Ajira Upadesha- ମଣିଷ ପାଖରେ ପଇସା କାହିଁକି ରୁହେନି, କେଉଁ ସବୁ ଦୁର୍ଗୁଣ ଥିଲେ ଯେତେ ରୋଜଗାର କଲେ ବି ପାଖରୁ ପଇସା ପଳେଇଯାଏ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତିର ଟଙ୍କାର ନିତାନ୍ତ ଆବଶ୍ୟକତା ରହିଥାଏ । ସେହି କାରଣରୁ ସେ ରୋଜଗାର ମାଧ୍ୟମରେ ଟଙ୍କା ଉପାର୍ଜନ କରିଥାଏ । ତେବେ ବହୁତ ଲୋକ ଦିନମାନ ଖଟି ଖଟି ଟଙ୍କା କମାଇଥାନ୍ତି । ହେଲେ ଟଙ୍କା ଘରକୁ ଆସୁ ଆସୁ ଟଙ୍କା କୌଣସି ନା କୌଣସି ବାଟରେ ଖର୍ଚ ହୋଇଯାଇଥାଏ । ତେବେ ଯଦି ବ୍ୟକ୍ତି ଏପରି କିଛି ଖରାପ ଅଭ୍ଯାସ ଠାରୁ ନିଜକୁ ଦୂରେଇ ରଖିଥାଏ ।

ତେବେ ମ’ ଲକ୍ଷ୍ମୀ ସଦା ସର୍ବଦା ସେହି ବ୍ୟକ୍ତି ଉପରେ ସନ୍ତୁଷ୍ଟି ରଖିଥାନ୍ତି । ଏହା ସହିତ ସେହି ବ୍ୟକ୍ତିର ଧନ ଜନିତ କୌଣସି ପ୍ରକାର ଅଭାବ ଓ ଅସୁବିଧା ହୋଇନଥାଏ । ଗୁରୁବାର ଦିନ ପ୍ରତ୍ଯେକଟି ବ୍ୟକ୍ତି ଏହି ସବୁ କାର୍ଯ୍ୟରୁ ବଞ୍ଚିତ ରହିବା ଦରକାର । ଯେପରି ଗୁରୁବାର ଦିନ ଧାନ, ଖଇ ଓ ଚୂଡା ଆଦି ଭାଯିବେ ନାହିଁ । ଏପରି କରିବା ଦ୍ଵାରା ବ୍ୟକ୍ତି ଲକ୍ଷ୍ମୀଛଡା ହୋଇଯାଇଥାଏ ।

ଯେଉଁ ବ୍ୟକ୍ତି ଗୁରୁବାରର ବିଶେଷତ୍ଵକୁ ନବୁଝି ଆମିଷ ଖାଦ୍ୟ ପଦାର୍ଥ ଭୋଜନ କରିଥାଏ । ସେଭଳି ବ୍ୟକ୍ତି ମାନଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଦ୍ଧ କରିଥାନ୍ତି । ଗୁରୁବାର ଦିନ ଭୁଲରେ ତୁଳା ଭିଣା, ସିଲେଇ ଆଦି କାର୍ଯ୍ୟ କରିବା ଅନୁଚିତ । ଏପରି ବ୍ୟକ୍ତି ମାନଙ୍କ ଠାରୁ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ଖଟର ଛାଇ ତଳେ କେବେଇ ଶୋଇବା ଉଚିତ ନୁହେଁ ।

ଗୁରୁବାର କିମ୍ବା କୌଣସି ବାରରେ ମଧ୍ୟ ଖଟ ରହିଥିବା ସ୍ଥାନରେ ଖଟର ଛାଇ ତଳେ ଶୋଇବା ଜମାରୁ ମଧ୍ୟ ଉଚିତ ନୁହେଁ । ଖାଇବା ସମୟରେ ହାତରୁ ଅର୍ଣ୍ଣ ଖସି ଭୂମୀରେ ପଡିବା ଅନୁଚିତ । ଏପରି କରିବା ଦ୍ଵାରା ଭୂମୀ ମା’ କ୍ରୋଧିତ ହୋଇଥାନ୍ତି । ଏପରି ବ୍ୟକ୍ତିକୁ ଧନଧାନ୍ୟର ବହୁତ ଅସୁବିଧା ଦେଖାଯାଇଥାଏ ।  ଯେଉଁ ବ୍ୟକ୍ତି ମୁହଁ ନଧୋଇ ଭୋଜନ କରିବାକୁ ଆସି ବସିଥାଏ ।

ଯେଉଁ ବ୍ୟକ୍ତି ଆସନ ନପକାଇ ଭୋଜନ କରିଥାଏ । ସେହି ବ୍ୟକ୍ତିର ଧନହାନୀ ହୋଇଥାଏ । ଅନ୍ଧାରମୟ ସ୍ଥାନରେ ବସି କେବେବି ଭୋଜନ କରିବା ଉଚିତ ନୁହେଁ । ନଖ ମୁନରେ ଭୂମୀ ଖୋଳୁଥିବା ବ୍ୟକ୍ତି ମାନେ ସଦା ସର୍ବଦା ଲକ୍ଷ୍ମୀ ଛଡା ହୋଇଥାନ୍ତି । ପିନ୍ଧା ବସ୍ତ୍ରରେ ବିଞ୍ଚି ହେଉଥିବା ଲୋକଙ୍କ ଉପରେ ମା ଲକ୍ଷ୍ମୀ  କେବେବି ସନ୍ତୁଷ୍ଟ ନଥାନ୍ତି ।

ଏପରି ଗୁଣ ଥିବା ବ୍ୟକ୍ତିଙ୍କ ଉପରେ ମା ‘ ଲକ୍ଷ୍ମୀ କେବେବି ପ୍ରସନ୍ନ ହୋଇନଥାନ୍ତି । କୌଣସି ଏକ ସଭା ଚାଲୁଥିବା ସମୟରେ ସେଠାରେ ସର୍ବଦା ସତ୍ୟ ବଚନ ବୋଲିବା ଉଚିତ । କାରଣ ସଭାରେ ବସି ମିଥ୍ୟା ବଚନ ବୋଲିବା ଆଦ୍ୱା ଅନୁଚିତ ହୋଇଥାଏ । ସ୍ନାନ ପରେ କେବେବି ଦେହରେ ତୈଳ ମର୍ଦ୍ଧନ କରିବା ଉଚିତ ନୁହେଁ ।

ତେବେ ଯଦି ଏହି ସବୁ ନୀତି ନିୟମ ଅନୁଯାଇ କାର୍ଯ୍ୟ କରିନଥାଏ । ସେହି ବ୍ୟକ୍ତି ପାଖରେ ଟଙ୍କାର ଘୋର ଅଭାବ ଅନାଟନ ଦେଖାଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *