Gk Questions & Answers- ବାର ହଜାର, ବାର ଶହ ବାର କେମିତି ଲେଖିବେ କୁହନ୍ତୁ ? ୯୯ % ଲୋକଙ୍କୁ ଜଣା ନାହିଁ !

ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥାନ୍ତି । ଏମିତିକି ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଥାଏ ।

ବନ୍ଧୁଗଣ ସବୁଠାରୁ କଠିନ ପରୀକ୍ଷା ହେଉଛି ଆଇଏଏସ ପରୀକ୍ଷା । ଆପଣ ମାନେ ସମସ୍ତେ ଏହି ପରୀକ୍ଷା ବିଷୟରେ ନିଶ୍ଚୟ ଜାଣିଥିବେ ।

ଏହି ପରୀକ୍ଷାରେ ବହୁତ କଠିନ ପ୍ରଶ୍ନ ପଚରା ହୋଇଥାଏ ଓ ବହୁତ କମ ଲୋକ ଏହି କଠିନ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଆଇଏଏସ ପରୀକ୍ଷାରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଜୀବନରେ ବହୁତ ଆବଶ୍ୟକ ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

 

୧. ଏମିତି କେଉଁ ଜିନିଷ ଅଛି ଯାହା ନିଆଁରେ ଜଳି ନଥାଏ ?

ଉତ୍ତର- ଏସ୍ବେଷ୍ଟସ

୨. କେଉଁ ଦେଶରେ ଶାଢୀ ପିନ୍ଧିଲେ ଜେଲ ହୋଇଯାଇଥାଏ ?

ଉତ୍ତର- ଚାର୍ଟ ଦେଶରେ ଶାଢୀ ପିନ୍ଧିଲେ

୩. ତାରକ ମେହେତା ସୋ ହିନ୍ଦୀ ଟେଲିଭିଜନ ଚ୍ଯାନେଲରେ କେତେ ବର୍ଷ ହୋଇସାରିଛି ?

ଉତ୍ତର- ୮ ବର୍ଷ ଓ ୫ ବର୍ଷ ହୋଇସାରିଛି

୪. ଭାରତରେ ସବୁଠାରୁ ପ୍ରଥମେ କେଉଁ କମ୍ପାନୀ ଇଣ୍ଟର୍ନେଟ ନେଇ ଆସିଥିଲା ?

ଉତ୍ତର- ଭରତରେ ପ୍ରଥମେ ବିଏସଏନଏଲ ଇଣ୍ଟର୍ନେଟ ନେଇ ଆସିଥିଲା ।

୫. ଶିତ ଦିନରେ ନଡିଆ ତେଲ କାହିଁକି ତରଳରୁ କଠିନ ହୋଇଯାଇଥାଏ ?

ଉତ୍ତର- ଶିତ ଦିନରେ ତାପମାନ କମ ଥିବାରୁ ନଡିଆ ତେଲ କଠିନ ହୋଇଯାଇଥାଏ ।

୬. ଗୋଲ ଗୋଲ ପିଜା ଚୋକୋର ଡବାରେ କାହିଁକି ରଖାଯାଇଥାଏ ?

ଉତ୍ତର- କାରଣ ଗୋଲ ଡବା ମହଙ୍ଗା ପଡିଥାଏ ସେଥିପାଇଁ ।

୭. ମାଟିରୁ ଆକାଶର ଦୂରତା କେତେକ ଅଛି ?

ଉତ୍ତର- ମାଟିରୁ ଆକାଶର ଦୂରତା ୫୦ କିଲୋମିଟର ପର୍ଯ୍ୟନ୍ତ ଅଛି ।

୮. ରାତ୍ରି ସମୟରେ ଗଛ ପାଖରେ କାହିଁକି ଶୋଇବା ଉଚିତ ନୁହେଁ ?

ଉତ୍ତର- ରାତିରେ ଗଛ କାର୍ବନ ଡାଇଅକ୍ସାଇଡ ଛାଡି ଥାଏ ।

୯. ସାପ ପାଖରେ କାନ ନଥିଲେ ମଧ୍ୟ ସେ ବିଣୀ ଶବ୍ଦ କିପରି ଶୁଣିଥାଏ ?

ଉତ୍ତର- ସାପ ନିଜ ଯବଡା ହାଡରୁ ଶୁଣିଥାଏ ।

୧୦. କଣ ଗିନିସ ୱାର୍ଲ୍ଡ ରେକର୍ଡ ବନେଇଲେ ଟଙ୍କା ମିଳିଥାଏ ?

ଉତ୍ତର- ନାହିଁ

୧୧. ଭାରତରେ ସବୁଠାରୁ ପ୍ରଥମେ କେଉଁ ସହରରେ ସୂର୍ଯ୍ୟଅସ୍ତ ହୋଇଥାଏ ?

ଉତ୍ତର- ହିମାଞ୍ଚଳ ପ୍ରଦେଶରେ ହୋଇଥାଏ ।

୧୨. ଭାରତର ଦୁତୀୟ ଧନୀ ମଣିଷର ନାମ କଣ ?

ଉତ୍ତର- ହିନ୍ଦୁଜା ବ୍ରଦର

୧୩. ଭାରତରେ ସର୍ବ ପ୍ରଥମେ ବିସ୍କୁଟର ନିର୍ମାଣ କିଏ କରିଥିଲା ?

ଉତ୍ତର- ପାର୍ଲେ ଜି କମ୍ପାନୀ କରିଥିଲା ।

୧୪. ଏସିଆର ନମ୍ବର ୧ ୟୁ ଟ୍ଯୁବରର ନାମ କଣ ?

ଉତ୍ତର- କ୍ଯାରି ମିନାଟି

୧୫. ଭାରତରେ ସବୁଠାରୁ ଅଧିକ ବୟସ ଥିବା ମଣିଷର ନାମ କଣ ?

ଉତ୍ତର- ଫିରୋଜିଦିନ

୧୬. ପେଟ୍ରୋଲ ପମ୍ପରେ କାହିଁକି ମୋବାଇଲ ଫୋନ ବ୍ୟବହାର କରିବାକୁ ମନା କରାଯାଇଥାଏ ?

ଉତ୍ତର- ନିଆଁ ଲାଗିବାର ସମ୍ଭାବନା ଥାଏ ସେଥିପାଇଁ ।

୧୭. ବାର ହଜାର, ବାର ଶହ

ବାର କେମିତି ଲେଖିବେ କୁହନ୍ତୁ !

କେମିତି ଲେଖିବେ ?

ଉତ୍ତର- ଏମିତି କୌଣସି ସଂଖ୍ୟା ନାହିଁ

1200 କୁ ଆମେ 1 ହଜାର 200 ବୋଲି କହିଥାଉ

12000 + 1200 + 12 = 13212

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *