କେଉଁ ଚେର ତକିଆ ତଳେ ରଖି ଶୋଇଲେ ରୋଗବ୍ୟାଧି ଦୂର ହୋଇଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରେ ଯଦି ଲୋକମାନେ ରୋଗଗ୍ରସ୍ତ ହେଉଥାନ୍ତି । ତେବେ ପରିବାରର ସମସ୍ତ ଲୋକ ଦକ୍ଷିଣ ଦିଗକୁ ମୁଣ୍ଡ ଓ ଉତ୍ତର ଦିଗକୁ ପାଦ ରଖି ଶୋଇବା ଦ୍ଵାରା ଘରର ମଙ୍ଗଳ ହେବା ସହିତ ରୋଗବ୍ୟାଧି ଦୂର ହୋଇଥାଏ । ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଯଦି କୌଣସି ଖୁଣ୍ଟ ବା ବଡ ଗଛ ରହିଥାଏ । ତେବେ ତାହାକୁ ତୁରନ୍ତ ହଟାଇଦେବା ହିଁ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ।

ଯାହା ଦ୍ଵାରା ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ଦେଖା ନଯିବା ସହିତ ଘରର ପରିବାର ସଦସ୍ୟଙ୍କର ସ୍ଵାସ୍ଥ ଅବସ୍ତା ଭଲ ରହିଥାଏ । ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ବଡ ଗାତ କିମ୍ବା କୂଅ ରହିଥିଲେ । ତେବେ ତାହାକୁ ପୋତି ଦେବା ଉଚିତ । ନଚେତ ଏହି ଥିବା ଦ୍ଵାରା ଘରେ ଲୋକଙ୍କର ମାନସିକ ସ୍ଥିତି ବିଗିଡି ଥାଏ ।

ଘରର ଅସୁସ୍ଥ ଥିବା ଲୋକଙ୍କର ଝରକା ସବୁବେଳେ ବନ୍ଦ କରି ରଖିବା ଅନୁଚିତ । ଏହା ଦ୍ଵାରା ବାସ୍ତୁ ଦୋଷ ଦେଖାଦେଇଥାଏ । ବେଡ୍ ରୁମ୍ ରେ ଠାକୁରଙ୍କର ଫୋଟ ରଖିବା ଅନୁଚିତ । ଏହା ରଖିବା ଦ୍ଵାରା ଘର ଲୋକଙ୍କର ସ୍ଵାସ୍ଥ ଅବସ୍ତା ଖରାପ ରହିଥାଏ । ଘରର ମଧ୍ୟଭାଗକୁ ଖାଲି ରଖିବା ଉଚିତ । ନଚେତ ଘରେ ସକାରାତ୍ମକ ଊର୍ଜାର ସଂଚାର ହୋଇପାରିନଥାଏ ।

ପ୍ରତ୍ଯେକ ପୂର୍ଣ୍ଣିମା ଦିନ ଭଗବାନ ମହାଦେବଙ୍କୁ ପୂଜା କରିବା ଉଚିତ । ଯାହା ଦ୍ଵାରା ଘର ପରିବାରର ମଙ୍ଗଳ ହୋଇଥାଏ । ଘରର ଦକ୍ଷିଣଦିଗରେ ହନୁମାନଙ୍କର ଫୋଟ ଲଗାଇବା ଉଚିତ । ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ଯଦି ବାରମ୍ବାର ଘରେ କାହାର ସ୍ଵାସ୍ଥ ଅବସ୍ତା ଖରାପ ରହୁଥାଏ । ତେବେ ଅଟାରୁ ଗୁଳା ପ୍ରସ୍ତୁତ କରି ସେହି ବ୍ୟକ୍ତି ମୁଣ୍ଡ ଚାରିପାଖରେ ୩ ଥର ବୁଲାଇ ଗାଈକୁ ୩ ଥର ଖାଇବାକୁ ଦିଅନ୍ତୁ ।

ବ୍ୟକ୍ତି ସୁସ୍ଥ ହୋଇଯାଇଥାଏ । ଘରର ସବୁବେଳେ ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରେ ଔଷଧ ରଖିବା ଉଚିତ । ଏପରି କରିବା ଦ୍ଵାରା ସେହି ଔଷଧକୁ ସେବନ କରୁଥିବା ଲୋକଙ୍କର ସ୍ଵାସ୍ଥ ଅବସ୍ତା ସେତେ ଶୀଘ୍ର ଭଲ ହୋଇଥାଏ । ଘରର ଦକ୍ଷିଣ ଦିଗରେ ଔଷଧ ଖାଇବା ଦ୍ଵାରା ଏହା ବ୍ୟକ୍ତି ପାଇଁ ଅମଙ୍ଗଳ ହେବା ସହିତ ଔଷଧ ଖାଇବାର ଅଭ୍ଯାସ ବୃଦ୍ଧି ହୋଇଥାଏ ।

ଯଦି କୌଣସି ଲୋକ ରୋଗଗ୍ରସ୍ତ ହୋଇକିଥାନ୍ତି । ତେବେ ଶୋଇବା ସମୟରେ ତାଙ୍କ ମୁଣ୍ଡ ପାଖରେ ରୂପା ପାତ୍ରରେ କେଶର ପକାଇ ଜଳ ରଖିବା ଦ୍ଵାରା ବ୍ୟକ୍ତି ବହୁତ ଶୀଘ୍ର ନିରୋଗ ହୋଇଥାଏ । ଅଧିକ ଦିନ ରୋଗଗ୍ରସ୍ତ ହୋଇ ରହୁଥିବା  ବ୍ୟକ୍ତିଙ୍କ ତକିଆ ତଳେ ମାଣିକ୍ୟ ରଖି ଶୋଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ଶରୀର ଶୀଘ୍ର ରୋଗମୁକ୍ତ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *