Vastu Tips- ଯେଉଁ ଘରେ ଏକା ସହିତ ଥାଏ ଏହି 2 ଟି ମୂର୍ତ୍ତି, ସେଠାରେ ପାଣି ଭଳି ବର୍ଷିଥାଏ ଟଙ୍କା, କଣ ଆପଣଙ୍କ ଘରେ ଅଛି ?

ନମସ୍କାର ବନ୍ଧୁଗଣ ନିତ୍ୟ ଦିନ ଜୀବନରେ ଜଣାତରେ କିମ୍ବା ଅଜାଣତରେ ଆମ ଦ୍ୱାରା କିଛି ଏହି ପରି ଭୁଲ ହୋଇ ଯାଏ କି ଯାହାର ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ପ୍ରତ୍ୟେକ ବସ୍ତୁ କୁ ରଖିବା ର ସ୍ଥାନ ନିର୍ଧାରିତ ହୋଇଥାଏ । କିନ୍ତୁ ଆମକୁ ଏହାର କୌଣସି ଜ୍ଞାନ ନଥାଏ । ସେହି ପରି କିଛି ଜିନିଷ ଥାଏ ଯାହାକୁ ତାର ଉଠିତ ଏବଂ ବ୍ୟବସ୍ଥିତ ଦିଗ କିମ୍ବା ସ୍ଥାନରେ ନ ରଖିଲେ ଆମ ଜୀବନ ରେ ଏହାର ଖୁବ ଖରାପ ପ୍ରଭାବ ପଡ଼ିଥାଏ ।

ତେଣୁ ସର୍ଵଦା ଏହା ନିଶ୍ଚିତ କରିବା ଉଚିତ କି ବାସ୍ତୁ ଶାସ୍ତ୍ର ଅନୁସାରେ ସେହି ନିୟମ କୁ ମାନି ହିଁ ଆମେ ଘର ଭିତରେ ତଥା ଘର ବାହାରେ ଜିନିଷ ଗୁଡିକୁ ସଜାଇ ଏବଂ ଉଚିତ ଦିଗରେ ରଖିବା ଆବଶ୍ୟକ ଏହା ଦ୍ୱାରା ଆମ ଘରର ମଙ୍ଗଳ ହେବା ସହ ପରିବାର ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସ୍ନେହ ଶ୍ରଦ୍ଧା ରହିଥାଏ । ତେବେ ସେହି ପରି ଆପଣଙ୍କ ଠାକୁର ଘରେ ସବୁ ଠାକୁର ଙ୍କୁ ଆପଣ ବାସ୍ତୁ ଅନୁସାରେ ରଖୁଥିବେ ତେବେ ଆପଣ କିଛି ଏଭଳି ମୂର୍ତ୍ତି କୁ ଏକାଠି କିମ୍ବା ଫୋଟୋ କୁ ଏକାଠି କରି ରଖି ପୂଜା କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ଶାନ୍ତି ବୃଦ୍ଧି ହୁଏ ଏବଂ ଦରିଦ୍ରତା କମିଥାଏ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟରେ ।

୧- ପ୍ରଥମରେ ହେଉଛି ଆପଣ ଯଦି ନିଜ ଘରେ ଶ୍ରୀକୃଷ୍ଣ ଙ୍କ ର କୌଣସି ଫୋଟୋ ରଖୁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଶ୍ରୀକୃଷ୍ଣ ଙ୍କ ସହିତ ରାଧା ରାଣୀ ଙ୍କ ଫୋଟୋ କୁ ଅର୍ଥାତ ଯୁଗଳ ମୂର୍ତ୍ତି କିମ୍ବା ଫୋଟୋ କୁ ଘରେ ରଖିବା ନିହାତି ଆବଶ୍ୟକ ଏହା ଦ୍ୱାରା ଆପଣଙ୍କ ଘରେ ପ୍ରେମ ଏଵଂ ଏକତା ବଢ଼ିଥାଏ ଏବଂ ଘରେ ସୁଖ ଶାନ୍ତି ମଧ୍ୟ ରହିଥାଏ ।

୨- ଦ୍ଵିତୀୟ ରେ ହେଉଛନ୍ତି ଲକ୍ଷ୍ମୀ ନାରାୟଣ ଙ୍କ ମୂର୍ତ୍ତି କୁ ପୂଜା କରିବା ତେବେ କିଛି ଘରେ ଦ୍ୱନ୍ଦ ରେ ରୁହନ୍ତି କି ମାତା ଲକ୍ଷ୍ମୀ ଙ୍କ ସହ ନାରାୟଣ ଅର୍ଥାତ ବିଷ୍ଣୁ ଙ୍କୁ ପୂଜା କରିବା ଉଚିତ କିମ୍ବା ନାହିଁ ତେବେ ବିଷ୍ଣୁ ହେଉଛନ୍ତି ସୃଷ୍ଟି ର ପାଳନ କର୍ତା ତେଣୁ ଲକ୍ଷ୍ମୀ ନାରାୟଣ ଙ୍କ ଯୁଗଳ ଭାବରେ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୩- ତୃତୀୟ ରେ ହେଉଛନ୍ତି ଯେଉଁ ଘରେ ମାତା ଲକ୍ଷ୍ମୀ ଙ୍କ ର ମୂର୍ତ୍ତି ରହିଥାଏ ତେବେ ସେମାନେ ମାତା ଲକ୍ଷ୍ମୀ ଙ୍କ ବାମ ପଟରେ ଶ୍ରୀଗଣେଶ କିମ୍ବା କୁବେର ଙ୍କ ମୂର୍ତି ରଖି ପୂଜା କରିବା ନିହାତି ଆବଶ୍ୟକଏହା ଦ୍ୱାରା ଘରେ ଶାନ୍ତି ସୁଖ ଏବଂ ବୁଦ୍ଧି ମଧ୍ୟ ବଢି ଥାଏ ।

୪- ଚତୁର୍ଥ ରେ ହେଉଛି ନିଜ ଠାକୁର ଘରେ ସର୍ଵଦା ଛୋଟ ଶିବ ଲିଙ୍ଗ ରଖିବା ଉଚିତ ଏହା ଠାରୁ ବଡ଼ ଶିବ ଲିଙ୍ଗ ରଖିବା ଅନୁଚିତ ଅଟେ । ଏହା ଛଡା ନିଜ ଘରେ ଶିବ ଲିଙ୍ଗ ରଖିବା ହିଁ ଆବଶ୍ୟକ ନାହିଁ । ଯଦି ରଖନ୍ତି ତେବେ ଛୋଟ ଆଙ୍ଗୁଠି ଆକାର ର ଶିବ ଲିଙ୍ଗ ରଖିବା ହିଁ ଉଚିତ ଏବଂ ଗୋଟିଏ ରୁ ଅଧିକ ଶିବ ଲିଂଗ ରଖିବା ଉଚିତ ନୁହେଁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *