Jyotish Shastra- ଆସନ୍ତା ମଙ୍ଗଳ ବାର ଦିନ ସକାଳୁ ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ପ୍ରଚୁର ଧନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଜୀବନ ରେ ତା’ର ରାଶି ର ବିଶେଷ ମହତ୍ତ୍ୱ ରହିଥାଏ । ରାଶି ଦ୍ବାରା ହିଁ ମନୁଷ୍ୟ ର ଭାଗ୍ୟ ସ୍ଥିର ହୋଇଥାଏ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ

ଦୀର୍ଘ ସମୟ ପରେ ଆସନ୍ତା ମଙ୍ଗଳବାର ଠାରୁ ୫ ଟି ରାଶି ଙ୍କ ଗ୍ରହ ରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହା ସହିତ ଭଗବାନ ବଜରଙ୍ଗବଲି ଙ୍କ ଅଶେଷ କୃପାଦୃଷ୍ଟି ମଧ୍ୟ ଲାଭ ହେବାକୁ ଯାଉଛି । ବଜରଙ୍ଗବଲି ଙ୍କ କୃପା ରୁ ଏହି ରାଶି ଙ୍କ ଜୀବନ ରେ ନୂତନ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ କଣ ଏବଂ ଆସନ୍ତା ସମୟ ରେ ଏମାନଙ୍କ ଜୀବନ ରେ କେଉଁ ସବୁ ପରିବର୍ତ୍ତନ ଘଟିବାକୁ ଯାଉଛି ।

୧. ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି ‘ମେଷ ରାଶି’ । ଏହି ରାଶି ର ବ୍ୟକ୍ତି ଙ୍କ ଉପରେ ବଜରଙ୍ଗବଲି ଙ୍କ ଅଶେଷ କୃପା ବର୍ଷିବାକୁ ଯାଉଛି । ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ସମସ୍ତ ସମସ୍ୟା ର ସମାଧାନ ହେବାକୁ ଯାଉଛି ଏବଂ ଆର୍ଥିକ ସ୍ଥିତି ରେ ସୁଧାର ଆସିବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନ ବର୍ତ୍ତମାନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ ।

୨. ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ସିଂହ ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ସତ ଭଲ ପାଇବା ମିଳିବାକୁ ଯାଉଛି । ଯଦି ଏହି ରାଶିର ବ୍ୟକ୍ତି ସତ ଭଲ ପାଇବାର ସନ୍ଧାନ କରୁଛନ୍ତି ତେବେ ତାଙ୍କୁ ନିଶ୍ଚିତ ରୂପରେ ତାଙ୍କ ଭଲ ପାଇବା ମିଳିବ । ଏହା ସହିତ ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ସମସ୍ତ ଆର୍ଥିକ ସ୍ଥିତି ର ସମାଧାନ ହେବାକୁ ଯାଉଛି । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଚାକିରୀ ଏବଂ ବ୍ୟବସାୟୀ କ୍ଷେତ୍ରରେ ଅଶେଷ ଲାଭ ପ୍ରାପ୍ତ ହେବାକୁ ଯାଉଛି । ଏହି ବର୍ଷ ମେଷ ରାଶି ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ ।

୩. ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ବୃଷଭ ରାଶି’ । ବଜରଙ୍ଗବଲି ଙ୍କ କୃପା ରୁ ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ଏମାନଙ୍କ ଭାଗ୍ୟ ରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନେ ନିଜ ପରିବାର ସହିତ ହସଖୁସିରେ ନିଜ ସମୟ ଅତିବାହିତ କରିବେ । ଏହି ରାଶିର ବ୍ୟକ୍ତି ମାନଙ୍କ ଆୟ ରେ ବୃଦ୍ଧି ହେବାକୁ ଯାଉଛି ଏବଂ ଅଚାନକ ଧନ ପ୍ରାପ୍ତି ର ସମ୍ଭାବନା ମଧ୍ୟ ରହିଛି ।

୪. ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ମକର ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଆର୍ଥିକ ସ୍ଥିତି ରେ ସୁଧାର ହେବାକୁ ଯାଉଛି ଏବଂ ଏହି ରାଶି ର ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ଉନ୍ନତି ହାସଲ ହେବାର ସମ୍ଭାବନା ମଧ୍ୟ ରହିଛି । ଧନଦେବୀ ବଜରଙ୍ଗବଲି ଙ୍କ କୃପା ରୁ ଏହି ରାଶିର ବ୍ୟକ୍ତି ମାନଙ୍କୁ ସଫଳତା ହାସଲ କରିବା ନିମନ୍ତେ ଅନେକ ସୁଯୋଗ ପ୍ରାପ୍ତ ହେବ ଏବଂ ଏହି ରାଶିର ବ୍ୟକ୍ତିଙ୍କୁ ସୁଯୋଗ ର ଉପଯୋଗ କରିବାକୁ ହେବ ।

୫. ବନ୍ଧୁଗଣ ପଞ୍ଚମ ରାଶିଟି ହେଉଛି, ‘କୁମ୍ଭ ରାଶି’ । ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନ ଦୂର ହେବାକୁ ଯାଉଛି ଏବଂ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ଲାଭ ହେବାକୁ ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ପରିବାର ଏବଂ ମିତ୍ର ଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି ଏବଂ ତାଙ୍କ ସହଯୋଗ ରେ ଏହି ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ଉନ୍ନତି ହାସଲ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *