Astrology- କେଉଁ ସମୟରେ ଜନ୍ମ ହୋଇଥିବା ପିଲା କିପରି ? ଜନ୍ମ ସମୟରୁ ଜାଣନ୍ତୁ ନିଜ ସ୍ୱଭାବ ଓ ଭବିଷ୍ୟତ ?

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ୍ୟ ଶାସ୍ତ୍ରକୁ ଅଧିକା ମହତ୍ତ୍ୱ ଦିଆ ଯାଇଥାଏ ଏଥିରୁ ଏକ ମଜାଦାର୍ କଥା ଏହା କି ଆପଣ ଦିନରେ କେଉଁ ସମୟରେ ଜନ୍ମ ନେଇଛନ୍ତି ଓ ଏହା ଆପଣଙ୍କ ନେଚର୍ ଉପରେ ଗଭୀର ପ୍ରଭାବ ପକାଇଥାଏ ଆପଣଙ୍କୁ ଜନ୍ମ ନେଇତିବା ସମୟ ଅନୁସାରେ ଆପଣଙ୍କ ରାଶି ଓ ସ୍ଥାନ ଗ୍ରହ ନକ୍ଷତ୍ର ଆପଣଙ୍କ ସ୍ୱଭାବ ବିଷୟରେ ବହୁତ କିଛି କହିଥାଏ ଏଥିରେ ଆପଣଙ୍କ ସମୟ ମାନେ ସକାଳ, ଦ୍ୱିପହର ରାତି ଇତ୍ୟାଦି କେବେ ଜନ୍ମ ନେଇଥାନ୍ତି ତାହାର ଉପରେ ଖାସ୍ ପ୍ରଭାବ ପକାଇଥାଏ ।

ଏଇ କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଜନ୍ମର ସମୟ ଅନୁସାରେ ଲୋକଙ୍କ ନେଚର୍ ବିଷୟରେ କହିବାକୁ ଯାଉଛୁ । ୧- ପ୍ରଥମରେ ହେଉଛି ସକାଳ ୫ ଟାରୁ ୮ ମଧ୍ୟରେ ଜନ୍ମ। ତେବେ ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ ଫୁର୍ତିଳା ଓ ଆକ୍ଟିଭ୍ ନେଚର୍ ର ହୋଇଥାନ୍ତି ।

ଏମାନଙ୍କ ଦିମାଗ ବହୁତ ତିକ୍ଷଣ୍ ହୋଇଥାଏ ।ଏମାନେ ବହୁତ ଜଲଦି ବହୁତ କିଛି ଶିଖି ଯାଆନ୍ତି  ଏହା ଭବିଷ୍ୟରେ ନିଜ କ୍ଷେତ୍ରରେ ବହୁତ ଉନ୍ନତି କରିଥାନ୍ତି ।ଏମାନେ ସ୍ୱଭାବରେ ଇମାନଦାର୍ ହୋଇଥାନ୍ତି ।ଏମାନଙ୍କ ସମାଜରେ ମାନ ସମ୍ମାନ ବହୁତ ଅଧିକା ରହିଥାଏ ।

୨- ଦ୍ଵିତୀୟ ରେ ସକାଳ ୮ ରୁ ୧୨ ଟା ମଧ୍ୟରେ ଜନ୍ମ । ଏହି ସମୟରେ ଜନ୍ମ ନେଇଥିବା ଜାତକର ଶିଶୁ ବହୁତ ଅଳସୁଆ ହୋଇଥାନ୍ତି ଏମାନଙ୍କ କାମ ସବୁ ଧୀମା ହୋଇଥାଏ ବହୁତ ଲୋକ କାମ ଚୋରି ବି କରିଥାନ୍ତି ।ଏମାନଙ୍କ ଭବିଷ୍ୟ ସାଧାରଣତଃ ବହୁତ ସାମାନ୍ୟ ହୋଇଥାଏ ଏଥିରେ ବହୁତ କମ୍ ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ଜୀବନରେ ବଡ କାମ କରିପାରନ୍ତି ।

୩- ତୃତୀୟ ରେ ହେଉଛି ଦ୍ୱିପହର ୧୨ ଟାରୁ ୫ ଟା ମଧ୍ୟରେ ଜନ୍ମ। ଏହି ସମୟରେ ଜନ୍ମ ନେଇଥିବା ଶିଶୁ ବହୁତ ପରିଶ୍ରମୀ ହୋଇଥାଏ ଏହି ଲୋକଙ୍କୁ କିଛି ବି ଡର ନଥାଏ  ଏମାନେ ନିଜ କାମକୁ ଭଲରେ କରିଥାନ୍ତି ଏମାନଙ୍କ ମନ ବହୁତ ସଫା ହୋଇଥାଏ ଏମାନେ କାହାସହ ଅଧିକା ଲଢେଇ ଝଗଡା ବି କରନ୍ତି ନାହିଁ ଅଧିକାଂଶ ସମୟରେ ଖାଲି ଏମାନଙ୍କୁ କାମରେ ମତଲବ ହୋଇଥାଏ।

୪-ଚତୁର୍ଥ ରେ ସଂନ୍ଧ୍ୟା ୫ ଟାରୁ ୮ ମଧ୍ୟରେ ଜନ୍ମ। ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ କ୍ରିଏଟିଭ୍ ନେଚରର ହୋଇଥାନ୍ତି ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି।ଏମନଙ୍କ ଦିମାଗ ବହୁତ ତେଜ୍ ଚାଲିଥାଏ ଲାଇଫ୍ ରେ ଆଗକୁ ଯାଈକରି ଏମାନେ ସେ ସବୁ ମୁକାମ୍ ହାସିଲ୍ କରନ୍ତି କେବେ କେବେ ଏମାନଙ୍କୁ ବହୁତ ରାଗ ଆସିଥାଏ କିନ୍ତୁ ଜଲଦି ଶାନ୍ତ ହୋଇଯାଆନ୍ତି ।

୫- ପଞ୍ଚମରେ ହେଉଛି ରାତି ୮ ଟାରୁ ୧୨ ଟା ମଧ୍ୟରେ ଜନ୍ମ। ତେବେ ଏହି ସମୟରେ ଜନ୍ମନେଇଥିବା ଛୁଆ ବହୁତ ମଜାଳିଆ ନେଚର୍ ର ହୋଇଥାନ୍ତି ଏମାନେ ବହୁତ କଥାବାର୍ତ୍ତା କରନ୍ତି ଏମାନଙ୍କୁ ବୁଲାବୁଲି କରିବା ପସନ୍ଦ ହୋଇଥାଏ ଏମାନେ ନିଜ ଲାଇଫ୍ ରେ କିଛି ବି କରିଥନ୍ତି ଏମାନେ ଅଧିକା ସମୟ ଖାଲି ବସିବା ପସନ୍ଦ୍ ଲାଗେ ନାହିଁ ଲାଇଫ୍ ରେ ଆଗକୁ ଯାଇକରି ଏହି ଲୋକ ନିଜ ବାପା ମାଙ୍କ ନାଁ ଉଜ୍ଜଳ କରନ୍ତି ।

୬- ଷଷ୍ଠ ରେ ରାତି ୧୨ ରୁ ସକାଳ ୫ ମଧ୍ୟରେ ଜନ୍ମ ।ଏହି ସମୟରେ ଜନ୍ମ ନେଇଥିବା ଛୁଆ ବହୁତ ଯୋଗାଡ ନେଚର୍ ର ହୋଇଥାନ୍ତି ।ଏମାନେ ନିଜ କାମକୁ କିପରି ବାହାର୍ କରିବାର ଅଛି ଏମାନଙ୍କୁ ଭଲ ଭାବେ ଜଣାଥାଏ ବହୁତ ଥର ଏମାନେ ନିଜ କାମ ଜଲଦି କରିବା ଚକ୍କରରେ ଅନ୍ୟଙ୍କୁ ବୋକା ବନାଇ ଦିଅନ୍ତି ଆପଣ ବି କହିପାରିବେ କି ଏମାନେ ବହୁତ ବଡ ମିଛୁଆ ବି ହୋଇଥାନ୍ତି ଓ ସବୁବେଳେ ନିଜ ବିଷୟରେ ଭାବିଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *