Astrology- କୁମ୍ଭ ରାଶି 2023 ମାର୍ଚ୍ଚ ମାସରେ ସାବଧାନ୍ ! ବଦଳିଯିବ ପୁରା ଜୀବନ

ନମସ୍କାର ବନ୍ଧୁଗଣ , ଏହି ମାର୍ଚ୍ଚ ମାସ କୁମ୍ଭ ରାଶିମାନଙ୍କର ଧନର ସ୍ଥିତି , କାର୍ଯ୍ୟର ସ୍ଥିତି ଏମାନଙ୍କର ପ୍ରେମ ସମ୍ବନ୍ଧ , ବୈବାହିକ ସ୍ଥିତି ସନ୍ତାନମାନଙ୍କ ଭାଗ୍ୟ ବଦଳିବାକୁ ଯାଉଅଛି । ଏହି କୁମ୍ଭ ରାଶିମାନଙ୍କ ଜୀବନରେ ଫେବୃୟାରୀ ମାସରେ ଘଟିଥିବା ଦୁଇଟି ଘଟଣା ବିଷୟରେ ଜାଣିବା  । ଫେବୃୟାରୀ ମାସରେ କୁମ୍ଭ ରାଶିର ବ୍ୟକ୍ତି ପାଇଁ ସରକାରୀ ଦଣ୍ଡର ଯୋଗ ରହିଥିଲା । ଆପଣ ସରକାରୀ ଦଣ୍ଡ ପାଇଥିବେ ବା ସରକାର ଚାଳଣୀ କାଟି ଥିବେ ।

ଦ୍ଵିତୀୟ ଘଟଣା ଥିଲା ଆପଣଙ୍କୁ ହଠାତ ଡାକ୍ତରଖାନା ର ଯିବାକୁ ପଡିଥିବ ଆପଣଙ୍କ ପାଇଁ ହେଉ ବା ଆପଣଙ୍କ ଅତି ନିଜର ବ୍ୟକ୍ତିଙ୍କ ପାଇଁ ହେଉ ବାରମ୍ବାର ଆପଣଙ୍କୁ ଡାକ୍ତର ଙ୍କ ପାଖକୁ ଯିବାକୁ ହୋଇଥିବ  । ଏହି ଦୁଇଟି ଘଟଣା କୁମ୍ଭ ରାଶି ଜାତକଙ୍କୁ ଭୋଗି  ବାକୁ ପଡିଥାଏ । ଏବେ ଆମେ ଜାଣିବା ମାର୍ଚ୍ଚ ମାସର ସ୍ଵାସ୍ଥ ସମ୍ବନ୍ଧରେ ତେଣୁ ସ୍ଵାସ୍ଥ ରେ ବସିଛନ୍ତି ଲଗ୍ନମା ।

ତେଣୁ ଆପଣଙ୍କୁ ସ୍ଵାସ୍ଥ ଅସୁବିଧା ଦେଖାଯାଇପାରେ ଏହା ପ୍ରତି ସାବଧାନ ରହିବେ । ମାର୍ଚ୍ଚ ଦୁଇରୁ ପନ୍ଦର ଯାଏ ସ୍ଵାସ୍ଥଙ୍କୁ ନେଇ କିଛି ସମସ୍ୟା ଆସିପାରେ ।  ଏଥି ପାଇଁ ଆପଣଙ୍କୁ ଔଷଧ ଓ ଡାକ୍ତର ପରାମର୍ଶ ନେବାକୁ ପଡିଥାଏ । ତେଣୁ ଆପଣଙ୍କ ସ୍ଵାସ୍ଥ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଏହା ଛଡା ଆପଣଙ୍କୁ ଛୋଟ ସାମାନ୍ୟ କଥାରେ କ୍ରୋଧ ଆସିପାରେ , ତେଣୁ କ୍ରୋଧ  କୁ ନିୟନ୍ତ୍ରଣ ରେ ରଖିବେ ।

ଏହି ମାସରେ ଧନରେ ବସିଛନ୍ତି ଗୁରୁ ତେଣୁ କରି ମାର୍ଚ୍ଚ ମାସରେ ଧନ ର ଆଗମନ ହୋଇଥାଏ । ଯଦି ଆପଣଙ୍କ ଧନ ଅଟକି ରହିଥାଏ ତେବେ ଏହି ମାସରେ ତାହା ଆପଣଙ୍କ ପାଖକୁ ଆସିଥାଏ । ଏହି ମାସରେ ଧାର୍ମିକ ଅନୁଷ୍ଟାନ ର ଯୋଗ ବନୁଅଛି । ପରିବାର କ୍ଷେତ୍ର ରେ ତୃତୀୟ ରେ ଶୁକ୍ର ବସିଛନ୍ତି । ତେଣୁ ପରିବାରରେ ମଧ୍ୟ ଶୁଭ ହେବାକୁ ଯାଉଛି ।  ଗୃହରେ ଶୁଭ କାର୍ଯ୍ୟ ହେବାର ସମ୍ଭବନା ରହିଛି ।

ଏହି ରାଶିର ସନ୍ତାନମାନଙ୍କ ପାଇଁ ବସିଛନ୍ତି ରାହୁ , ତେଣୁ  ନବ ଦମ୍ପତି ଯେଉଁ ମାନଙ୍କ ବିବାହ ହୋଇ କେବଳ ଦୁଇ ରୁ ତିନି ମାସ ହୋଇଛି  ସେମାନଙ୍କ ପାଇଁ କିଛି ବାଧା ଆସୁଛି ଓ ଯେଉଁ ମାନଙ୍କ ସନ୍ତାନ ଅଛନ୍ତି । ସେମାନଙ୍କ ସନ୍ତାନ ଯଦି କୋଣସି ପ୍ରତିଯୋଗିତା , ବିଦେଶ ଯିବାକୁ ଚାହୁଛନ୍ତି ତେବେ ରାହୁ ସେମାନଙ୍କ ପାଇଁ କିଛି ନା କିଛି ଅସୁବିଧା ଆଣିଥାଆନ୍ତି । ଯଦି କୋଣସି କାମ କରିବାକୁ ଯାଇଥିବେ ତାହା ଥର କରେ ସଫଳ ହୋଇନଥାଏ ।

ମାତ୍ର ଦ୍ଵିତୀୟ ଥର କରିବା ଦ୍ଵାରା ସଫଳ ହେଇପାରିବେ ।  ଦାମ୍ପତ୍ୟ ଜୀବନ ଓ ପ୍ରେମିକ ସମ୍ବନ୍ଧ ପାଇଁ ଏହି ମାସ ଅତ୍ୟନ୍ତ ଶୁଭ ହୋଇଥାଏ ।  ବ୍ୟାପାରୀ ମାନଙ୍କ ପାଇଁ ଏହି ରାଶିରେ ବସିଛନ୍ତି ମଙ୍ଗଳ , ତେଣୁ ଆପଣଙ୍କୁ ଲାଭ ତ ନିଶ୍ଚିତ ମିଳିବ ।  ଯଦି ଆପଣ ସରକାରୀ ଚାକିରିରେ ଅଛନ୍ତି , ତେବେ ଆପଣଙ୍କୁ ଏହି କ୍ଷେତ୍ରରରେ ଉନତି ଦେଖିବାକୁ ପାଇବେ  । ଯଦି ଆପଣ ଅବିବାହିତ ଅଟନ୍ତି ତ ଏହି ସମୟରେ ଆପଣଙ୍କ ପାଇଁ ଉତ୍ତମ ପ୍ରସ୍ତାବ ଆସିଥାଏ ।

ଏହି ମାସରେ ପୂର୍ବରୁ ଥିବା ସବୁ ସମସ୍ୟା  ଦୂର ହୋଇଥାଏ   । ମାର୍ଚ୍ଚ ମାସରେ କହିବାକୁ ଗଲେ ଏହି ରାଶିର ସବୁ ଆଶା ପୂରଣ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *