Health Tips- ବିନା କୌଣସି ଔଷଧରେ ଏସିଡିଟି ଓ ଗ୍ୟାସ ମୂଳରୁ ଶେଷ କରିଦେବ ଏହି ଦେଶୀ ଉପଚାର, ଔଷଧ ଠାରୁ 10 ଗୁଣା ଅଧିକ ଦେବା ପ୍ରଭାବ

ନମସ୍କାର ବନ୍ଧୁଗଣ, ଏବ ଆପଣଙ୍କୁ ନିହାତି ସମସ୍ତଙ୍କ ମୁହଁରୁ ଏହା ଶୁଣିବା ପାଇଁ ପଡୁଥିବ କି ଆରେ ମୋର ଗ୍ୟାସ ହୋଇଛି ମୁହଁ କିଛି ଖାଇବିନି । ତେବେ ଏହି ଗ୍ୟାସ ସମସ୍ୟାପ୍ରାୟ ସମସ୍ତଙ୍କ ପାଖରେ ରହିଛି କିଛି ବି ଖାଇଲେ ସଙ୍ଗେ ସଙ୍ଗେ ଗ୍ୟାସ ହୋଇ ବାନ୍ତି ହୋଇଯାଉଛି । ଏଥିପାଇଁ କିଛି ଲୋକ ନିୟମିତ ମେଡ଼ିସିନ ମଧ୍ୟ ନେଉଛନ୍ତି ଯାହା କି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଆଜି ଜଣାଇବା ପାଇଁ ଯାଉଛୁ କିଭଳି ଆପଣ ବିନା ଔଷଧରେ ଏହି ଗ୍ୟାସ ସମସ୍ୟାରୁ ମୁକ୍ତି ପାଇପାରିବେ ।

ବହୁତ ଅଧିକ ସମୟ ଆପଣ ଖାଲି ପେଟରେ ରହିବା ଦ୍ଵାରା ବା ଅଧିକ ଚାହା ର ସେବନ କରିବା ଦ୍ଵାରା ଆପଣଙ୍କ ଠାରେ ଆସିରିଟି ଏବଂ ଗ୍ୟାସର ସମସ୍ୟା ଦେଖା ଦେଇଥାଏ । ଆପଣଙ୍କୁ ଏହି ସମସ୍ୟା ପାଇଁ କୌଣସି ମେଡ଼ିସିନ ନେବାର ଆବଶ୍ୟକତା ନାହିଁ । ଆପଣ ଏକ ଘରୋଇ ଉପଚାର କରି ଗ୍ୟାସ ଏବଂ ଆସିରିଟି ସମସ୍ୟାରୁ ମୁକ୍ତି ପାଇପାରିବେ ।

ଏହି ଘରୋଇ ଉପଚାରକୁ ବନାଇବା ପାଇଁ ଆପଣଙ୍କୁ କେବଳ 2ଟି ଜିନିଷର ଆବଶ୍ୟକତା ପଡିବ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଜୀରା ଏବଂ କଳା ଲୁଣ । ଆପଣ ଏଥିପାଇଁ ଏକ ଚାମଚ ଜୀରା ନିଅନ୍ତୁ । ଏବଂ ଏହାକୁ ତାୱାରେ ପକାଇ ହଲ୍କା ଗରମ କରନ୍ତୁ । ଏହା ଅଳ୍ପ ଭାଜି ହୋଇଯିବା ପରେ ତାୱାରୁ ଏହାକୁ କାଢି ଆପଣ ଏଥିରେ ଅଳ୍ପ କଳା ଲୁଣ ମିଶାନ୍ତୁ ।

ଜୀରା ଏବଂ କଳା ଲୁଣକୁ ପାଟିରେ ପକାଇ ଚୋବାଇ ଖାଇ ନିଅନ୍ତୁ । ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ । ଯଦି ଆପଣଙ୍କୁ ହଠାତ ଆସିରିଟି ହେଉଛି ତେବେ ଆପଣ ଏହାକୁ ତୁରନ୍ତ ଖାଇପାରିବେ ଯାହାଫଳରେ ଏହା ଆପଣଙ୍କୁ ଗ୍ୟାସ ସମସ୍ୟାରୁ ତୁରନ୍ତ ମୁକ୍ତି ଦେବ । ଆପଣ ନିଜ ଗ୍ୟାସ ସମସ୍ୟାକୁ ମୂଳରୁ ଶେଷ କରିବା ପାଇଁ ଚାହୁଁଥିଲେ ନିୟମିତ ଏହାକୁ  ଖାଇବା ଉଚିତ ।

ଆପଣଙ୍କୁ ଏହା ନିୟମିତ ଖାଇବା ଦ୍ଵାରା ଆପଣଙ୍କ ପେଟରେ ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ଆପଣଙ୍କ ହଜମ ପ୍ରକ୍ରିୟା ଭଲ ହୋଇଥାଏ ଏହାଦ୍ଵାରା । ଯଦି ଆପଣ ଏହି ଉପାୟକୁ 15 ଦିନ ରୁ 20 ଦିନ ପର୍ଯ୍ୟନ୍ତ ପ୍ରତିଦିନ ଖାଉଛନ୍ତି ତେବେ ଆପଣଙ୍କ ଗ୍ଯାସ ସହ ଜଡିତ ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ।

ଜିରାର ଏହି ଉପାୟକୁ ଆପଣଙ୍କୁ ଦିନରେ ଦୁଇଥର ଖାଇବା ଦରକାର । ଦ୍ଵିପହର ଖାଇବା ପରେ ଏବଂ ରାତିର ଖାଇବା ପରେ ଆପଣ ଏହାକୁ ଖାଇବା ଆବଶ୍ୟକ ଏବଂ ଏହାକୁ ଖାଇ ସଙ୍ଗେ ସଙ୍ଗେ ପାଣି ପିଇବା ଜାରୁରୀ । ଯଦି ଆପଣଙ୍କୁ ଜୀରା ଖାଇବାରେ କୌଣସି ଅସୁବିଧା ରହୁଛି ତେବେ ଆପଣ ଏହି ଉପାୟରେ ଜିରାର ମାତ୍ରା ଆପଣଙ୍କ ହିସାବରେ ରଖିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *