Vastu Tips- ଘରର ଏହି ଦିଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଘଣ୍ଟା, ପୁରା ପରିବାର କୁ କରିଦିଏ ବର୍ବାଦ

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସମୟ ଆମ ଜୀଵନ ରେ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିବାହ କରିଥାଏ । କାରଣ ଯେଉଁ ସମୟ ବିତି ଯାଇଛି ସେ ସମୟ ଆଉ ଥରେ ଫେରି ପାରିବ ନାହିଁ । ସେଥିପାଇଁ ଆମକୁ ସମୟ ର ମୁଲ୍ୟ ବୁଝିବା କୁ ପଡ଼ିଥାଏ ।

ସମୟ କେତେ ଗୁରୁତ୍ୱ ପୂର୍ଣ ତାହା ମଧ୍ୟ ଜାଣିବା ନିହାତି ଆବଶ୍ୟକ । କୌଣସି ବି ସମୟ କୁ ବ୍ୟଥା ରେ ଯିବାକୁ ଦେବା ନାହିଁ । ସମୟ ର ସଦୁପଯୋଗ କରିବା ଆବଶ୍ୟକ । ସମୟ ର ସଠିକ ସଦୁପଯୋଗ କଲେ ଜୀଵନ ସୁଖମୟ ହୋଇ ଥାଏ ।

ଭୁଲ ବ୍ୟବହାର ଦ୍ୱାରା ଜୀଵନ ଖରାପ ହୋଇ ଯାଇଥାଏ । ସଠିକ ସମୟ ଜାଣିବା ପାଇଁ ଆମକୁ ଘଂଟା ର ଆବଶ୍ୟକ ହୁଏ । ଯେଉଁ ମାନଂକୁ ସଠିକ ସମୟରେ ସଠିକ କାମ କରିବାର ଥାଏ ସେମାନେ ସର୍ଵଦା ଘଂଟା ଦେଖିଥାନ୍ତି । ନୀତିଦିନ ଜୀଵନ ରେ କିଛି ଏଭଳି କାମ ରହିଥାଏ । ଯାହା ପାଇଁ ଆମକୁ ସମୟ ଦେଖିବାକୁ ପଡ଼ିଥାଏ । ଖାସ କରିକି ଘରର ମହିଳା ମାନଂକୁ ସେମାନଂକୁ ଘରର କାମ ସମସ୍ତ ଙ୍କୁ ଠିକ ସମୟରେ ପ୍ରସ୍ତୁତ କରିବା ଖାଇବା ଔଷଧ ଆଦି ସଠିକ ସମୟରେ ଦେବାକୁ ପଡିଥାଏ ସେଥିପାଇଁ ସେମାନେ ଘଂଟା କଣ୍ଟା ସହ ତାଳ ମିଳେଇ କାମ କରିଥାନ୍ତି ।

ଆମ ଘର କାନ୍ତ ରେ ଏହି ଟଙ୍ଗା ଯାଇଥିବା ଘଂଟା କହିବାକୁ ଗଲେ ସାମାନ୍ୟ ମେସିନ କିନ୍ତୁ ଏହି ସାମାନ୍ୟ ମେସିନ ରେ ହିଁ ଆମ ଭାଗ୍ୟ ଲୁଚି ରହିଥାଏ । ଆମେ ସବୁବେଳେ ସମୟ କୁ ଦେଖିଥାଉ ସମୟ ର ତାଳେ ତାଳେ ଆମେ ମଧ୍ୟ ଗତି କରି ପାରିବୁ ବୋଲି ଏହା ଦ୍ବାରା ଆମେ ଆମ ଜୀବନରେ ଉନ୍ନତି ସଫଳତା ପାଇଁ ପାରିବୁ ବୋଲି ଆମେ ସମୟ ସହିତ ବଦଳି ମଧ୍ୟ ଯାଇଥାଉ । ଆମ ଶାସ୍ତ୍ର ରେ ସବି ଵସ୍ତୁ କୁ ଏକ ନିଶ୍ଚିତ ସ୍ଥାନରେ ରଖିବାର ନିୟମ ରହିଛି । ଯାହା ଦ୍ୱାରା ସେ ଵସ୍ତୁ ଠାରୁ ଆମକୁ ଶୁଭ ଫଳ ମିଳି ପାରିବ । ଘରର ଶାନ୍ତି ମଧ୍ୟ ବଜାୟ ରହିବ ।

ସେହି ପରି ସମୟ କହୁଥିବା ଘଂଟା କୁ ମଧ୍ୟ ରଖିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ରହିଥାଏ । ଏହା ଭିତରେ ଆମ ଭାଗ୍ୟ ଲୁଚି ରହିଥାଏ । ସେଥିପାଇଁ ଘଂଟା କୁ ଏକ ସାମାନ୍ୟ ମେସିନ ଭାବିବା ଉଚିତ ନୁହେଁ । ତେଣୁ ଘଂଟା କୁ ମଧ୍ୟ ବାସ୍ତୁ ଅନୁସାରେ ସଠିକ ଦିଗ ରେ ରଖିବା ଉଚିତ ତେବେ ଆସନ୍ତୁ ଜାଣିନେବା ଏହାର ସଠିକ ଦିଗ କଣ ।

ସବୁ ଵସ୍ତୁ କୁ ଏକ ନିର୍ଦ୍ଦିଷ୍ଟ ଦିଗ ରେ ରଖିବା ଦ୍ୱାରା ଆମକୁ ସେଥିରୁ ସକରାତ୍ମକ ଉର୍ଜା ମିଳିଥାଏ ଯାହା ଆମ ଜୀଵନ କୁ ସୁଖମୟ କରିଥାଏ । ଜୀବନରେ ଧନ ର ମଧ୍ୟ ଅଭାବ ରୁହେ ନାହିଁ . ଆମେ ନିଜ ସୁବିଧା ଅନୁସାରେ ଘଂଟା କଣ୍ଟା କୁ ଆଗ ପଛ କରି ରଖିଥାଉ ଯାହାକି ସର୍ଵଦା ଭୁଲ ହୋଇଥାଏ । ଘଂଟା କୁ ସର୍ଵଦା ନିୟମିତ ସଠିକ ସମୟ ରେ ରଖିବା ଉଚିତ । କିନ୍ତୁ କେବେବି ଘଣ୍ଟା କଣ୍ଟା କୁ କେବେବି ପଛକୁ ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଆମ ପରିଶ୍ରମ ର ଉଚିତ ଫଳ ମିଳି ନଥାଏ ।

କେବେବି ଘରେ ବନ୍ଦ ରହିଥିବା ଘଂଟା କିମ୍ବା ଭାଙ୍ଗି ଯାଇଥିବା ଘଣ୍ଟା କୁ ଘରେ ରଖିବା ଉଚିତ ନୁହେଁ । ଏହାକୁ ଅଶୁଭ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆମକୁ ଘଂଟା କୁ ଘରର ମୁଖ୍ୟ ଦ୍ୱାରର ସାମ୍ନା ରେ କିମ୍ବା ତଳେ ରଖିବା ଉଚିତ ନୁହେଁ ।

ସର୍ଵଦା ଘରର ଉତ୍ତର ଦିଗ ପୂର୍ବ ଦିଗ ରେ ହିଁ ଘଂଟା କୁ ଲଗାଇବା ଶୁଭ ବୋଲି ମାନ୍ୟତା ରହିଛି । ଏହି ଦୁଇଟି ଦିଗ ରେ ସକରାତ୍ମକ ଉର୍ଜା ରହିଥାଏ । ତେଣୁ ଏହି ଦିଗରେ ଘଂଟା କୁ ରଖିବା ଆବଶ୍ୟକ । ଘଣ୍ଟା କୁ ଭୁଲରେ ବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହି ନିୟମ ମାନିବା ଦ୍ୱାରା ଆମେ ଆମ ଜୀବନରେ ସଫଳତା ହାସଲ କରି ପାରିଥାଉ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *