ମହିଳାମାନେ ରାତିରେ କରନ୍ତୁ ନାହିଁ ଏହି 6 କାମ, ସ୍ଵାମୀ ହେଇଯିବେ କାଙ୍ଗାଳ 

ନମସ୍କାର ବନ୍ଧୁଗଣ , ହିନ୍ଦୀ ପରମ୍ପରା ଅନୁଯାୟୀ ଘର ର ମହିଳାମାନେ ଘର କୁ ସ୍ଵର୍ଗ କରି ରଖିଥାନ୍ତି । ଘର ର ମୁଖ୍ୟ ସ୍ତମ୍ଭ ହେଉଛନ୍ତି ନାରୀମାନେ ଆପଣମାନେ ଦେଖିଥିବେ ନାରୀ ଥିବା ଘର ସର୍ବଦା ଆଲୋକିତ ଓ ହସ ଖୁସି ରେ ରହିଥାଏ । ଘର କୁ ଗଢିବାରେ ମହିଳା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ପୁରୁଷଙ୍କ ବିନା ଘର ଚଳିପାରେ , କିନ୍ତୁ ସ୍ତ୍ରୀ ବିନା ଘର ଘର ହୋଇ ରହିନଥାଏ ତେଣୁ ପ୍ରାଚୀନ ଗ୍ରନ୍ଥରେ ବି ତାହାକୁ ବର୍ଣ୍ଣନା କରାଯାଇଛି ।

 

ଯେଉଁ ମହିଳା ଘର କୁ ସ୍ଵର୍ଗ କରେ ସେହି ମହିଳା ଚାହିଲେ ଘରକୁ ନରକ ମଧ୍ୟ କରିପାରେ । ମହିଳାମାନଙ୍କ ବ୍ୟବହାର , ଆଚରଣ , ଚଳଣି ଘର କୁ ପ୍ରଭାବିତ କରିଥାଏ । ଯଦି ଆପଣ ସବୁ ବେଳେ ସୁଖ ଚାହୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କାମ ସମ୍ବନ୍ଧରେ କହିବା । ଯାହାକୁ ଆପଣ କଦାପି କରନ୍ତୁ ନାହିଁ ନଚେତ୍ କରିବା ଦ୍ଵାରା ସ୍ଵାମୀ ହୋଇଥାନ୍ତି କାଙ୍ଗାଳ  ।

ଆସନ୍ତୁ ଜାଣିବା ସେହି କାମ ବିଷୟରେ ଯାହାକୁ ମହିଳାମାନେ  ରାତିରେ କରିବା ଅନୁଚିତ୍ ହୋଇଥାଏ । 1- ମହିଳାମାନଙ୍କୁ ରାତି ବେଳେ କେବେ ବି ଚୁଟି କୁ ଖୋଲା କରି ଶୋଇବା କଥା ନୁହେଁ । ଚୁଟି କୁ ଖୋଲା କରି ଶୋଇବା ଦ୍ଵାରା ଘର ଭିତର କୁ ନାକାରାତ୍ମକ ଶକ୍ତି ର ପ୍ରଭାବ ଆସିଥାଏ । ଏହି ଭୁଲ ଯୋଗୁ ମା ‘ ଲକ୍ଷ୍ମୀ ଆପଣଙ୍କ  ଘର କୁ ତ୍ୟାଗ କରିଥାନ୍ତି । ପରିବାର ର ସୁଖ ସମବୃଦ୍ଧି ଦୂର ହେବାର ସମ୍ଭାବନା ରହିଥାଏ ।

2- ମହିଳା ମାନଙ୍କୁ ରାତି ସମୟରେ ଦହି ଓ କ୍ଷୀର କୁ ଅନ୍ୟମାନଙ୍କୁ ଦେବା ଅନୁଚିତ୍ । କାରଣ ଏହା ଦ୍ଵାରା ଘରର ସୁଖ , ସମବୃଦ୍ଧି ଦୂର ହୋଇଯାଇଥାଏ । ତେଣୁ ଆପଣ ରାତି ସମୟରେ ଭୁଲ ରେ ବି ଦହି କ୍ଷୀର କୁ ଦେବେ ନାହିଁ । 3- ମହିଳାମାନେ ଓ ସମସ୍ତ କୁ ଏହା ପ୍ରତି ଧ୍ୟାନ ଦେବା ଉଚିତ୍ , ଯଥା ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ କୁ ଗ୍ରହଣ କରିବାର ନିୟମ ରହିଛି । ମାତ୍ର ଯେଉଁମାନେ ଶୋଇବା ପୂର୍ବରୁ ଭୋଜନ କରନ୍ତି ଓ ଅଧିକ ପରିମାଣରେ ସେବନ କରନ୍ତି ।

ତେବେ ରାତିରେ ସୁଖଦାୟକ ନିଦ୍ରା ହୋଇନଥାଏ ଓ ଖାଦ୍ୟ ମଧ୍ୟ ହଜମ ହୁଏ ନାହିଁ । 4- ଏହା ପରେ  ଖାଇସାରିବା ମହିଳାମାନେ ଚେଷ୍ଟା କରିବେ ଯେ ଅଇଠା ବାସନ କୁ ସଫା କରିବା ପାଇଁ ଏହା ବହୁତ ଭଲ ହୋଇଥାଏ । ବାସନ ରହିବା ଦ୍ଵାରା ମା ‘ ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତି ନାହିଁ । 5- ମହିଳାମାନେ ଶୋଇବା ପୂର୍ବରୁ ମେକ୍ଅପ କରିବା ଅନୁଚିତ୍ ହୋଇଥାଏ ।

ଏପରି କରିବା ଦ୍ଵାରା ଆପଣଙ୍କ ଉପରେ ନାକାରାତ୍ମକ ଶକ୍ତି ପ୍ରଭାବ ପଡିଥାଏ । 6- ଶୋଇବା ପୂର୍ବରୁ ମହିଳାମାନଙ୍କୁ ଝାଡୁ କୁ ଦକ୍ଷିଣ ଦିଗରେ ରଖିକି ଶୋଇବା ଉଚିତ୍ ହୋଇଥାଏ । ଏହି ଛଅ ଟି କାମ କୁ  କରିବା କଥା ନୁହେଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *