ବ୍ୟକ୍ତିର ଏହି 5 ଟି ଅଭ୍ଯାସ ଅଛି ତ 100% ପିତୃ ଦୋଷ ଅଛି ! ତୁରନ୍ତ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗରୁଡ ପୁରାଣରେ ଅନେକ କିଛି ରୋଚକପୂର୍ଣ୍ଣ ତଥ୍ୟ ଉପରେ ସବିଶେଷ ଟିପ୍ପଣୀ ଲିପିବଦ୍ଧ ହୋଇରହିଛି । ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ପୂର୍ବପୁରୁଷଙ୍କର ଆଶ୍ରୀବାଦ ରହିଥାଏ । ସେହି ବ୍ୟକ୍ତି ଜୀବନରେ ସଫଳ ବ୍ୟକ୍ତିତ୍ବଟିଏ ହୋଇଥାଏ । ତେବେ କୌଣସି ବ୍ୟକ୍ତି ଉପରେ ଯଦି ପିତୃ ଦୋଷ ଲାଗି ରହୁଥାଏ । ତେବେ ସେମାନେ ବହୁତ ପ୍ରକାର ସମସ୍ଯାର ସାମ୍ନା କରିଥାନ୍ତି ।

ସବୁ ଜାଗାରେ ତାଙ୍କର ସବୁ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଯାଇଥାଏ ।  ତେବେ ବ୍ୟକ୍ତି ପାଖରେ କିଛି ଏପରି ଲକ୍ଷଣ ଦେଖାଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଉପରେ ପିତୃ ଦୋଷ ଲାଗିଛି ବୋଲି ଜଣା ପଡିଯାଇଥାଏ । ତେବେ ବ୍ୟକ୍ତି ଉପରେ ପିତୃଦୋଷ ଲାଗିବା କାରଣରୁ ବ୍ୟକ୍ତିର ଏହିପରି କିଛି ଅଭ୍ଯାସମାନ ରହିଥାଏ । ପ୍ରଥମେ ହେଉଛି ଯଦି କୌଣସି ବ୍ୟକ୍ତି ବାରମ୍ବାର ନିଜର ନଖକୁ କାମୁଡି ଖାଇଥାଏ ।

ତେବେ ସେହି ବ୍ୟକ୍ତି ଉପରେ ପିତୃଦୋଷ ଲାଗିଥାଏ ବୋଲି କୁହାଯାଇଥାଏ । କାରଣ ଏପରି ବାରମ୍ବାର ନଖ କାମୁଡିବା ଦ୍ଵାରା ପିତୃ ଦୋଷ ଅଧିକରୁ ଅଧିକ ବଢି ଯାଇଥାଏ । ଦିତୀୟରେ ବ୍ୟକ୍ତି ଉପରେ ଯଦି ପିତୃ ଦୋଷ ରହିଥାଏ । ତେବେ ସେହି ବ୍ୟକ୍ତି ଦିନମାନ କିଛି କରୁ କିମ୍ବା ନକରୁଥାଉ । ବାରମ୍ବାର ନିଜ ଦାଢି, କିମ୍ବା ମୁଣ୍ଡକୁ କୁଣ୍ଡାଉଥିବ । ତେବେ ଏପରି କ୍ଷେତ୍ରରେ ମଧ୍ୟ ପିତୃ ଦୋଷର ପ୍ରଭାବ ବ୍ୟକ୍ତି ଉପରେ ପଡିଥାଏ ବୋଲି କୁହାଯାଇଥାଏ ।

ତୃତୀୟରେ ଯଦି କୌଣସି ବ୍ୟକ୍ତି ବାରମ୍ବାର ଦିନସାରା ନିଜର ଉପ୍ତ ଅଙ୍ଗକୁ କୁଣ୍ଡାଇ ଥାଏ । ତେବେ ଏହା ମଧ୍ୟ ଏକ ଅଭ୍ଯାସ ଯାହା ଉପରେ ପିତୃ ଦୋଷର ପ୍ରଭାବ ରହୁଛି । ଚତୁର୍ଥରେ ଯେଉଁ ବ୍ୟକ୍ତି କୌଣସି ଗୁରୁଜନ ମାନଙ୍କ ବସିବା ବେଳେ ନିଜକୁ ସଭ୍ୟ ଢଙ୍ଗରେ ବସାଇନଥାଏ । ବ୍ୟକ୍ତିର ବସିବା ଶୈଳୀ ଉତ୍ତମ ନରହିବା ସହିତ ଗୁରୁଜନ ମାନଙ୍କଙ୍କର ମଜାକ ଉଡାଇ ଥାଏ । ତାଙ୍କୁ ସମ୍ମାନ କରିନଥାଏ ।

ତେବେ ଏପରି ଲକ୍ଷଣ ବାରମ୍ବାର ଦେଖୁଥିଲେ, ତାହା ମଧ୍ୟ ପିତୃ ଦୋଷର ପ୍ରଭାବ ସେହି ବ୍ୟକ୍ତି ଉପରେ ପଡିଛି ବୋଲି କୁହାଯାଇଥାଏ । ପଞ୍ଚମରେ ଯେଉଁ ବ୍ୟକ୍ତି ଭୂମୀ ଉପରେ ପାଦ ଘୋଷାଡ଼ି ଚାଲିଥାଏ । ତେବେ ଏହି ୫ ଅଭ୍ଯାସ ଥିବା ବ୍ୟକ୍ତିଙ୍କ ଉପରେ ପିତୃଦୋଷର ପ୍ରଭାବ ଅଧିକ ରହିଥାଏ । ଯଦି ପିତୃ ଦୋଷ ନଥାଏ, ତେବେ ମଧ୍ୟ ପିତୃ ଦୋଷ ଲାଗିବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ତେଣୁ ବ୍ୟକ୍ତିକୁ ନିଜର ପୂର୍ବ ପୁରୁଷଙ୍କର ଶ୍ରାଦ୍ଧ କ୍ରିୟା ଠିକ ଭାବରେ କରିବା ଆବଶ୍ୟକ ହୋଇଥାଏ । ଏହା ଛଡା ପ୍ରତ୍ଯେକ ଗୁରୁବାର ଦିନ ପିପଲ ଗଛରେ ପାଣି ଚଢାଇ ଗଛ ଚାରି ପାଖରେ ୭ ଥର ପରିକ୍ରମା କରିବା ଦ୍ଵାରା ନିଜର ପୂର୍ବ ପୁରୁଷଙ୍କୁ ଶାନ୍ତ କରିବା ଉଚିତ । ଯାହା ଦ୍ଵାରା ବ୍ୟକ୍ତିର ପିତୃ ଦୋଷ କଟିଥାଏ । ଏହା ସହିତ ଜୀବନରେ ଥିବା ସବୁ ସମସ୍ଯାର ସମାଧାନ ମଧ୍ୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *