Jyotish Shatra- ଏବେ ଆଖିରୁ ପୋଛିନିଅ ଲୁହ, କାରଣ ଆଜି ରାତି ଠାରୁ ୧୫ ଦିନ ଭିତରେ ଏହି ୬ ଟି ରାଶି ଟଙ୍କାର ଗଦିରେ ଶୋଇବେ…

ବନ୍ଧୁଗଣ ଆଜି ଆପଣ ଜାଣି ପାରିବେ କେଉଁମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳି ବାକୁ ଯାଉଛି । ଆଜି ରାତିରେ ଗ୍ରହାଧିପତି ସୂର୍ଯ୍ୟ ନିଜର ସ୍ଥାନ ପରିବର୍ତନ କରି ବୃଷ ରାଶି ରୁ ଧନୁ ରାଶି କୁ ପ୍ରବେଶ କରୁଛନ୍ତି । ଯେଉଁ ଠାରେ ପ୍ରଥମ ରୁ ଶନିଦେବ ବିରାଜମାନ ; ଏହି ପରିବର୍ତନ ର କାରଣରୁ କିଛି ରାଶି ର ଲୋକ ଙ୍କ ସମୟ ବିଶେଷ ହେବାକୁ ଯାଉଅଛି। ୧: ମେଷ ରାଶି – ମେଷ ରାଶି ର ଭାଗ୍ୟ ରେ ଅନେକ ଖୁସି ଆସିବାକୁ ଯାଉଛି , ଜୀବନରେ ଧନର ବୃଦ୍ଧି ହେବ , ସବୁ କ୍ଷେତ୍ର ରେ ସଫଳତା ପ୍ରାପ୍ତ କରିବେ, ପ୍ରଭୁ ହନୁମାନ ଙ୍କ ଆରାଧନା କଲେ ଆପଙ୍କ ଜୀବନ ର ସମସ୍ତ ବାଧା ବିଘ୍ନ ଦୂରେଇଯିବ ।

୨: ସିଂହ ରାଶି – ବହୁତ ଦିନ ପରେ ସିଂହ ରାଶି ର ଲୋକଙ୍କ ଜୀବନରେ ଖୁସି ଆସୁଛି । ଫଳରେ ଜୀବନରେ ସବୁ ଆଡୁ ସଫଳତା ପ୍ରାପ୍ତ ହେବ । ଭାଗ୍ୟ ଚମକିବାକୁ ଯାଉ ଅଛି , ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାରେ ମଧ୍ୟ ଭଲ ଫଳାଫଳ ମିଳିବ; ଏହି ସମୟ ଆପଣ ମାନଙ୍କ ପାଇଁ ଶୁଭ ରହିବ। ବ୍ୟାପାର ବାଣିଜ୍ୟ ରେ ମଧ୍ୟ ଭଲ ଯୋଗ ରହିଛି । ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନ ଚାଳିଶ ର ପାଠ କରନ୍ତୁ ଆପଣ ମାନଙ୍କ ପାଇଁ ଭଲ ରହିବ।

୩: ବିଚ୍ଛା ରାଶି  – ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ, ବ୍ୟାପାର ରେ ଉର୍ନତି ତଥା ଲାଭ ମଧ୍ୟ କରିବେ। ଆପଣଙ୍କୁ ଶୁଭ ପରିଣାମ ମିଳିବାକୁ ଯାଉଅଛି । ସମାଜ ରେ ମାନ ପ୍ରତିଷ୍ଠା ଲାଭ କରିବେ , ଜୀବନରେ ଥିବା ବିନାଶକାରୀ ଶକ୍ତିର ଏବେ ଅନ୍ତ ଘଟିବ ।

୪:  ମକର ରାଶି – ପରିବାରର ସହଯୋଗ ମିଳିବ , ଘରକୁ ଅତିଥି ଙ୍କର ଆଗମନ ମଧ୍ୟ ଦେଖା ଦେଇପାରେ ,ଦାଂପତ୍ଯ ଜୀବନ ଅନୁକୂଳ ହେବ, ବିଦ୍ୟାର୍ଥୀ ମାନଙ୍କର ପାଠପଢା ରେ ଧ୍ୟାନ ବଢିବ। ଚାକିରି ପାଇଁ ପ୍ରସ୍ତାବ ମଧ୍ୟ ଆସି ପରେ , ଯାହା ଆପଣଙ୍କ ପାଇଁ ଅନୁକୂଳ ହେବ। ଧନ ପ୍ରାପ୍ତି ର ନୂଆନୂଆ ଅବସର ମିଳିବ । ଜୀବନରେ ଅପାର ଖୁସି ଆସିବ । ଅଟକି ରହିଥିବା ଟଙ୍କା ମିଳିବ,  ଏହି ସମୟରେ ଆପଣଙ୍କୁ ଆପଣଙ୍କ ମନଚାହା ପ୍ରେମ ମଧ୍ୟ ମିଳିବ।

୫:  ତୁଳା ରାଶି – ଆପଣଙ୍କ ଜୀବନରେ ଆସୁଥିବା ଖୁସିକୁ ଯେବେ କେହି ବି ଅଟକାଇ ପାରିବେ ନାହିଁ, କାରଣ ହନୁମାନ ଙ୍କ ଅପାର କୃପା ଆପଣଙ୍କୁ ପ୍ରାପ୍ତ ହୋଇଛି । ଆପଣ କାହା କଥାରେ ପରିଚାଳିତ ହୋଇ କୌଣସି ମହତ୍ଵପୂର୍ଣ ନିସ୍ପତି ନିଅନ୍ତୁ ନାହିଁ , ନୂଆ ନୂଆ ଆଇଡିଆ ଶିଖିବାର ସୁଯୋଗ ମିଳିବ । ଏହି ସମୟ ଆପଣଙ୍କ ପାଇଁ  କେବଳ ଖୁସି ନୁହେଁ ବରଂ ଜୀବନ ରେ ସୁଖ ସମ୍ପତି ମଧ୍ୟ ଆଣୁଛି ।

୬ : କୁମ୍ଭ ରାଶି – ଏହି ରାଶି ର ଲୋକ ମାନଙ୍କୁ ଏବେ ଜୀବନରେ ପରିଶ୍ରମ ର ଫଳ ପ୍ରାପ୍ତ ହେବାକୁ ଯାଉଅଛି , ଆପଣଙ୍କ ପ୍ରେମ ଜୀବନ ମଧ୍ୟ ଭଲ ରହିବ । ବିବାହ ପ୍ରସ୍ତାବ ଆସିବାର ଯୋଗ ମିଳୁଛି । ଜୀବନ ରେ ଆଗକୁ ବଢିବାର ଅନେକ ମଉକା ମିଳିବ । ଭାବନାତ୍ମକ ଅସୁବିଧା ସବୁ ଶେଷ ହୋଇଯିବ, କୁଣ୍ଡଳୀ ରେ ଧନ ସହ ମାନ ସଂମ୍ମାନ ର ମଧ୍ୟ ଲାଭ ରହିଛି ; ତଥା ଜୀବନ ରେ ଅନେକ ପ୍ରଗତି ମଧ୍ୟ କରିବେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *