ଯଦି ଶ୍ରାବଣ ମାସରେ ମିଳେ ଏହି 10 ସଙ୍କେତ, ତ ହୋଇଥାଏ ଧନପ୍ରାପ୍ତି, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ?

 ନମସ୍କାର ବନ୍ଧୁଗଣ, ହିନ୍ଦୁ ଧର୍ମାନୁସାରେ ଶ୍ରାବଣ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ମାନେ କରାଯାଇଥାଏ । କାରଣ ଶ୍ରାବଣ ମାସ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ ଏବ॰ ଏହି ମାସରେ ଭଗବାନ ଶିବ ଧରା ପୃଷ୍ଠଙ୍କୁ ଆସିଥାନ୍ତି । ଏବ॰ ଭକ୍ତ ଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିଥା’ନ୍ତି । ସେଥିପାଇଁ ଏହି ମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିବା ଉଚିତ୍ । ଶିବପୁରାଣ ଅନୁସାରେ ଯଦି କେହି ବ୍ୟକ୍ତି ଶ୍ରାବଣ ମାସରେ ଶିବ ଳିଙ୍ଗ ଉପରେ ୧ଲକ୍ଷ ବେଲପତ୍ର ଚଢାଇଥାଏ, 

ତେବେ ସେହି ବ୍ୟକ୍ତି ମହାଦେବ ଙ୍କର ବିଶେଷଭକ୍ତ ହୋଇ ଯାଇଥାଏ । ଏହାଛଡା ଯଦି କେହି ବ୍ୟକ୍ତି ଏହି ମାସରେ ଶିବଲିଙ୍ଗ ଉପରେ କ୍ଷୀର ଚଢାଏ , ତେବେ ସେହି ବ୍ୟକ୍ତିର ସମସ୍ତ ପାପ ନଷ୍ଟ ହୋଇଯାଏ । ଯେଉଁ ବ୍ୟକ୍ତି ଏହି ମାସରେ ପାଣି ଚଡାଏ, ସେ ମନୁଷ୍ୟ ର ଜୀବନ ଧନ, ସମ୍ପତ୍ତି ରେ ଭରି ଯାଇଥାଏ ।

ଥରେ ମା ପାର୍ବତୀ ଙ୍କ ପଚାରିବାରୁ ଭଗବାନ କିଛି ସଂକେତ ବିଷୟରେ କହିଥିଲେ ଯାହାଦ୍ୱାରା ଜଣା ପଡିଥାଏ କେଉଁ ମାନଙ୍କୁ ଭଗବାନ ଶିବଙ୍କର ବିଶେଷ କୃପା ପ୍ରାପ୍ତ ହୋଇଛି । ଶ୍ରାବଣ ମାସରେ ଯଦି ସ୍ଵପ୍ନରେ ଶିବ ଲିଙ୍ଗ କିମ୍ବା ଶିବ ଲିଙ୍ଗରେ ପାଣି ଚଡାଉଥିବା ର ଦେଖନ୍ତି, ତେବେ ଏହାର ଅର୍ଥ ସେହି ବ୍ୟକ୍ତିଙ୍କୁ ମହାଦେବଙ୍କର ବିଶେଷ କୃପା ପ୍ରାପ୍ତ ହୋଇଛି ।

ଦ୍ଵିତୀୟ ସଂକେତ ଶ୍ରାବଣ ମାସରେ ଶିବ ମନ୍ଦିର ଯିବା ସମୟରେ ଯଦି ରାସ୍ତା ରେ ଧଳା ବୃଷଭ କୁ ଦେଖିଲେ, ଏହାର ଅର୍ଥ ଶୀଘ୍ର ଆପଣଙ୍କୁ ଏକ ଶୁଭ ଖବର ପ୍ରାପ୍ତ ହେବ । ୩ୟ ସଂକେତ ଯଦି ନାଗ ଦେବତାଙ୍କର ଦର୍ଶନ କଲେ, ତେବେ ନିଶ୍ଚୟ ଧନ ପ୍ରାପ୍ତିର ସୁଯୋଗ ରହିଛି । ୪ର୍ଥ ସଂକେତ ଯଦି ସ୍ଵପ୍ନରେ ପାହାଡ ଚଢୁଥିବା ର ଦେଖୁଛନ୍ତି, ଏହାର ଅର୍ଥ ନିଶ୍ଚୟ ଆପଣ ଜୀବନରେ ସଫଳତାର ଶିଖର ଛୁଇଁବେ । ୫ମ ସଂକେତ ଯଦି ସ୍ଵପ୍ନରେ କୌଣସି ଶିବ ମନ୍ଦିରର ଦର୍ଶନ କରୁଛନ୍ତି, ତେବେ ଏହାର ଅର୍ଥ ଭଗବାନ ଶିବ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ।

୬ଷ୍ଠ ସଂକେତ ସ୍ଵପ୍ନରେ ତ୍ରିଶୂଳ କିମ୍ବା ଡମ୍ବରୁ ର ଦର୍ଶନ, ଏହାର ଅର୍ଥ ତ୍ରିଶୂଳ ର ଦେଖିବା ମାନେ ଜୀବନରେ ଦୁଃଖ ର ନାଶ ଏବ॰ ଡମ୍ବରୁ ର ଅର୍ଥ ଜୀବନରେ ଖୁସି ର ଆଗମନ । ୭ମ ସଂକେତ ଯଦି କେହି ସ୍ଵପ୍ନରେ କୌଣସି ନଦୀ କିମ୍ବା ନଦୀରେ ସ୍ନାନ୍ନ କରୁଥିବାର ଦେଖୁଛନ୍ତି, ଏହାର ଅର୍ଥ ଜୀବନର ସମସ୍ତ ପାପ ର କ୍ଷୟ ହୋଇଗଲା । ଅଷ୍ଟମ ସଂକେତ ଏହି ମାସ ରେ ଘରୁ ବାହାରିବା ସମୟରେ କଳସ ପୂର୍ଣ୍ଣ କ୍ଷୀର ଦେଖନ୍ତି, ଏହାର ଅର୍ଥ ଆପଣଙ୍କୁ ଜୀବନରେ ଖୁବ ଶୀଘ୍ର ଧନପ୍ରାପ୍ତ ହେବାର ଅଛି ।

ଯଦି ଏହି ମାସରେ ଆପଣଙ୍କୁ କୌଣସି ଅଘୋରୀ ଙ୍କର ଦର୍ଶନ ମିଳେ ତେବେ ତାହାର ଅର୍ଥ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ବନ୍ଧୁଗଣ ଯଦି ଆପଣ ଶ୍ରାବଣ ମାସରେ ଘର ବାହାରେ କଳା କୁକୁର ଦେଖନ୍ତି ତେବେ ତାକୁ ନିଶ୍ଚୟ ରୁଟ ଖାଇବାକୁ ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଉପରୋକ୍ତ ମଧ୍ୟରୁ କୌଣସି ସଂକେତ ମିଳିଛି କିମ୍ବା ମିଳେ ତେବେ ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *