Kidney ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 5 ସଙ୍କେତ, ସମୟ ଥାଇ ହେଇଯାନ୍ତୁ ସାବଧାନ !

ନମସ୍କାର ବନ୍ଧୁଗଣ କିଡନୀ କିମ୍ବା ବୃକକ୍ ଆମ ଶରୀର ର ଏକ ଆବିଛେଦ ଅଙ୍ଗ ଏହା ଆମ ଶରୀର ପାଇଁ ବହୁତ ଆବଶ୍ୟକ ଅଟେ । କିଡ୍ନୀ କୁ ଆପଣ ଏକ ଫିଲଟର ବୋଲି କହି ପାରିବେ । ଆମେ ଦିନ ଯାକ ଖାଉଥିବା ଖାଦ୍ୟ ଏବଂ ପାନୀୟ ଆଦି ଯାହା ଶରୀର କୁ ଆବଶ୍ୟକ ତାହା ଗ୍ରହଣ କରିବା ପରେ । ଯେଉଁ ଜିନିଷ ସବୁ ଅଦରକାରୀ ଆମ ଶରୀର ପାଇଁ ସେହି ବସ୍ତୁ ଶରୀରର ବିଭିନ୍ନ ରାସ୍ତା ଦେଇ ବାହାରେ ।

ଝା-ଡା,ପ-ରି-ଶ୍ରା, ଏବଂ ଝାଳ ଦ୍ୱାରା ବାହାରି ଥାଏ । ତେବେ ଖାଦ୍ୟ ଖାଇବା ପରେ ଯେଉଁ ରକ୍ତ ହୁଏ ଏବଂ ରକ୍ତ ହେବା ପରେ ସେଥିରେ ଥିବା ଅଦରକାରୀ ବସ୍ତୁ ସବୁ କୁ ଏହି କିଡ୍ନୀ ଦ୍ୱାରା ବାହାର କରାଯାଇ ଥାଏ । କିଡ୍ନୀ ର ଦୁଇଟା ରାସ୍ତା ଅଛି ଗୋଟିଏ ପଟେ ପରିଷ୍କାର ରକ୍ତ ଗୁଡିକ ଯାଏ ଏବଂ ଅନ୍ୟ ପଟେ ଛଣା ହୋଇ ଅପରିଷ୍କାର ରକ୍ତ ବାହାରି ଆସେ । କିଡ୍ନୀ ର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତ କୁ ଛାଣିବା ।

ଆମ ଶରୀର ସୁସ୍ଥ ରହିବା ନିହାତି ଆବଶ୍ୟକ । ଶରୀର ସୁସ୍ଥ ରହିଲେ ହିଁ ଆମେ ସବୁ ପ୍ରକାରର କାର୍ଯ୍ୟ କରିବାରେ ସକ୍ଷମ ହୋଇ ପାରିବୁ । ତେଣୁ ଶରୀର ରେ ଥିବା ଅଦରକାରୀ ଵସ୍ତୁ ଏବଂ ଆବର୍ଜନା ସବୁ ବାହାରିବା ନିହାତି ଆବଶ୍ୟକ ଅଟେ । ସେସବୁ ବାହାରିଲେ ହିଁ ଆମ ଶରୀର ସୁସ୍ଥ ରହି ପାରିବ । ଯଦି ଅ-ପ-ରି-ଷ୍କା-ର ଜିନିଷ ସବୁ ରହିଲା ତେବେ ଆପଣ ଙ୍କୁ ଭୋକ ହେବ ନାହିଁ, ମୁହଁ ହାତ ଫୁଲି ଯିବ । କାମ କରିବାକୁ ଇଚ୍ଛା ହେବ ନାହିଁ । ଦୁର୍ବଳତା ଲାଗିବ ।

କିଡ୍ନୀ ରେ ମୁଖ୍ୟ କାମ ହେଉଛି ଶରୀରକୁ ବାଲାନ୍ସ କରିବା । ତେବେ କିଡ୍ନୀ ଭଲ କିମ୍ବା ସୁସ୍ଥ ରହିଲେ ହିଁ ଆମେ ଏବଂ ଆମ ଶରୀର ସୁସ୍ଥ ରହିବ । ତେବେ କିଡନୀ ଖରାପ ହେବା ପରେ କିମ୍ବା ପୂର୍ବରୁ କିଛି ସଙ୍କେତ ମିଳିଥାଏ ତେବେ ସେହି ସଙ୍କେତ କୁ ଜାଣି ଏବଂ ବୁଝିବା ନିହାତି ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସେହି ସଙ୍କେତ ଗୁଡିକ ସବୁ କଣ କଣ ।

୧- ପ୍ରଥମ ରେ ହେଉଛି ଏନିମିଆ ଅର୍ଥାତ ରକ୍ତ ର ଅଭାବ । ଏମିନିଆ ହେଲେ ବ୍ୟକ୍ତି କୁ ଦୁର୍ବଳ କରିଦେଇଥାଏ ଏବଂ ଶରୀର କୁ ହଳଦିଆ କରିଦେଇଥାଏ ତେବେ ଏହା କିଡନୀ ଖରାପ ହେବାର ସଙ୍କେତ ଦେଇଥାଏ ।

୨- ଦ୍ଵିତୀୟ ସଙ୍କେତ ହେଉଛି ୟୁରିନ ର ମାତ୍ରା କମିବା କିମ୍ବା ସମୟରେ ପରିବର୍ତ୍ତନ ହେବା ତେବେ ଏହା କିଡନୀ ଖରାପ ହେବାର ପ୍ରଥମ ପର୍ଯ୍ୟାୟ ର ସଙ୍କେତ ।

୩- ତୃତୀୟ ସଙ୍କେତ ହେଉଛି ନିଶ୍ୱାସ ନେବାରେ ଅସୁବିଧା ହେବା । କିଡନୀ ଖରାପ ହେବା ଦ୍ୱାରା ଶରୀର ରେ ପାଣି ବଢ଼ିଯାଏ ଏବଂ ଏହି ପାଣି ଫୁସଫୁସ ରେ ପଶିଯାଇ ଥାଏ ଯାହା ଦ୍ୱାରା ଆମକୁ ନିଶ୍ୱାସ ନେବାରେ ଅସୁବିଧା ହୁଏ କିମ୍ବା ଶ୍ୱାସ ଫୁଲିବାରେ ଲାଗେ ।

୪- ଚତୁର୍ଥ ରେ ହେଉଛି ଯେତେବେଳେ କିଡନୀ ଠିକ ଭାବରେ କାମ କରିବା ବନ୍ଦ କରିଦେଇଥାଏ ସେତେବେଳେ ପେଟ ର କୌଣସି ବି ଅଂଶ ରେ ବିନ୍ଧିବା ଆରମ୍ଭ ହୋଇ ଥାଏ । ଏହି ବିନ୍ଧା ଅଣ୍ଟା ରେ ମଧ୍ୟ ହୋଇଥାଏ ତେବେ ଏହା ମଧ୍ୟ କିଡନୀ ଖରାପ ର ସଙ୍କେତ ।

୫- ପଞ୍ଚମ ରେ ହେଉଛି ଭୋକ ନ ଲାଗିବା । ଯେତେବେଳେ ଆମ କିଡନୀ ଖରାପ ହୋଇଯାଏ କିମ୍ବା ଠିକ ଭାବରେ କାମ କରେ ନାହିଁ ସେତେବେଳେ ବାନ୍ତି ଲାଗିବା, ଇଛା ନ ହେବା ଏବଂ ଭୋକ ନ ଲାଗିବା ଭଳି ହୋଇଥାଏ ତେବେ ଏହା କିଡନୀ ର ଖରାପ ହେବାର ସଙ୍କେତ ଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *