି ହେଉଛି ଡିମ୍ବିରି ଗଛ । ଆପଣଙ୍କୁ ଏହି ଉପାୟଟିକୁ ରାତି 12ଟା ସମୟରେ ଯାଇ କରିବାକୁ ପଡିବ । ଆଉ ଏହି ଗଛର ଏକ ଫଳ ନିଜ ସହ ଆଣିବାକୁ ପଡିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *