ବାଛନ୍ତୁ ନିଜ ମନ ପସନ୍ଦର ଗୋଟିଏ ଦୀପ ଓ ଜାଣନ୍ତୁ ଆପଣଙ୍କୁ ଜୀବନରେ କେଉଁ ଉଦ୍ଦେଶ୍ୟକୁ ପୁରା କରିବାର ଅଛି ? Personality Test

ଆଧ୍ୟାତ୍ମିକ ପୁସ୍ତକରେ ଅଂଗ୍ରେଜୀର ଗୋଟିଏ ଶବ୍ଦ ବହୁତ ଚର୍ଚ୍ଚିତ । ‘ଶୋଲ କଣ୍ଟ୍ରାଟ’ ଏହାର ପରିଭାଷା ଏହି ଭଳି ଭାବରେ ମଧ୍ୟ କରାଯାଇ ପାରିବ ଏକ ଅନୁବନ୍ଧ ଯାହାର ଆଧାର ରେ ଦୁଇ ଆତ୍ମା ପରସ୍ପର ସହ ଯୋଡି ହୋଇ ରହିଛନ୍ତି ।

ଏହି ଅନୁବନ୍ଧ କିମ୍ବା କଣ୍ଟ୍ରାଟ ବର୍ତ୍ତମାନ ଜନ୍ମ ହେବାର ପୂର୍ବରୁ ହିଁ ଆତ୍ମା ପରସ୍ପର ସହ କରିଥାନ୍ତି ଏବଂ ଯାହାକୁ ପୂରଣ କରିବା ପାଇଁ ହିଁ ସେମାନେ ପୃଥିବୀ ପୃଷ୍ଠ କୁ ଆସିଥାନ୍ତି । ମାନ୍ୟତା ରହିଛି କି ସମୟ ସମୟ ରେ ସବୁ ମନୁଷ୍ୟ କୁ ନଅ ଶରୀର ଧାରଣ କରିଥିବା ଆତ୍ମା ସହ ମିଳି ବାକୁ ପଡ଼ିଥାଏ । ଯାହା ସହ ତାଙ୍କ ଆତ୍ମା କୌଣସି କଣ୍ଟ୍ରାଟ କିମ୍ବା ଅନୁବନ୍ଧ କରିଥାନ୍ତି । ଏହା କୌଣସି ବିଶିଷ୍ଟ ବିଷୟ ର ପୂର୍ତ୍ତି ପାଇଁ କରା ଯାଇଥାଏ ।

ଏହି କାରଣ ଥାଏ କି ଯେତେବେଳେ ସେ ଆତ୍ମା ଆମ ସମ୍ମୁଖରେ ଥାଏ ସେତେବେଳେ ଆମକୁ କିଛି କଠିନ ପରିସ୍ଥିତି ର ଅନୁଭବ ହୋଇଥାଏ । ବର୍ତ୍ତମାନ ସମୟରେ ଆପଣଙ୍କ ଅନ୍ତର ଆତ୍ମା କେଉଁ ପ୍ରକାରର ଅନୁବନ୍ଧ ର ଅନୁଭବ କରୁଛି ଏହାକୁ ଜାଣିବା ପାଇଁ ଏଠାରେ ପ୍ରସ୍ତୁତ କରାଯାଇ ଥିବା କିଛି ଦୀପ ର ଚିତ୍ର ରୁ ଗୋଟିଏ ଚିତ୍ର କୁ ବାଛନ୍ତୁ ଏବଂ ସେହି ଚିତ୍ର ଅନୁସାରେ ନିଜ ମନ ରେ ଥିବା ସେହି ଅନୁବନ୍ଧ ବିଷୟରେ ମଧ୍ୟ ଜାଣନ୍ତୁ ।

୧- ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ଦୀପ କୁ ଚୟନ କରିଛନ୍ତି ତେବେ ଏହା ଦର୍ଶାଉଛି କି ଆପଣ ସବୁ ସମୟରେ ସେହି ପ୍ରଶ୍ନ ର ଉତ୍ତର ପାଇବା ପାଇଁ ତତ୍ପର ଥାଆନ୍ତି ଯାହାକୁ ବୋଧ ହୁଏ ଆପଣ ସୁୟଂ ନିଜେ ମଧ୍ୟ ଜାଣି ନ ଥିବେ । ବେଳେବେଳେ ଆପଣଂକୁ ବାସ୍ତବ ର ଅନୁଭବ ମଧ୍ୟ ହୋଇ ଥାଏ କିନ୍ତୁ ତଥାପି ଆପଣ ଏକ ଅଜଣା ଖୋଜ ରେ ବୁଡି ରହୁଛନ୍ତି ଏବଂ ଖଣ୍ଡା ର ଧାର ରେ ବଞ୍ଚୁଛନ୍ତି । ଆପଣ ଏହି ଡର ରେ ମଧ୍ୟ ରହୁଛନ୍ତି କି ଆପଣଙ୍କ ଜୀଵନ ରାତାରାତି ବଦଳି ଯିବ କିମ୍ବା ଆପଣ ଧନ ର କ୍ଷତି ପାଇଁ ମଧ୍ୟ ଆପଣ ଚିନ୍ତା ରେ ରହୁଛନ୍ତି । ଆପଣ ସର୍ଵଦା ଚିନ୍ତା ରେ ବଞ୍ଚୁଛନ୍ତି ଆପଣଂକୁ ଆପଣଙ୍କର ଏହି ଭୟ ଏବଂ ଡର କୁ ନିଜର ଆତ୍ମ ବିଶ୍ୱାସ କରିବାକୁ ପଡିବ । ତେବେ ବୋଧ ହୁଏ କିଛି ହାସଲ କରି ପାରିବେ ।

୨- ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ଦୀପ କୁ ଚୟନ କରୁଛନ୍ତି ତେବେ ଏହାର ଅର୍ଥ ଏହା ହେଉଛି କି ଆପଣ ସର୍ଵଦା ନିଜକୁ ବାସ୍ତବିକତା ସହ ଯୋଡି ରଖିବା ପାଇଁ ଚାହୁଁଛନ୍ତି । ଆପଣ ଏହା ମଧ୍ୟ ଭାବନ୍ତି କି ଜୀବନରେ ଚାଲୁ ଥିବା ଉଥଳ ପୁଥଳ କୁ ଆପଣ ସମ୍ଭାଳି ପାରିବେ ନାହିଁ । ତେଣୁ ସର୍ଵଦା ନିଜକୁ ଅଲଗା ଅଲଗା ପ୍ରକାର ରେ ନିଜକୁ ଦ୍ଵନ୍ଦ ରେ ପକାଇ ଦିଅନ୍ତି । ଆପଣଂକୁ ପ୍ରାୟତଃ ପରିଚୟ ଏବଂ ଅସ୍ତିତ୍ବ ସମ୍ବନ୍ଧୀୟ ଘଟଣା ଉପରେ ଦ୍ଵନ୍ଦ ର ସାମ୍ନା କରିବାକୁ ପଡିଥାଏ ଏବଂ ଆପଣ ଏହା ମଧ୍ୟ ଭାବି ଥାଆନ୍ତି କି ଆପଣ ନିଜ ଜୀଵନ ରେ ଯାହା କରୁଛନ୍ତି କିମ୍ବା ପାଇଛନ୍ତି ଆପଣ ସେଥିପାଇଁ ନିଜକୁ ଯୋଗ୍ୟ ବୋଲି ମଧ୍ୟ ଭାବନ୍ତି ନାହିଁ । ଆପଣଂକୁ ନିଜର ଏହି ବିଚାର ଧାରା କୁ ବଦଳିବାର ଆବଶ୍ୟକତା ରହିଛି ।

୩- ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ଦୀପ କୁ ଚୟନ କରୁଛନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ କାହାକୁ ଛାଡିବା ର ଭୟ ରହିଛି । ଆପଣ ନିଜର ସ୍ଥିତି କୁ ବଦଳିବାକୁ ଚାହାନ୍ତି ନାହିଁ କାରଣ ଆପଣ ବଦଳିଯିବା ପରିସ୍ଥିତି କୁ ଭୟ କରନ୍ତି । ଆପଣଙ୍କୁ ସମସ୍ୟା ମଧ୍ୟ ରେ ରହିବାକୁ ଅଭ୍ୟାସ ହୋଇ ଗଲାଣି । ଆପଣ ଅନ୍ୟ ଲୋକ ମାନଂକୁ ଆଗକୁ ଯିବାର ଅଵସର ଦେଇଥାନ୍ତି । ଏହାର ଅର୍ଥ ଏହାକି ଆପଣ ବଦଳିବାକୁ ଡରନ୍ତି । ଆପଣ ସର୍ଵଦା ଘଟଣା ଏବଂ ସମ୍ବନ୍ଧ କୁ ନିଜ ମୁଠି ରେ ବନ୍ଦ କରିବାକୁ ଚାହାନ୍ତି । କିନ୍ତୁ ଧ୍ୟାନ ଦେବେ କି ମୁଠା କୁ ଯେତେ ଜୋରରେ ଧରିବା ଜିନିଷ ସେତେ ପଡିଯିବ । ଆପଣ ଭାବି ପାରିବେ କି ସ୍ଥିତି ନିଜ ନିୟନ୍ତ୍ରଣ ରେ ରହିଛି କିନ୍ତୁ ଏହା ସେହି ଭଳି ହୋଇ ନ ଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *