Vastu Tips- ଏମିତି ମନିପ୍ଲାଣ୍ଟ ଘରେ କେବେ ବି ଲଗେଇବେ ନାହିଁ, ହୋଇଥାଏ ଅନର୍ଥ, ଘର ପରିବାର ହେଇଯାଏ ବର୍ବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନିପ୍ଳାଣ୍ଟ ଗଛକୁ ଧନର ଗଛ ବୋଲି ମାନ୍ୟତା ଅଛି । ଯେଉଁ ଘରେ ମଣିପ୍ଲାଣ୍ଟ ଗଛକୁ ଲଗାଇ ତାହାର ଭଲ ଭାବରେ ରକ୍ଷଣା ବେକ୍ଷଣ କରାଯାଇଥାଏ । ସେହି ଘରେ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିବା ସହ ସେହି ଘରେ ଆର୍ଥିକ ସ୍ଥିତି ବହୁତ ହିଁ ବହୁତ ଭଲ ରହିଥାଏ । ମଣିପ୍ଲାଣ୍ଟ ଗଛ ସମସ୍ତେ ଘରେ ଲଗାଇପାରିବେ । ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ ମଣିପ୍ଲାଣ୍ଟ ଗଛକୁ ଖାଲି ଲଗାଇ ଦେଲେ ହେବ ନାହିଁ ।

ଏହାକୁ ଠିକ ଜାଗାରେ ଲଗାଇବା ସହ ଏହାର ଉପଯୁକ୍ତ ଯତ୍ନ ନେବାକୁ ପଡିବ । ନଚେତ ଏହାର କୁପରିଣାମ ଘରର ସମସ୍ତ ସଦସ୍ୟଙ୍କୁ ଭୋଗିବାକୁ ପଡିଥାଏ । ଯେତେବେଳେ ମଧ୍ୟ ଘରେ ମନିପ୍ଳାଣ୍ଟ ଲଗାଉଛନ୍ତି । ସବୁବେଳେ ଧ୍ୟାନ ଦେବାକୁ ହେବ ଯେ ସୁଖୀ ଯାଇଥିବା ମନିପ୍ଳାଣ୍ଟ ଗଛକୁ ନଲଗାଇ ସବୁଜ ପତ୍ର ଥିବା ଓ ସତେଜ ଗଛକୁ ଲଗାଇବା ଉଚିତ ।

ଏପରି ମନିପ୍ଳାଣ୍ଟ ଗଛକୁ ଲଗାଇବା ଦ୍ଵାରା ଘରେ ଅର୍ଥର ଅଭାବ ଦୂର ହୋଇଥାଏ । ମଣିପ୍ଲାଣ୍ଟ ଗଛକୁ କିଣିକି ଲଗାଇବା ଠାରୁ ଅଧିକ ଗୁଣରେ ସେତେବେଳେ ଭଲ ପ୍ରଭାବ ଦେଇଥାଏ । ଯେତେବେଳେ ମନିପ୍ଳାଣ୍ଟ ଗଛକୁ ବ୍ୟକ୍ତି କୌଣସି ଧନୀ ଘରୁ ଚୋରୀ କରି ଆଣି ନିଜ ଘରେ ଲଗାଇଥାଏ । ଯେଉଁ ଜାଗାରୁ ମଧ୍ୟ ଗଛକୁ ଚୋରୀ କରିବେ ।

ସେହି ଗଛର ଉପର ପଟୁ କାଟି ଆଣି କୌଣସି ଏକ ପାଣି ପାତ୍ରରେ ବା ବୋତଲରେ ପାଣି ଭର୍ତ୍ତି କରି ଗଛକୁ ଲଗାଇ ଦେବେ । ଯେପରି ଗଛରେ ଚେର ଉଠି ଯିବା ସହ ଗଛକୁ ତାପରେ ଯେଉଁ ଜାଗାରେ ମଧ୍ୟ ଗଛକୁ ଲଗାଇବେ । ଗଛଟି ଭଲ ଭାବରେ ବଢି ପାରିବ । କଥାରେ ଅଛି ମନିପ୍ଳାଣ୍ଟ ଗଛକୁ ଯେତେ ଯତ୍ନରେ ରଖି ଭଲ ଭାବରେ ଗଛକୁ ବଢାଇବେ ।

ଗଛ ଯେତେ ବଢି ବଢି ଜୀବ ବ୍ୟକ୍ତିର ଘରେ ଧନ ସେତେ ବୃଦ୍ଧି ବୃଦ୍ଧି ହୋଇଯିବ ।ମନିପ୍ଳାଣ୍ଟ ଗଛରେ କେବେ ମଧ୍ୟ ଖରାପ ପାଣି ଦେବା ଉଚିତ ନୁହେଁ । ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ମଧ୍ୟ ଏହି ଗଛକୁ ଛୁଇଁବାକୁ ବାରଣ ଥାଏ । ରବିବାର ଦିନ ମନିପ୍ଳାଣ୍ଟ ଗଛରେ କେବେ ମଧ୍ୟ ପାଣି ଦେବା ଉଚିତ ନୁହେଁ । ଶୁକ୍ରବାର ଦିନ ମନିପ୍ଳାଣ୍ଟ ଗଛକୁ ଘରେ ଲଗାଇବା ଉଚିତ ।

ମନିପ୍ଳାଣ୍ଟ ଲଗାଇଥିବା ମାଟିରେ ଏକ କଇନ୍ ପୋତି ଦେବା ଉଚିତ । ଯାହା ଦ୍ଵାରା ଧନ ଘର ପ୍ରତି ଆକର୍ଷିତ ହୋଇ ଆସିଥାଏ । ମନିପ୍ଳାଣ୍ଟ ଗଛର ପତ୍ର ଯଦି ଗୋଟୋ ଗୋଟି କରି ଶୁଖିବାକୁ ଆରମ୍ଭ କରିଥାଏ । ତେବେ ଘରର ଆର୍ଥିକ ସ୍ଥିତି ଖରାପ ହେବାର ସୂଚିତ କରାଇଥାଏ । ତେଣୁ ତୁରନ୍ତ ସେହି ଶୁଖିଯାଇଥିବା ପତ୍ରକୁ କାଟି ଫୋପାଡି ଦିଅନ୍ତୁ । ଏହା ସହିତ ଯଦି ଘରେ ଲଗାଇଥିବା ମନିପ୍ଳାଣ୍ଟ ଗଛ ସଂପୂର୍ଣ୍ଣ ଶୁଖିଯାଇଥାଏ ।

ତେବେ ଏହା ଘର ଉପରେ ଆସୁଥିବା ବିପଦକୁ ସୁଚାଇ ଥାଏ । ତେଣୁ କେବେ ମଧ୍ୟ ଶୁଖିଯାଇଥିବା ମନିପ୍ଳାଣ୍ଟ ଗଛକୁ ଘରେ ଲଗାଇବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *