Vastu Tips- ଗୁରୁବାର ଦିନ କରନ୍ତୁ ଏହି 5 ଟି କାମ, ଘରେ ହେବ ପ୍ରଚୁର ଟଙ୍କା ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କା ଦୁନିଆରେ ଏପରି ଏକ ଜିନିଷ ଯାହାକି ପ୍ରତ୍ଯେକ ମନୁଷ୍ୟର ଆବଶ୍ୟକରେ ଆସିଥାଏ । ଏପରି କେଉଁ ମଣିଷ ନାହାନ୍ତି ଯିଏ କି ବିନା ଟଙ୍କାର ଆବଶ୍ୟକତାରେ ରହିପାରିବ । ତେଣୁ ଟଙ୍କା କମାଇବା ପାଇଁ ନିହାତି ଭାବରେ କିଛି ରୋଜଗାର କରିବାକୁ ପଡିଥାଏ। ରୋଜଗାର କରିବା ସତ୍ବେ ଯଦି ଟଙ୍କାର ଘୋର ଅଭାବ ରାହୁଥାଏ । ତେବେ ଗୁରୁବାର ଦିନ ନିହାତି ଭାବେ ଏହି ଉପାୟ କରନ୍ତୁ ।

ଯାହା ଦ୍ଵାରା ଧନ ଜନିତ ସମସ୍ଯା ଘରୁ ଦୂର ହୋଇବା ସହ ମା ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ । ଆର୍ଥିକ ସମସ୍ଯାର ସମାଧାନ ପାଇଁ ପ୍ରଥମ ଉପାୟଟି ହେଉଛି । ପ୍ରତ୍ଯେକ ଗୁରୁବାର ଦିନ ଭଗବାନ ନାରାୟଣଙ୍କର ଘରେ ପୂଜା ଅର୍ଚନା କରିବା ଦରକାର । ପ୍ରତ୍ଯେକ ଗୁରୁବାର ଦିନ ଭଗବାନ ନାରାୟାଣଙ୍କୁ ଅତ୍ୟନ୍ତ ନିଷ୍ଟା ସହକାରେ ପୂଜା କରିବା ଦ୍ଵାରା ଘରେ ଭଗବାନ ନାରାୟଣଙ୍କର ବାସ ହୋଇଥାଏ ।

ଯେଉଁ ଘରେ ନାରାୟଣଙ୍କର ବାସ ହୋଇଥାଏ । ସେହି ଘରେ ଅଭାବ ଅନାଟନ ଆସିନଥାଏ । ଦିତୀୟ ଉପାୟଟି ହେଉଛି ଗୁରୁବାର ଦିନ ଘରର ପ୍ରତ୍ଯେକ ସଦସ୍ୟ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ହିଁ ଶୁଭ ହୋଇଥାଏ । ଯଦି ଏହା ସମ୍ଭବ ନୁହେଁ ତେବେ ଘରେ ଥିବା ବିବାହିତ ମହିଳା ନିହାତି ଭାବରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ।

ଏହା ସହିତ ମା ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ, ଚନ୍ଦନ ଓ ପ୍ରସାଦ ଚଢାଇବା ଉଚିତ । ତୃତୀୟ କଥାଟି ହେଉଛି ଗୁରୁବାର ଦିନ ଘରର ମହିଳା ହଳଦୀ ପକାଇ ପାଣିରେ ସ୍ନାନ କରିବା ଉଚିତ । ଏହା ସହିତ କଦଳୀ ଗଛ ମୂଳେ ହଳଦୀ ପାଣି ଅର୍ପଣ କରନ୍ତୁ । ଚତୁର୍ଥ କଥାଟି ହେଉଛି ଗୁରୁବାର ଦିନ ଉପବାଷ ପାଳନ କରନ୍ତୁ ।

ଏହା ସହିତ ଉପବାଷ କରିଥିବା ସମୟରେ ହଳଦିଆ ରଙ୍ଗର ବସ୍ତୁ କାହାକୁ ଦାନ କରନ୍ତୁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ସେହି ଘରେ ବାସ ହୋଇଥାଏ । ମା ଲକ୍ଷ୍ମୀଙ୍କର ବାସ ହୋଇବା ଦ୍ଵାରା ଘରେ ଅମାପ ସୁଖ ସମୃଦ୍ଧି ବଢିଥାଏ । ପଞ୍ଚମ ଓ ଶେଷ କଥାଟି ହେଉଛି ପ୍ରତ୍ଯେକଟି ବ୍ୟକ୍ତି ମା ବୃନ୍ଦାବତୀ ତଥା ତୁଳସୀ ପୂଜନ କରିଥାଏ ।

ଗୁରୁବାର ଦିନ ତୁଳସୀ ଗଛ ପୂଜା କରିବା ସମୟରେ କଞ୍ଚା କ୍ଷୀର ତୁଳସୀ ଗଛରେ ଅର୍ପଣ କରନ୍ତୁ । ଏହା ସହିତ ଗୁରୁବାର ଦିନ ବୃହସ୍ପତି ଗ୍ରହକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ ।

ଏହି ୫ ଟି ଉପାୟକୁ ଗୁରୁବାର ଦିନ ପାଳନ କରିବା ଦ୍ଵାରା ଘରେ ଥିବା ବେରୋଜଗାରୀ ଲୋକଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହୋଇଥାଏ । ଏହା ସହିତ ଆର୍ଥିକ ସ୍ଥିତି ଭଲ ରହିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *