ଘରେ ବସି ମାତ୍ର ୨ ମିନଟ୍ ରେ ନିଜ ଦାନ୍ତ କୁ ମୋତି ଭଳି ଚମକାନ୍ତୁ (Teeth Whitening Tips)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ଦାନ୍ତ ରେ ପୋକ ଲାଗି ଯାଇଥାଏ ଏବଂ ବହୁତ ଯନ୍ତ୍ରଣା ହୋଇଥାଏ । ଆପଣଙ୍କ ଖରାପ ଦାନ୍ତ ଯୋଗୁଁ ଆପଣଙ୍କର ପୁରା ବ୍ୟକିତ୍ବ ଖରାପ ହୋଇଯାଇଥାଏ ।

ଏହା ସହିତ ଆପଣ ଖୋଲିକି ହସି ମଧ୍ୟ ପାରନ୍ତି ନାହିଁ । ଯଦି ଥରେ ଦାନ୍ତ ସମସ୍ୟା ଦେଖାଦିଏ ତେବେ ଏହି ସମସ୍ୟା କୁ ଦୂର କରିବା ବହୁତ କଠିନ ହେଇଯାଏ । ଏଭଳି ବହୁତ ଲୋକ ଅଛନ୍ତି ଯୋଉମାନଙ୍କ ଦାନ୍ତ ସଢ଼ି ଯାଏ ଏବଂ ଦାନ୍ତ କଣା ମଧ୍ୟ ହୋଇଯାଏ । ସେମାନେ ଏହି ସମସ୍ୟା କୁ ଦୂର ମଧ୍ଯ କରିପାରନ୍ତି ନାହିଁ । କିନ୍ତ ଆଜି ଆମେ ଆପଣ ମାନଙ୍କୁ ଏକ ଉପାୟ କହିବୁ ଯାହାଦ୍ବାରା ଆପଣଙ୍କ ଦାନ୍ତ ଜନିତ ସମସ୍ୟାର ତୁରନ୍ତ ସମାଧାନ ହୋଇଯିବ ।

ଆପଣ ମାନଙ୍କ ପାଇଁ ଏହି ଉପାୟ ବହୁତ ଜରୁରୀ ଅଟେ । ଯଦି ଆପଣ ମାନେ ମାର୍କେଟ ରେ ଦାନ୍ତ ସଫା କରିବକୁ ଯାଆନ୍ତି ତେବେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦି ଆପଣ ବିନା ଖର୍ଚ୍ଚ ରେ ଆପଣଙ୍କ ଦାନ୍ତ କୁ ଧଳା ସଫା ଏବଂ ଯନ୍ତ୍ରଣା ମୁକ୍ତ କରିବକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହି ଉପାୟ ନିଶ୍ଚିତ ଆପଣଙ୍କ ପାଇଁ ଲାଭଦାୟକ ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ଆପଣ ସର୍ବ ପ୍ରଥମେ ଏକ ସଫା ପାତ୍ର ନିଅନ୍ତୁ । ଏହାପରେ ଆପଣ ସେଥିରେ ଏକ ଚାମଚ ସୋରିଷ ତେଲ ପକାନ୍ତୁ । ଏହାପରେ ଆପଣ ଅଧ ଚାମଚ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । ହଳଦୀ ରେ ଆଣ୍ଟି ବାୟୋଟିକ ଗୁଣ ରହିଥାଏ । ଏହା ଆମ ଦାନ୍ତ ଜନିତ ସମସ୍ତ ସମସ୍ୟା କୁ ଦୂର କରିଥାଏ । ଏହାପରେ ଆପଣ ଅଧ ଚାମଚ ଲୁଣ ପକାନ୍ତୁ ।

ଲୁଣ ମଧ୍ୟ ଦାନ୍ତ ବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ । ଏହାପରେ ଆପଣ ଶେଷ ସାମଗ୍ରୀ ଲବଙ୍ଗ କୁ ଗୁଣ୍ଡ କରି ପକାନ୍ତୁ । ଲବଙ୍ଗ ଦାନ୍ତ ବିନ୍ଧା କୁ ଦୂର କରିବାରେ ରାମବାଣ ଭଳି କାର୍ଯ୍ୟ କରିଥାଏ । ଏହି ସମସ୍ତ ସାମଗ୍ରୀ ପକାଇବା ପରେ ଆପଣ ଏହାକୁ ଭଲ ଭାବରେ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହି ମିଶ୍ରଣ କୁ ବ୍ରସ ସାହାଯ୍ୟ ରେ ନିଜ ଦାନ୍ତ ରେ ଲଗାନ୍ତୁ ।

ଆପଣ ଯେପରି ନିଜ ଦାନ୍ତ କୁ ପେଷ୍ଟ ସାହାଯ୍ୟ ରେ ବ୍ରସ କରନ୍ତି ସେହିପରି ଏହି ମିଶ୍ରଣ ର ବ୍ୟବହାର କରନ୍ତୁ । ଏହାଦ୍ବାରା ଆପଣ ଦାନ୍ତ ବିନ୍ଧା, ଦାନ୍ତ ର ହଳଦିଆପଣ, ଦାନ୍ତ ରେ ପୋକ ଲାଗିବା ଆଦି ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଦାନ୍ତ ସଫା ଓ ସୁସ୍ଥ ରହିବ । ତେଣୁ ଆପଣ ମାନେ ମଧ୍ୟ ଯଦି ନିଜର ଦାନ୍ତ କୁ ମୋତି ଭଳି ଚମକାଇବାକୁ ଚାହାନ୍ତି ତେବେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *