ଆଜି ବହୁତ ବଦଳି ଯାଇଛନ୍ତି ଫିଲ୍ମ “କୁଛ କୁଛ ହୋତା ହେ” ର ଅଞ୍ଜଳି ସମେତ Bollywood ର ଏହି 4 ଜଣ Child Artist, 2 ନମ୍ବର Actress ତ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସବୁ ଫିଲ୍ମ ଗୁଡିକରେ ଦର୍ଶକ ମାନେ ଅଭିନେତା ଓ ଅଭିନେତ୍ରୀଙ୍କ ଅଭିନୟ ସହିତ ଶିଶୁ କଳାକାରଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରନ୍ତି ।

ଆପଣ ମାନେ ସମସ୍ତେ କେତେକ ସୁପର ହିଟ ଫିଲ୍ମରେ ଶିଶୁ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଶିଶୁ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି ଓ ବଡ ମଧ୍ୟ ହୋଇ ସାରିଛନ୍ତି । ଏହି ଶିଶୁ କଳାକାର ମାନେ ଛୋଟ ବୟସରେ ବହୁତ ଲୋକପ୍ରିୟତ ହାସଲ କରିସାରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାର ମାନଙ୍କ ବିଷୟରେ ।

ପର୍ଜାନ ଦସ୍ତୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଶିଶୁ କଳାକାର ରୂପେ ପରିଚିତ ପର୍ଜାନ ଦସ୍ତୁର । ଆପଣ ମାନେ ସମସ୍ତେ ପର୍ଜାନଙ୍କୁ ବଲିଉଡ ଫିଲ୍ମ ‘କୁଛ କୁଛ ହୋତା ହେ’ରେ ଏକ ଶିଶୁ ସର୍ଦାର ଭୂମିକାରେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ପର୍ଜାନ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ପାରିଥିଲେ । ସେହି ସମୟରେ ସେ କେବଳ ୭ ବର୍ଷ ବୟସରେ ସେହି ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ପରେ ସେ ବଲିଉଡର ଅନ୍ୟ କେତେକ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ଓ ହ୍ୟାଣ୍ଡସମ ମଧ୍ୟ ନଜର ଆସୁଛନ୍ତି ।

ଅମୃତା ପ୍ରକାଶ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅମୃତା ପ୍ରକାଶ । ‘ବିବାହ’ ଫିଲ୍ମରେ ସେ ରଜନୀର ଭୂମିକାରେ ନଜର ଆସି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ସେ ବହୁତ ବଦଳି ସାରିଛନ୍ତି ଓ ସେ କେତେକ ଫେମସ ଟିଭି ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିସାରିଛନ୍ତି । ଆଜି ସେ ବହୁତ ସୁନ୍ଦର ଓ ହଟ୍ ନଜର ଆସୁଛନ୍ତି ।

ଦର୍ଶୀଲ ସଫାରି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଫେମସ ଶିଶୁ କଳାକାର ଦର୍ଶୀଲ ସଫାରି । ଆପଣ ମାନେ ସମସ୍ତେ ଦର୍ଶୀଲଙ୍କୁ ଫିଲ୍ମ ‘ତାରେ ଜାମିନ ପର’ରେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବର୍ତ୍ତମାନ ସେ ବଲିଉଡ ଠାରୁ ଦୂରରେ ଅଛନ୍ତି ଓ ନିଜ ପାଠ ପଢା ଉପରେ ସେ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ ବନ୍ଧୁଗଣ ପୂର୍ବ ଅପେକ୍ଷା ସେ ବହୁତ ବଦଳିବା ସହିତ ବହୁତ ହ୍ୟାଣ୍ଡସମ ନଜର ଆସୁଛନ୍ତି ।

ସନା ସଇଦ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସନା ସଇଦ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସନାଙ୍କୁ ଫିଲ୍ମ ‘କୁଛ କୁଛ ହୋତା ହେ’ରେ ଶାହରୁଖ ଖାନଙ୍କ ଝିଅର ଭୂମିକାରେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତି ପାରିଥିଲେ । ଏହି ଫିଲ୍ମ ପରେ ସେ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରେ ମଧ୍ୟ ନଜର ଆସିଥିଲେ । ହେଲେ ପୂର୍ବ ଅପେକ୍ଷା ସେ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି ଓ ନିଜ ସୁନ୍ଦରତା ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *