Vastu Tips;- ଅଜାଣତରେ ବି କରନ୍ତୁ ନାହିଁ ଏହି ସବୁ ଜିନିଷର ଦାନ ! ନଚେତ ଗରିବୀ ବ୍ୟକ୍ତିର ପଛରେ ପଡିଯାଏ…

ନମସ୍କାର ବନ୍ଧୁଗଣ, ଆମ ଘରେ ରହିଥିବା ଜିନିଷର ଦାନ କରିବା ଦ୍ଵାରା ଯଦି ଅନ୍ୟର ମଙ୍ଗଳ ହେବ ତେବେ ଆମେ ଦାନ କରିବା ଉଚିତ ଏହି କଥା ଭାବି ସମସ୍ତେ ଦାନ କରିଦେଇଥାନ୍ତି । କିନ୍ତୁ କେଉଁ ଜିନିଷ କେତେବେଳେ ଦାନ କରିବା ଉଚିତ ଏବଂ ଅନୁଚିତ ଏହା କାହାକୁ ମଧ୍ୟ ଜଣାନଥାଏ । ଏହାଫଳରେ ଆପଣଙ୍କ ଏହି ଭୁଲ ଆପଣଙ୍କ ଅଭାବି ଜୀବନର କାରଣ ବନିଯାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଦାନ କରୁଥିବା ଜିନିଷ ସମ୍ବନ୍ଧୀୟ କିଛି କଥା ସମ୍ପର୍କରେ ।

1- ଯଦି ଆପଣଙ୍କ ଜୀବନରେ ନ ସମସ୍ୟା ଲାଗି ରହିଛି ତେବେ ଆପଣ ସୋମବାର ଦିନ ଲୁଣ ଦାନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନର ସମସ୍ୟା ଅନ୍ତ ହେବା ସହ ଦାରିଦ୍ରତା ମଧ୍ୟ ଦୂର ହେବ । 2- ଯଦି ଆପଣ ଗୁଡର ଦାନ କରୁଛନ୍ତି ତେବେ ଆପଣଙ୍କ ସମ୍ପର୍କ ଭଲ ଏବଂ ମଜବୁତ ହୋଇଥାଏ ।

ଯେକୌଣସି ସମ୍ପର୍କକୁ ଠିକ କରିବା ପାଇଁ ହେଲେ ସୋମବାର ଦିନ ଗୁଡ ନିହାତି ଦାନ କରନ୍ତୁ । 3- ଯଦି ଆପଣଙ୍କ ଆତ୍ମବିଶ୍ଵାସ କମିବାରେ ଲାଗୁଛି ତେବେ ଆପଣ ରାଶିର ଦାନ ନିହାତି କରନ୍ତୁ ସୋମବାର ଦିନ । ଯଦି ଆପଣ କଳା ରାଶି ଦାନ କରିବାକୁ ଚାହୁଁଥାନ୍ତି ତେବେ ଆପଣ ଶନିବାର ଦିନ ଦାନ କରିଦେବା ଉଚିତ ।

4- ଘିଅ ଦାନ କରିବା ଫଳରେ ବିମାରୀ ଦୂର ହୋଇଥାଏ । ଯଦି କୌଣସି ପିଲାର ଦେହ ଖରାପ ବାରମ୍ବାର ହେଉଛି ତେବେ ତାଙ୍କ ହାତରେ ଘିଅକୁ ସ୍ପର୍ଶ କରାଇ ଆପଣ ଦାନ କରିବା ଆବଶ୍ୟକ । ଏହାଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଗାଈର ଘିଅ ଦାନ ପ୍ରସ୍ତୁତ କରିବା ଅଧିକ ଶୁଭ ହୋଇଥାଏ ।

5- ବ୍ରାହ୍ମଣଙ୍କୁ ପୂଜା ପରେ ଶସ୍ୟ ଦାନ କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ହୋଇଥାଏ । ଆପଣ ଏହା ଦାନ କରିବା ଦ୍ଵାରା ଆପଣଙ୍କ ଘରେ ଅନ୍ନ ଏବଂ ଧନ ସର୍ବଦା ଭରି ହୋଇ ରହିଥାଏ । 6-  ବସ୍ତ୍ର ଦାନ କରିବା ବହୁତ ଉତ୍ତମ ହୋଇଥାଏ ଆପଣଙ୍କ ପାଇଁ । ଆପଣ ଯଦି ଅନ୍ୟ ଜଣଙ୍କ ମୁହଁରେ ଦାନ ଦେଇ ହସ ଫୁଟାଇ ପାରିବେ ତେବେ ଆପଣଙ୍କ ଜୀବନରେ ମଧ୍ୟ ଭଗବାନ ହସ ଖୁସି ଭରିଦେଇଥାନ୍ତି ।

7- ଆପଣ ଦାନ ଦେବା ନିହାତି ଭାବରେ ଉଚିତ କାରଣ ଏହା ସବୁଠାରୁ ଶୁଭ ହୋଇଥାଏ । କିନ୍ତୁ ଆପଣ ଧ୍ୟାନ ରଖିବା ଦରକାର ସମୟର । ଭୁଲରେ ବି ସନ୍ଧ୍ୟା ସମୟରେ କେବେ ଲୁଣ ଦାନ କରିବେ ନାହିଁ । 8- ଆପଣ ସନ୍ଧ୍ୟା ସମୟରେ କ୍ଷୀରଋ ତିଆରି ପଦାର୍ଥ ମଧ୍ୟ କାହାକୁ ଦାନ କରିବା ଉଚିତ ନୁହେଁ ଯେଭଳି ଦହି ଘିଅ ଇତ୍ୟାଦି । ଏହାଦ୍ଵାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲିଯାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *