Ajira Anuchinta- ବର୍ଷା ସମୟରେ ଏପରି କରନ୍ତୁ ! ଘଡଘଡି ବିଜୁଳି ଆପଣଙ୍କର କିଛି କରି ପାରିବନି

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ପୁଣି ଥରେ ଆହୁଋ କିଛି ସୁନ୍ଦର ସୁନ୍ଦର ଅନୁଚିନ୍ତା । ଯାହା ଜାଣି ଆପଣ କାମ କଲେ ଆପଣଙ୍କ ଜୀବନ ସୁନ୍ଦର ଓ ସୁଖମୟ ହୋଇଯାଇଥାଏ । ବନ୍ଧୁଗଣ ଜୀବନରେ ରୋଷେଇ ଘର, ଧନ ରଖିବା ସ୍ଥାନ, ଭଣ୍ଡାର ଘର, ପବିତ୍ର ତୀର୍ଥ ସ୍ଥାନ ଓ ମନ୍ଦିର ଏହି ପାଞ୍ଚ ଟି ସ୍ଥାନକୁ କେବେ ଜୋତା ମାଡି ଯିବା ଠିକ ହୋଇ ନଥାଏ ।

ବନ୍ଧୁଗଣ ପ୍ରତିଦିନ ଜୀବନରେ ଗାଧୋଇ ଆସିଲା ପରେ ନିହାତି ଗୀତାର ଏକ  ଶ୍ଳୋକ ପାଠ କରିବା ଉଚିତ । ଏହା ଦ୍ଵାରା ଜୀବନରେ ସଫଳତାର ମାର୍ଗ ଖୋଲି ଯାଇଥାଏ । ଓ ସକାରତ୍ମକତା ଭରି ଯାଇଥାଏ । ତାହାଛଡା ବନ୍ଧୁଗଣ ଯଦି ଆପଣ ଦେଖୁଛନ୍ତି କି ଆପଣଙ୍କ ଜୀବନ ରେ କିଛି ନା କିଛି ସମସ୍ଯା ଲାଗି ରହୁଛି ତେବେ ଆପଣ ସାତ ଜଣ ବ୍ରାହ୍ମଣ ଙ୍କୁ ଡାକି 7ଟି ଗୀତା ଦାନ କରି ଦିଅନ୍ତୁ । ଆପଣ ଦେଖିବେ ଆପଣଙ୍କ ଜୀବନର ସବୁ ସମସ୍ଯା ଧୀରେ ଧୀରେ ଦୂର ହୋଇଯିବ ।

ବନ୍ଧୁଗଣ ଯଦି ଆପଣ କୌଣସି ଯାତ୍ରା ସମୟରେ ରାସ୍ତାରେ କୌଣସି ଗାଈ ବୁଲୁଥିବାର ଦେଖୁଛନ୍ତି । ଏବଂ ସେହି ସାମୀରେ ସେହି ଗାଈ ଟି ମଧ୍ୟ ହଟାତ ମୁଣ୍ଡ ଉଠାଇ ଆପଣ ଙ୍କ ଆଡକୁ ଅନାଉଛି । ତେବେ ଏହା ଏକ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ତାହାଛଡା ବନ୍ଧୁଗଣ ପୁଅ ହେଉ ବା ଝିଅ କାହାକୁ ମଧ୍ୟ କେବେ ନିଜ ବେକ ଖାଲି ରଖିବା ଉଚିତ ହୋଇ ନଥାଏ ।

ପ୍ରତି ସୋମବାର ଦିନ ଶିବ ଙ୍କୁ ଧଳା ମନ୍ଦାର ଚଢାଇବା ଦ୍ଵାରା ଜୀବନରେ କୌଣସି ତାନ୍ତ୍ରିକ ଶକ୍ତି ପ୍ରବେଶ କରି ନଥାଏ । ଭଣଜା କୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ମାମୁଁ ଙ୍କୁ ଘରେ ରଖିବା କେବେ ମଧ୍ୟ ଭଲ ହୋଇ ନଥାଏ । ବନ୍ଧୁଗଣ ଗହରେ ଲୁଣରେ ଲବଙ୍ଗ ପକାଇ ରଖିବା ଦ୍ଵାର ଜୀବନରେ ଥିବା ରୁଣ ର ଭାର କମି ଯାଇଥାଏ । ପ୍ରତ୍ଯେକ ମାସ ଯଦି କେହି ଠାରେ ମଧ୍ୟ ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରେ ତେବେ ତାହାର ମନୋସ୍କାମନା ପୂରଣ ହୋଇଥାଏ ।

ବନ୍ଧୁଗଣ ବର୍ଷା ଦିନ ରେ ବିଶେଷ କରି ସବୁବେଳେ ବିଜୁଳି ଘଡଘଡି ମାରିଆବର ଦେଖା ଯାଇଥାଏ । ଏହି ସମୟରେ ପ୍ରାୟତଃ ସମସ୍ତେ ନିଜ ଘରେ ଥାନ୍ତି । କିନ୍ତୁ କିଛି ଲୋକ କିଛି କାମ ରେ ଫସି ଯାଇ ବାହାରେ ରହି ଯାଇଥାନ୍ତି । ବନ୍ଧୁଗଣ ଯଦି ଆପଣ ଏହି ସମୟରେ ଦଧିଚି ଦଧିଚି କହି ସାତ ଥର ଉଚରଣ କରନ୍ତି, ତେବେ ବନ୍ଧୁଗଣ ଆପଣ ମାନଙ୍କୁ ବିଜୁଳି କିଛି କ୍ଷତି କରିବ ନାହିଁ । ଆପଣ ଯଦି ଏହି ଗୁଡିକୁ ପାଳନ କରନ୍ତି, ତେବେ ଆପଣ ଙ୍କର ଖୁବ ମଙ୍ଗଳ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ବନ୍ଧୁଗଣ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *