Chanakya Niti- ଖରାପ ସମୟ ଚାଲୁଥିଲେ ତୁରନ୍ତ ଘରୁ ହଟେଇ ଦିଅନ୍ତୁ ଏହି ସବୁ ଜିନିଷ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ବାସ୍ତୁ ଶାସ୍ତ୍ର ଏମିତି ଏକ ଶାସ୍ତ୍ର ଅଟେ ଯାହାର ନିୟମ ଗୁଡିକୁ ପାଳନ କରିଲେ ମଣିଷ ନିଜ ଜୀବନରେ ସୁଖ ଲାଭ କରିଥାଏ । ପ୍ରତେକ ବ୍ୟକ୍ତି ନିଜ ଘରୁ ବାସ୍ତୁ ଶାସ୍ତ୍ର ଅନୁସାରେ ନିର୍ମାଣ କରିବାକୁ ଇଚ୍ଛା କରିଥିଆଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ଏମିତି କିଛି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ ଯାହା ସେମାନଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ହିତକାରକ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ମହିଳା ମାନେ କେଉଁ ଜିନିଷ ଗୁଡିକୁ ନିଜ ଠାରୁ ଦୂରରେ ରଖିବାକୁ ହେବ ସେହି ବିଷୟରେ କହିବାକୁ ଯାଉଛୁ ।

୧- ବାସ୍ତୁ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ନିଜର କୌଣସି ଚିରି ଯାଇଥିବା ବା ଫଟା କପଡା ବା ବସ୍ତ୍ର ତୁରନ୍ତ ବାହର କରିଦେବା ଉଚିତ । ଯଦି ଜଣେ ମହିଳା ଚିରି ଯାଇଥିବା ବସ୍ତ୍ର ଧାରଣ କରିଥାଏ ତେବେ ଏହା ତାର ଘର ପାଇଁ ଅଶୁଭ ହେବା ସହ ମା ଲକ୍ଷ୍ମୀଙ୍କର ମଧ୍ୟ ଅପମାନ ସହ ସମାନ ହୋଇଥାଏ । ତେଣୁ ଜଣେ ନାରୀକୁ ଭଲ ବସ୍ତ୍ର ପିନ୍ଧିବା ଉଚିତ ।

୨-  ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ବାହର ସ୍ତ୍ରୀର ଜିନିଷ ନିଜ ଘରେ ରଖିବା ଉଚିତ ନୁହେ । ଏପରି କରିବା ଦ୍ଵାରା ନିଜ ଘରେ ଅଶାନ୍ତି ସୃଷ୍ଟି ହେବା ସହ କୌଣସି ବିପଦଜନକ ପରିସ୍ଥିତି ମଧ୍ୟ ହୋଇପାରେ । ତେଣୁ କୌଣସି ନାରୀକୁ ଅନ୍ୟ ଏକ ନାରୀର ଜିନିଷ ନିଜ ପାଖରେ ରଖିବା ଅନୁଚିତ ଅଟେ ।

୩- କୌଣସି ନାରୀକୁ ନିଜ କେଶ କାଟିବା ସମୟରେ ଘରେ ପକାଇବା ଉଚିତ ନୁହେ । ଏପରି କରିବା ଦ୍ଵାରା ଘରେ ସମସ୍ଯା ସୃଷ୍ଟି ହୋଇଥାଏ । ଘର ଲୋକଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥାଏ । ତେଣୁ ନାରୀକୁ ନିଜ କେଶ ଘରେ ପକାଇବା ଉଚିତ ନୁହେ ।

୪- ମହିଳା ମାନଙ୍କୁ ଭାଙ୍ଗି ଯାଇଥିବା ବା ଅତି ପତଳା ଚୁଡି ପିନ୍ଧିବା ଉଚିତ ନୁହେ । ଏପରି କରିବା ଦ୍ଵାରା ସେହି ମହିଳାର ସ୍ବାମୀର କ୍ଷତି ହେବା ସହ ତା ସନ୍ତାନର ମଧ୍ୟ ହାନି ହୋଇଥାଏ । ତେଣୁ ମହିଳା ମାନଙ୍କୁ ଏପରି ତୁଟି ଯାଇଥିବା ଚୁଡି ପିନ୍ଧିବା ଅନୁଚିତ ଅଟେ ।

୫- ମହିଳା ମାନେ ବିଶେଷ କରି ନିଜ ବାପଘର ଓ ପଡୋଶୀ ମାନଙ୍କ କଥାରେ ପଡି ନିଜ ପରିବାର ଲୋକଙ୍କର କ୍ଷତି କରିଥାନ୍ତି । ଅନ୍ୟର କଥାରେ ପଡି ଘର ଭାଙ୍ଗି ଯାଏ ବୋଲି ଇତିହାସରେ ମଧ୍ୟ ଉଲ୍ଲେଖ ରହିଛି । ତେଣୁ ନାରୀ ମାନଙ୍କୁ କୌଣସି ବାହର ବ୍ଯକ୍ତିର କଥାରେ ପଡିବା ଉଚିତ ନୁହେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *