ଏହି ୬ଟି ସ୍ୱପ୍ନ ଭଲ ସମୟ ଆସିବାର ସଙ୍କେତ ଦେଇଥାଏ

ଶୋଇସାରିବା ପରେ ଆମେ ଯାହା ସବୁ ଭାବିଥାଉ ତାହାକୁ ମାନରେ କଳ୍ପନା କରି ତାହାର ଗୋଟିଏ  ଚାବୁକୁ ମନରେ ଭାବି ସେହି ବିଷୟରେ ଯେଉଁ ସବୁ ବିଷୟ ଆମକୁ ଅନୁଭବ ହୁଏ ତାହାକୁ ସାଧାରଣତଃ ସ୍ୱପ୍ନ କହିଥାଉ  । ସ୍ୱପ୍ନ ଦ୍ୱାରା ଭଗବାନ ମାନୁଷ୍ୟର ନିକଟବର୍ତ୍ତୀ ହୁଅନ୍ତି ବୋଲି ଏହା ବସ୍ତୁ ଶାସ୍ତ୍ରରେ ଲେଖାଯାଇଛି । ଭଗବାନ ମନୁଷ୍ୟକୁ ସିଧାସଳଖ ସୂଚନା ନଦେଇ ସ୍ୱପ୍ନ ମାଧ୍ୟମରେ ମାନୁଷ୍ୟର ଭଲ ସମୟ ଓ ଖରାପ ସମୟ ବିଷୟରେ ସୂଚନା ଦେଇଥାନ୍ତି । ତେବେ ଆସନ୍ତୁ ଆଜି ସେହି ୬ ଟି ସ୍ୱପ୍ନ ବିଷୟରେ ଜାଣିବା ଯାହାକି ଭଗବାନ ଆମକୁ ଭଲସମୟ ଆସିବାର ସୂଚନା ଦେଇଥାନ୍ତି ।

 

ଯଦି ସ୍ୱପ୍ନରେ ଆପଣ ଗୋଟିଏ ନାଚୁଥିବା ବା ଉଡୁଥିବା ମୟୁରକୁ ଦେଖନ୍ତି ତେବେ ଆପଣ ବହୁତ ଶୀଘ୍ର ସୁଖଲାଭ କରିବାକୁ ଯାଉଛନ୍ତି । ଯଦି ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖାଯାଏ ତାହେଲେ ତାହା ଧନ ପ୍ରାପ୍ତିର ଯୋଗ ହୋଇଥାଏ । ଯଦି ଆପଣ ଶଙ୍ଖ ସ୍ୱପ୍ନରେ ଦେଖନ୍ତି ତେବେ ଏହା ଆପଣଙ୍କ ଘରେ ସୁଖ ଶାନ୍ତିର ବାର୍ତା ନେଇଆସିଥାଏ ।

ଆପଣଙ୍କ ଘରର କଲ୍ୟାଣ ହୋଇଥାଏ । ସ୍ୱପ୍ନରେ ପେଚା ଦେଖିବା ଧନ ପ୍ରାପ୍ତିର ଗୋଟିଏ ବଡ଼ ସଙ୍କେତ ହୋଇଥାଏ । କାରଣ ଏହା ମହାଲକ୍ଷ୍ମୀଙ୍କର ବାହନ ହୋଇଥିବାରୁ ଏହା ଆପଣଙ୍କ ଜୀବନରେ ଟଙ୍କା ପଇସାର ସୁଅ ଆସିବାର ସୁଯୋଗ ଦେଇଥାଏ । ଏଥିପାଇଁ ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରତ୍ୟକ ଗୁରୁବାର ଦିନ ହଳଦୀ ଚନ୍ଦନ ଓ କ୍ଷୀରରେ ଗାଧୋଇଦେଇ ମହାଲକ୍ଷ୍ମୀଙ୍କ ମହାମନ୍ତ୍ରକୁ ଜପିବାକୁ ପଡିବ ।

ଯଦି ଆପଣ ସ୍ୱପ୍ନରେ ଏକ ସବୁଜ କ୍ଷେତ ଭିତରେ ଦେଖନ୍ତି ତେବେ ଏହା ଆପଣଙ୍କର ବହୁତ ଶୀଘ୍ର ସମୃଦ୍ଧି ହେବାକୁ ଯାଉଛି ଓ ଅଧିକ ଲୋକ ସମ୍ପର୍କ ବଢିବାକୁ ଯାଉଛି ବୋଲି ଜାଣିବେ । ଏହା ବ୍ୟତୀତ ଆପଣଙ୍କ ଘରର ଅଟକିଥିବା ସବୁ କାର୍ଯ୍ୟ ବହୁତ ଶୀଘ୍ର ସଫଳ ହେବାକୁ ଯାଉଛି । କୋଇଲାକୁ ଆପଣ ସ୍ୱପ୍ନରେ ଦେଖିବା ଅର୍ଥ ଆପଣ ସବୁ କଷ୍ଟ ସତ୍ୱେ ଜୀବନରେ ବହୁତ ଧନବାନ ହୋଇପାରିବେ ।

ଏହା ଆପଣଙ୍କ ଅସଜଡ଼ା ଭାଗ୍ୟକୁ ସଜାଡି ଦେଇଥାଏ । ଆପଣ ସବୁ ସୁଖ ଶାନ୍ତି ପାଇପାରିବେ । ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *