4 Bollywood ଅଭିନେତ୍ରୀ ଯେଉଁମାନଙ୍କର ସର୍ଜରି ପରେ ବଦଳିଗଲା ଚେହରା…ଲିଷ୍ଟରେ ଅଛନ୍ତି ଏହି ସବୁ ଅଭିନେତ୍ରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ବଲିଉଡର ସମସ୍ତ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଉପରେ ଅଧିକ ଗୁରୁତ୍ଵ ଦେଇଥାନ୍ତି ।

ହେଲେ ବନ୍ଧୁଗଣ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜକୁ ଅଧିକ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ ସର୍ଜରୀର ସାହାରା ନେଇଥାନ୍ତି । କିନ୍ତୁ ବହୁତ ଥର ଏହି ପ୍ଲାଷ୍ଟିକ ସର୍ଜରୀ ଅଭିନେତ୍ରୀ ମାନଙ୍କ ସୁନ୍ଦରତାକୁ ନଷ୍ଟ ମଧ୍ୟ କରିଦେଇଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ହୁଲିଆ ପ୍ଲାଷ୍ଟିକ ସର୍ଜରୀ ପାଇଁ ସଂପୂର୍ଣ୍ଣ ବଦଳି ଗଲା । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୃତି ହସନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା କମଲ ହସନଙ୍କ ଝିଅ ସୃତି ହସନ । ଆପଣ ମାନେ ସମସ୍ତେ ସୃତିଙ୍କୁ ବହୁତ ସାଉଥ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ସାଉଥ ସହିତ କେତେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ସୃତି ନିଜ ସୁନ୍ଦରତାକୁ ବଢାଇବା ପାଇଁ ନିଜ ନାକର ସର୍ଜରୀ କରେଇଛନ୍ତି । ପୂର୍ବ ଅପେକ୍ଷା ତାଙ୍କ ନାକ ବର୍ତ୍ତମାନ ଛୋଟ ନଜର ଆସୁଛି ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଅନୁସ୍କା ଶର୍ମା । ଆପଣ ମାନେ ସମସ୍ତେ ଅନୁସ୍କାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଅନୁସ୍କା ବଲିଉଡର କେତେକ ଦିଗଜ ଅଭିନେତାଙ୍କ ସହ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଅନୁସ୍କା ନିଜର ସୁନ୍ଦରତାକୁ ବଢାଇବା ପାଇଁ ନିଜର ଓଠ ସର୍ଜରୀ କରେଇଥିଲେ । ଯାହାଫଳରେ ତାଙ୍କ ଓଠ ବଡ ନଜର ଆସିଥିଲା । ଏଥିପାଇଁ ସେ ବହୁତ ଟ୍ରୋଲ ମଧ୍ୟ ହୋଇଥିଲେ ।

ଆଈଶା ଟାକିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଆଈଶା ଟାକିଆ । ବଲିଉଡର ଦିଗଜ ଅଭିନେତା ସଲମାନ ଖାନଙ୍କ ସହ କାମ କରିଥିବା ଅଭିନେତ୍ରୀ ଆଈଶା ଟାକିଆ ନିଜର ନାକ ଓ ଓଠ ସର୍ଜରୀ କରେଇଥିଲେ । ଏହି ସର୍ଜରୀ ଦ୍ଵାରା ଆଈଶାଙ୍କ ଚେହେରା ସଂପୂର୍ଣ୍ଣ ବଦଳି ଯାଇଥିଲା । ସେ ବହୁତ ଅଲଗା ନଜର ଆସୁଥିଲେ ଓ ବହୁତ ଟ୍ରୋଲିଙ୍ଗର ଶିକାର ମଧ୍ୟ ହୋଇଥିଲେ ।

ବାନୀ କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ବାନୀ କପୁର । ବାନୀ ବଲିଉଡକୁ ଆସିବା ପରେ ନିଜର ଓଠ ସର୍ଜରୀ କରିଥିଲେ । ଏହି ସର୍ଜରୀ ପାଇଁ ସେ ବହୁତ ଅଲଗା ନଜର ଆସିଲେ । ଯାହାଫଳରେ ତାଙ୍କୁ କୌଣସି ଫିଲ୍ମରେ କାମ ମିଳିଲା ନାହିଁ । ହେଲେ ବର୍ତ୍ତମାନ ସେ ନିଜ ଲୁକ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *