Health Tips- ଏହାକୁ ମାତ୍ର 4 ଦିନ ପିଅନ୍ତୁ, ହାଡରେ କଷ୍ଟ, ଅନିଦ୍ରା, ୯୦ ବର୍ଷ ପର୍ଯ୍ୟନ୍ତ Calcium ର ଅଭାବ ହେବ ନାହିଁ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ନିଜର ନିତ୍ୟ ଜୀବନ ରେ କାମ କରିବା ପରେ ବହୁତ ଥକି ଯାଇଥାଉ ଏବଂ ଆମ ଶରୀରରେ କୌଣସି କାର୍ଯ୍ୟ କରିବା ନିମନ୍ତେ ଇଚ୍ଛା ଓ ଶକ୍ତି ରହି ନଥାଏ । ଏହାର ମୁଖ୍ୟ କାରଣ ହେଉଛି ଶରୀର ରେ କ୍ୟାଲସିୟମ ର ଅଭାବ । ଆଜିକାଲି କେବଳ ବୃଦ୍ଧ ବ୍ୟକ୍ତି ଙ୍କୁ ହିଁ ନୁହେଁ ଛୋଟ ପିଲା ମାନଙ୍କ ମଧ୍ୟରେ ବି କ୍ୟାଲସିୟମ ର ଅଭାବ ଦେଖିବାକୁ ମିଳୁଛି । ଏହା ସାଧାରଣ କଥା ନୁହେଁ ।

ଯଦି ଆପଣ ଏଥିପ୍ରତି ସତର୍କ ରହିବେ ନାହିଁ ତେବେ ଭବିଷ୍ୟତ ରେ ଆପଣଙ୍କୁ ଅନେକ ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡ଼ିବ । ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ଶରୀର ରେ କ୍ୟାଲସିୟମ ଅଭାବ ରହିବ ନାହିଁ ଏବଂ ଏହାସହିତ ଆଣ୍ଠୁ ଗଣ୍ଠି ବିନ୍ଧା ଓ ଥକାପଣ ମଧ୍ୟ ଦୂର ହେବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ, ଆପଣଙ୍କୁ ଯେଉଁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଶୁଖିଲା ନଡ଼ିଆ । ଶୁଖିଲା ନଡ଼ିଆ ରେ ଆଇରନ ପ୍ରଚୁର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀର ରେ ରକ୍ତ ଓ କ୍ୟାଲସିୟମ ର ଅଭାବ ଦୂର ହୋଇଥାଏ । ଏହାପରେ ଆପଣଙ୍କୁ ଯେଉଁ ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ଧଳା ରାଶି ।

ଏଥିରେ କ୍ୟାଲସିୟମ ସହିତ ମ୍ୟାଗ୍ନେସିୟମ, କପର, ଜିଙ୍କ ଓ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଏହା ଆମ ଶରୀର ର ହାଡ଼ କୁ ମଜବୁତ କରିଥାଏ । ଏହାପରେ ଆପଣଙ୍କୁ ଯେଉଁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ମିଶ୍ରି । ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସାହାଯ୍ୟ କରିଥାଏ । ଏହାପରେ ଆପଣଙ୍କୁ ଯେଉଁ ମୁଖ୍ୟ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି, ପାନ ମଧୁରୀ ।

ଏଥିରେ ଥିବା ପୋଷକ ତତ୍ତ୍ୱ ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ । ଆପଣ ସର୍ବ ପ୍ରଥମେ ଶୁଖିଲା ନଡ଼ିଆ ଓ ଧଳା ରାଶି କୁ ଭଲ ଭାବରେ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ଏହାପରେ ଆପଣ ଗ୍ୟାସ ଅନ୍ କରି ଏକ ପାତ୍ର ରେ କ୍ଷୀର ବସାଇ କ୍ଷୀର କୁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହାପରେ ସେଥିରେ ଅଳ୍ପ ପାନ ମଧୁରୀ ପକାନ୍ତୁ । କ୍ଷୀର କୁ ଭଲ ଭାବରେ ଫୁଟାଇବା ପରେ ସେଥିରେ ଧଳା ରାଶି ଓ ଶୁଖିଲା ନଡ଼ିଆ ର ଗୁଣ୍ଡ କୁ ଦୁଇ ଚାମଚ ପକାନ୍ତୁ ।

ଏହାପରେ ସେଥିରେ ସ୍ୱାଦ ଅନୁଯାୟୀ ମିଶ୍ରି ଖଣ୍ଡ ପକାନ୍ତୁ । ଏହି ମିଶ୍ରଣ କୁ ଭଲ ଭାବରେ ଫୁଟାଇବା ପରେ ଗ୍ୟାସ ଅଫ କରି ଦିଅନ୍ତୁ ଏବଂ ଏକ ଗ୍ଲାସ ରେ ଏହାକୁ ରଖନ୍ତୁ । ବର୍ତ୍ତମାନ ଆପଣଙ୍କ ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ରେ କେବେବି କ୍ୟାଲସିୟମ ର ଅଭାବ ହୋଇ ନଥାଏ ଏବଂ ଆପଣଙ୍କ ଶରୀରର ହାଡ଼ ମଜବୁତ ରହିଥାଏ ।

ବିଶେଷ କରି ଛୋଟ ପିଲା ଙ୍କ ପାଇଁ ଏହି ଉପଚାର ଅଧିକ ଲାଭଦାୟୀ ସାବ୍ୟସ୍ତ ହୋଇଥାଏ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରନ୍ତୁ ଏବଂ ଏହାର ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଅନେକ ଚମତ୍କାରୀ ଲାଭ ପ୍ରାପ୍ତ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *