କ’ଣ ଆପଣ ବି ଖାଆନ୍ତି ଚିକେନ ଲେଗପିସ ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଯଦି ଆପଣ ବି କୁକୁଡା ଖାଇବା ସହ କୁକୁଡା ର ହାଡ , ଗୋଡ ଓ ପଞ୍ଝା ଆଦି ଖାଉଥାନ୍ତି, ତେବେ ଆପଣ ଜାଣି ହଇରାଣ ହେଇଯିବେ, କଣ ହୁଏ ଖାଇଲେ ? ଲାଗି ଯାଇ ପରେ ଆପଣଙ୍କୁ ବଡ ଜୋରର ଝଟକା ଏପରି ଭୟଙ୍କର ସତ୍ୟ ଜାଣି। ବନ୍ଧୁଗଣ ଏହା ସ୍ଵାଭାବିକ ଯେ ଲୋକମାନେ କୁକୁଡା ମାଂସ ଖାଆନ୍ତି, ଛେଳି ମାଂସ ଖାଆନ୍ତି, ମାଛ ମଧ୍ୟ ଖାଇଥାଆନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେ କି କୁକୁଡା ସହ କୁକୁଡା ର ପଞ୍ଝା ମଧ୍ୟ ଖାଇବାକୁ ପସନ୍ଦ କରନ୍ତି । 

ସଂଗ୍ରହିତ ସୂଚନାନୁସାରେ ୮୦% ଲୋକ କୁକୁଡା ମାଂସ ଖାଉଥିବା ସମୟରେ କୁକୁଡା ର ପଞ୍ଝା ୧୫% ଅଧିକ ଲୋକ ଖାଉଥିବାର ଦେଖାଯାଏ । କୁକୁଡା ର ପଞ୍ଝା ଖାଇବାରେ ଭାରତ ଓ ଚୀନ କୁ ସବୁଠୁ ଆଗରେ ଦେଖାଯାଏ । କିନ୍ତୁ କଣ ଆପଣ ଜାଣନ୍ତି କୁକୁଡା ପଞ୍ଝା ଖାଇଲେ କଣ ହୁଏ? ବନ୍ଧୁଗଣ ଏହା ସତ ଯେ କୁକୁଡା ପଞ୍ଝା ଅତି ସହଜରେ ଏବ॰ ଅତି ସୁଲଭ ମୂଲ୍ୟରେ ମିଳିଯାଇଥାଏ । ସଂଗ୍ରହିତ ସୂଚନା ଦ୍ଵାରା ଜଣାପଡିଛି, କୁକୁଡା ର ପଞ୍ଝା ରେ କ୍ୟାଲସିୟମର ମାତ୍ରା ପ୍ରଚୁର ପରିମାଣ ରେ ରହିଛି।

ଏବ॰ ଏହି କାରଣ ରୁ ଅନେକ ଲୋକେ କୁକୁଡା ପଞ୍ଝା ଖାଇବାକୁ ପସନ୍ଦ କରନ୍ତି । ମିଳିଥିବା ତଥ୍ୟାନୁସାରେ ମନୁଷ୍ୟ ଠାରୁ ଆରମ୍ଭ କରି ସବୁ ପ୍ରାଣୀ ମାନଙ୍କର ଗୋଡ ରେ କ୍ୟାଲସିୟମ ର ମାତ୍ରା ଅତ୍ୟଧିକ ଥାଏ। ଏବ॰ ଏହି କାରଣରୁ ମଧ୍ୟ ଲୋକମାନେ କୁକୁଡା ର ପଞ୍ଝା ଖାଇବାକୁ ପସନ୍ଦ କରନ୍ତି ।

 

କିନ୍ତୁ ଯେଉଁମାନେ ଅଧିକତର କୁକୁଡା ର ପଞ୍ଝା ଖାଇଥାନ୍ତି ତାଙ୍କର ଶରୀର ଖୁବ କମ ଖରାପ ହୋଇଥାଏ । ଏବ॰ ତାଙ୍କର ହାଡ ମଜବୁତ ହେବ ସଙ୍ଗେସଙ୍ଗେ ତାଙ୍କ ଶରୀରର ଚର୍ମ ମଧ୍ୟ ଶୀଘ୍ର ସଙ୍କୁଚିତ ହୋଇନଥାଏ। କୁକୁଡା ର ପଞ୍ଝା ଖାଇବା କାରଣରୁ ଶରୀରରେ ରକ୍ତର ତାପ ଅଧିକ ଥାଏ। ଯଦି ଆପଣ ଶିତ ଋତୁରେ ଏହା ଖାଇଥାଆନ୍ତି, ତେବେ ଆପଣଙ୍କ ଶରୀର କୁ ଶିତର ପ୍ରଭାବ ମଧ୍ୟ ଅଧିକ ଜଣାପଡିନଥାଏ।

ଯଦି ଆପଣ ଗୋଡ, ହାତ, ଶାରୀରିକ ପୀଡା ସହ ଗଣ୍ଠି ଯନ୍ତ୍ରଣା ତଥା ଶରୀରରେ ଦୁର୍ବଳତା ଅନୁଭବ ଆଦି ରୋଗ ର ଶିକାର ହୋଇଛନ୍ତି, ତେବେ ଆପଣ ମଧ୍ୟ ଶୀଘ୍ର କୁକୁଡା ପଞ୍ଝା ଖାଇବା ଆରମ୍ଭ କରିଦିଅନ୍ତୁ; କାରଣ କୁକୁଡା ପଞ୍ଝାରେ ପ୍ରଚୁର ମାତ୍ରରେ କ୍ୟାଲସିୟମ ରହିଛି । ଯାହାଫଳରେ ଆପଣ ବିଭିନ୍ନ ରୋଗରୁ ମୁକ୍ତ ହୋଇପାରିବେ। ବନ୍ଧୁଗଣ ଜୀବନରେ ସଫଳତା ପରିଶ୍ରମ ରୁ ହିଁ ଆସିଥାଏ । ଏବ॰ ପରିଶ୍ରମ ପାଇଁ କ୍ୟାଲସିୟମ ନିତ୍ୟାନ୍ତ ଆବଶ୍ୟକ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *