ଯେଉଁ ଘରେ ବିଲେଇ ଛୁଆ ଜନ୍ମ କରିଥାଏ ସେହି ଘରେ କଣ ହୋଇଥାଏ ? ଶୁଭ ନା ଅଶୁଭ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ସଂସାରରେ ଭଗବାନ ସାହାର୍ଯ୍ୟର ଏକ ଗୋଲ ଚକ୍ର ବନାଇଛନ୍ତି । ଯେଭଳି କେହି କାହାକୁ ନିଚ୍ଚ ଭାବିବେ ନାହିଁ । ପଶୁ ମଧ୍ୟ ମଣିଷ ପାଇଁ ଉପଯୋଗୀ ଆଉ ମଣିଷ ମଧ୍ୟ ପଶୁ ପାଇଁ ଉପଯୋଗୀ । ତେବେ ଏହାର ପ୍ରମାଣ ଆମକୁ ବିଲେଇ ଠାରୁ ବେସ ଭଲ ଭାବରେ ମିଳିଥାଏ । ଆପଣ ଭାବୁଥିବେ କିଭଳି ତେବେ ଏହାକୁ ଜାଣିବା ପାଇଁ ଆପଣ ମାନେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଆଉ ଜାଣନ୍ତୁ ବିଲେଇ ଆପଣଙ୍କ ଘରେ ପିଲା ଜନ୍ମ କରିବା ଦ୍ଵାରା ଆପଣଙ୍କର କଣ ଲାଭ ହୋଇଥାଏ ।

ଯେଉଁ ଘରେ ବିଲେଇ ପ୍ରସବ କରିଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ସେହି ଘରକୁ ସୁଖ ସମୃଦ୍ଧି ଏତେ ଆସିଯାଏ କି ସମ୍ଭାଳିଲେ ବି ଆପଣ ସମ୍ଭାଳି ପାରିବେ ନାହିଁ । ଯେଉଁ ଘରେ ବିଲେଇ ଛୁଆ ଜନ୍ମ କରିଥାଏ ସେହି ଘରକୁ ସୁଖ ଶାନ୍ତି ଖୁବ ଆସିଥାଏ ଦୁଃଖ କଣ ଦୂର ଦୂର ପର୍ଯ୍ୟନ୍ତ ଆଉ ଆପଣଙ୍କ ଜୀବନରେ ଦେଖା ଦେଇନଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ କହିବା ପାଇଁ ଗଲେ ବିଲେଇକୁ ଘରେ ପାଳିବା ଅଶୁଭ ବୋଲି ମନାଯାଏ ।

ଯେଉଁ ଘରେ ବିଲେଇ କାନ୍ଦିଥାଏ ତାହା ବହୁତ ଅଶୁଭ ହୋଇଥାଏ ସେହି ଘର ପାଇଁ । ଏହି କାରଣ ପାଇଁ ବିଲଇକୁ ପାଳିବା ଶାସ୍ତ୍ର ଅନୁଯାୟୀ ଅଶୁଭ ବୋଲି କୁହାଯାଏ । ଯେଉଁ ଘରେ ବିଲେଇ କାନ୍ଦିଥାଏ ସେହି ଘରେ କାହାର ନା କାହାର ଅକାଳ ମୃତ୍ୟୁ ନିଶ୍ଚୟ ହୋଇଥାଏ ।

ଜଣେ ମହିଳା ନିଜ ଗର୍ଭରୁ ପାଞ୍ଚଟି ପୁତ୍ର ସନ୍ତାନ ଜନ୍ମ ଦେଲେ ସତ । କିନ୍ତୁ ପାଞ୍ଚଟି ଯାକ ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ନେଲେ । କେହି ମଧ୍ୟ ଚାଲିବା ପାଇଁ ସକ୍ଷମ ନଥିଲେ । କିଭଳି ସେମାନଙ୍କ ଲାଳନ ପାଳନ ହେବ ମହିଳା ଜଣଙ୍କ ବହୁତ ଚିନ୍ତା କରୁଥିଲେ ଏହି କଥାକୁ ଭାବି । ଏହା ଭିତରେ ସେହି ମହିଳାଙ୍କ ଘରେ ଏକ ବିଲେଇ ଆସି ରହିବାକୁ ଲାଗିଲା ଆଉ ପ୍ରସବ ମଧ୍ୟ କଲା ବିଲେଇଟି ।

ବିଲେଇର ପ୍ରସବ ପରେ ମହିଳା ଜଣଙ୍କର ପ୍ରଥମ ସନ୍ତାନ ଭଲ ହେବାକୁ ଲାଗିଲା ଏବଂ ଚାଲିବାକୁ ଲାଗିଲା । ଏହା ବିଲେଇ ପାଇଁ ହିଁ ସମ୍ଭବ ହୋଇଛି ବୋଲି ବୁଝିଗଲେ ମହିଳା । ସେହିଭଳି ଭାବରେ ବିଲେଇ ଯେତେଥର ପ୍ରସବ କଲା ମହିଳାଙ୍କର ଗୋଟିଏ ଗୋଟିଏ ସନ୍ତାନ ସୁସ୍ଥ ହେବା ସହ ଚାଲିବାକୁ ଲାଗିବେ ।

ତେଣୁ କୁହାଯାଏ ବିଲେଇ ଯେଉଁ ଘରେ ଛୁଆ ଜନ୍ମ କରିଥାନ୍ତି ସେହି ଘରୁ ଦୁଃଖ ହରଣ ହେବା ସହ ଧନ ସମ୍ପତ୍ତି ମଧ୍ୟ ଭରପୁର ପ୍ରାପ୍ତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Leave a Reply

Your email address will not be published. Required fields are marked *