Jyotish Shastra- ଦୀର୍ଘ 151 ବର୍ଷ ପରେ ମହାଦେବଙ୍କ କୃପା ବର୍ଷା, ଆଜି ଠାରୁ ଏହି ରାଶି 6 ଟି ରାଶିରେ ରହିଛି ମହାଧନ ଯୋଗ

ବନ୍ଧୁଗଣ କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତି ଠାରୁ ଏହି ରାଶି ମାନଙ୍କର ସବୁ କଷ୍ଟ ଦୂର କରିବେ ମହାଦେବ । ହଁ ଦର୍ଶକ ବନ୍ଧୁ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମହାଦେବ ସୃଷ୍ଟିର ଅଧିପତି ବୋଲି ଆମେ ମାନିଥାଉ । ମହାଦେବ ସୃଷ୍ଟିର ପାଳନ ହାର ବୋଲି କୁହା ଯାଇଥାଏ । ମହାଦେବ କାହା ଉପରେ ପ୍ରସନ୍ନ ହେଲେ ବ୍ୟକ୍ତି ଉପରେ ନିଜର ଅପାର କୃପା ବର୍ଷାଇଥାନ୍ତି । ଭଗବାନ ଭୋଳାନାଥ ସ୍ବଭାବରେ ଭୋଳା ଅଟନ୍ତି ।

ପ୍ରଭୁ ଶିବ ଏବେ କିଛି ରାଶି ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି । ଯାହା କାରଣରୁ ଏହି ରାଶିର ଜୀବନରେ ଅନେକ ଖୁସି ଆସିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରାଶିର ମାନେ ମାଲାମାଲ ହେବାକୁ ଯାଉଛନ୍ତି । ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଖର ଦିନ ଏବେ ଶେଷ ହେବ ଓ ଭଲ ଦିନ ବହୁତ ଜଲ୍ଦି ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଟଙ୍କା ପଇସା ଅଭାବ ଆଉ ରହିବ ନାହି । ମହାଦେବଙ୍କ କୃପାରୁ ଆପଣଙ୍କର ସବୁ ବିଗିଡି ଯାଇଥିବା କାର୍ଯ୍ୟ ଏବେ ପୂରଣ ହେବାରେ ଲାଗିବ ବା ଚାଲୁ ହେବାରେ ଲାଗିବ ।

ଏବେ ଆପଣଙ୍କର ଆସୁଥିବା ସମୟରେ ସବୁ ଅସୁବିଧା ଏବେ ଦୂର ହୋଇଯିବ । ଆପଣଙ୍କୁ ଆପଣଙ୍କର ପ୍ରତେକ କାର୍ଯ୍ୟ ରେ ଏବେ ସଫଳତା ମିଳିବ । ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରରେ ରହିବ । ସମାଜରେ ଆପଣଙ୍କୁ ଲୋକ ମାନେ ମାନ ସମାନ ଦେବେ । ବ୍ୟାପାର ବାଣିଜ୍ୟ ଦୁଇ ଗୁଣା ଜୋର ରେ ଆଗକୁ ଆଗକୁ ବଢି ଚାଲିବ ।

ଯେଉଁ ମାନେ ବେରୋଜଗାର ରହିଛନ୍ତି ସେମାନଙ୍କୁ ଏବେ ଭଲ ଚାକିରି ମିଳିବ । ଭୋଳାନାଥ ଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବଡ ସଫଳତା ମିଳିବାକୁ ଯାଉଛି । ଭୋଳାନାଥଙ୍କ କୃପାରୁ ମନରେ ବିଶ୍ଵାସ ଓ ଉଶ୍ଚାହ ବଢିଯିବ । ସମ୍ପର୍କ ମଧୂର ରହିବ । ଆପଣଙ୍କୁ ସମାଜ ପାଇଁ ଶୁଭ କାର୍ଯ୍ୟ କରିବାର ଅବସର ମିଳିବାକୁ ଯାଉଛି ।

ଦାଂପତ୍ଯ ଜୀବନ ଆପଣଙ୍କର ବେସ ମଧୁର ରହିବ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ତାଳମେଳ ଠିକ ରହିବ । ଆପଣ ଯାହା ଚାହିଁବେ ଏହି ସମୟରେ କରି ପାରିବେ । ବିଦ୍ୟାର୍ଥୀ ପ୍ରତିଯୋଗୀ ପରୀକ୍ଷା ରେ ସଫଳ ହେବେ । ଆପଣ ବିଦେଶ ଭ୍ରମଣ କରିବା ପାଇଁ ପ୍ଳାନ କରିଥିଲେ ତାହା ପୁରଣ ହେବ । ବନ୍ଧୁ ମାନଙ୍କ ସହଯୋଗରେ ଆପଣ ବଡ ସଫଳତା ଲାଭ କରିବେ ।

ନୂଆ ସମ୍ପର୍କ ସ୍ଥାପନ କରିବେ । ଯାହା ବି ସମସ୍ଯା ରହିଥିଲା ଜୀବନରେ ତାହା ଦୂର ହେବ । ଆପଣଙ୍କର ସମୟ ବେସ ସାନଦାର ରହିବାର ଅଛି । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ହେବ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ବୃଷ ରାଶି ଓ ତୁଳା ରାଶି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *