ସିରିଏଲ “ବେପନାହ” ରୁ ଫେମସ ହୋଇଥିବା ଆକ୍ଟର Harshad Chopra ଙ୍କ ରିଅଲ ଲାଇଫ Family & Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ଟିଭି ସିରିଆଲ ‘ବେପ୍ନହା’ ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା ହର୍ଷଦ ଚୋପ୍ରା ଏବଂ ତାଙ୍କ ରିଅଲ ଲାଇଫ ଫ୍ୟାମିଲି ଙ୍କ ସମ୍ବନ୍ଧରେ କହିବୁ । ବନ୍ଧୁଗଣ ଆପଣ ମାନେ ତ ଟିଭି ସିରିଆଲ ‘ବେପ୍ନହା’ ରେ ଆଦିତ୍ୟ ହୋତା ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତା ହର୍ଷଦ ଚୋପ୍ରା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ବନ୍ଧୁଗଣ ଏହି ସିରିଆଲ ରେ ଅଭିନେତା ହର୍ଷଦ ଚୋପ୍ରାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ।

ଏହି ଅଭିନେତା ନିଜ ଅଭିନୟ ଏବଂ ନିଜ ଡ୍ୟାସିଙ୍ଗ ଲୁକ ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବନ୍ଧୁଗଣ ଆପଣ ମାନେ ତ ଅଭିନେତା ହର୍ଷଦ ଚୋପ୍ରା ଙ୍କୁ ଅନସ୍କ୍ରିନ ଦେଖିଥିବେ ଏବଂ ତାଙ୍କ ସମ୍ବନ୍ଧରେ ଜାଣିଥିବେ କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ଏବଂ ତାଙ୍କ ଫ୍ୟାମିଲି ସମ୍ବନ୍ଧରେ ଜାଣିଛନ୍ତି ?

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଭିନେତା ହର୍ଷଦ ଚୋପ୍ରା ଙ୍କ ରିଅଲ ଲାଇଫ ଫ୍ୟାମିଲି ସମ୍ବନ୍ଧରେ । ବନ୍ଧୁଗଣ ହର୍ଷଦ ଚୋପ୍ରା ଙ୍କ ଫ୍ୟାମିଲି ରେ ତାଙ୍କ ସମେତ ୫ଜଣ ସଦସ୍ୟ ଅଛନ୍ତି । ତାଙ୍କ ମାତାପିତା ଏବଂ ତାଙ୍କ ଭାଇ ଭଉଣୀ ଙ୍କ ସହ ହର୍ଷଦ ରୁହନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କ ପରିବାର ର ସମସ୍ତ ସଦସ୍ୟ ଙ୍କ ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମେ ଜାଣିବା ହର୍ଷଦ ଙ୍କ ପିତାଙ୍କ ସମ୍ବନ୍ଧରେ । ହର୍ଷଦ ଙ୍କ ପିତାଙ୍କ ନାମ ହେଉଛି ‘ପ୍ରକାଶ ଚୋପ୍ରା’ । ପ୍ରଫେସନ ରେ ତାଙ୍କ ପିତା ଜଣେ ବିଜନେସ ମ୍ୟାନ ଅଟନ୍ତି । ହର୍ଷଦ ଙ୍କ ପିତା ବର୍ତ୍ତମାନ ୬୦ ବର୍ଷ ବୟସର ଅଟନ୍ତି । ସୋସିଆଲ ମିଡିଆରେ ହର୍ଷଦ ଏବଂ ତାଙ୍କ ପିତା ଙ୍କ ଫଟୋ ଦେଖିବାକୁ ମିଳେ । ହର୍ଷଦ ଏବଂ ତାଙ୍କ ପିତା ଙ୍କ ଫଟୋ କୁ ଦେଖିଲେ ଏପରି ଲାଗେ ଯେ, ଦୁହେଁ ବାପା ପୁଅ ନୁହେଁ ଦୁହିଁଙ୍କ ମଧ୍ୟରେ ବନ୍ଧୁର ସମ୍ପର୍କ ରହିଛି ବୋଲି । ଏହି ଦୁହିଁଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଅଟେ ।

୨. ବନ୍ଧୁଗଣ ଯଦି ହର୍ଷଦ ଙ୍କ ମାଆ ଙ୍କ ସମ୍ବନ୍ଧରେ କହିବା ତେବେ ସେ ଜଣେ ହାଉସ ୱାଇଫ ଅଟନ୍ତି । ସେ ନିଜର ପରିବାରର ସମସ୍ତ ସଦସ୍ୟ ଙ୍କ ଧ୍ୟାନ ରଖନ୍ତି ଏବଂ ଯତ୍ନ ନିଅନ୍ତି । ସୋସିଆଲ ମିଡିଆ ରେ ହର୍ଷଦ ଏବଂ ତାଙ୍କ ମାଆ ଙ୍କ କିଛି ଫଟୋ ଦେଖିବାକୁ ମିଳିଛି । ହର୍ଷଦ ଙ୍କ ମାଆ ତାଙ୍କର ବହୁତ ଯତ୍ନ ନିଅନ୍ତି ଏବଂ ଏହାସହିତ ହର୍ଷଦ ମଧ୍ୟ ନିଜ ମାଆ ଙ୍କୁ ବହୁତ ଭଲ ପାଆନ୍ତି ।

୩. ବନ୍ଧୁଗଣ ହର୍ଷଦ ଙ୍କ ଭଉଣୀ ଙ୍କ ସମ୍ବନ୍ଧରେ କହିବା ଯଦି, ତାଙ୍କ ନାମ ‘ହର୍ଷା ଚୋପ୍ରା’ ଅଟେ । ସେ ପ୍ରଫେସନ ରୁ ଜଣେ ମେକଅପ ଆର୍ଟିଷ୍ଟ୍ ଅଟନ୍ତି ଏବଂ ସେ ନିଜ କାମରେ ବହୁତ ସଫଳ ମଧ୍ୟ ହୋଇଛନ୍ତି । ଯଦି ହର୍ଷା ଙ୍କ ସୁନ୍ଦରତା ସମ୍ବନ୍ଧରେ କହିବାକୁ ଯିବା ତେବେ ସେ କୌଣସି ଅଭିନେତ୍ରୀ ଙ୍କ ଠାରୁ ମଧ୍ୟ କମ ନୁହେଁ ।

୪. ବନ୍ଧୁଗଣ ହର୍ଷଦ ଚୋପ୍ରା ଙ୍କ ସାନ ଭାଇ ବର୍ତ୍ତମାନ ନିଜର ପାଠପଢା ଉପରେ ଧ୍ୟାନ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ତାଙ୍କର ଫଟୋ ଦେଖିବାକୁ ମିଳିନାହିଁ । ହର୍ଷଦ ନିଜ ସାନ ଭାଇ ଙ୍କ ସମସ୍ତ ଆବଶ୍ୟକତା କୁ ପୂରଣ କରନ୍ତି ଏବଂ ଏହି ଦୁହିଁଙ୍କ ମଧ୍ୟରେ ଭାଇ ସମ୍ପର୍କ ରୁ ବି ଅଧିକ ବନ୍ଧୁତା ର ସମ୍ପର୍କ ରହିଛି । ବନ୍ଧୁଗଣ ଯଦି ଅଭିନେତା ହର୍ଷଦ ଚୋପ୍ରା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ, ହର୍ଷଦ ଅଭିନେତ୍ରୀ ‘ଶୃତି ଝା’ ଙ୍କୁ ଡେଟ କରୁଥିଲେ ।

ଏହି ଦୁହିଁଙ୍କ ସାକ୍ଷାତ ଟିଭି ସିରିଆଲ ‘ଦିଲ ସେ ଦି ଦୁଆ ସୌଭାଗ୍ୟବତୀଭଵଃ’ ଜରିଆରେ ହୋଇଥିଲା । ଏହି ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ର ସମ୍ପର୍କ ଥିଲା କିନ୍ତୁ ଧୀରେ ଧୀରେ ଏହି ବନ୍ଧୁତା ଭଲ ପାଇବାରେ ପରିଣତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ଏହି ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ଏବଂ ଦୁହେଁ ପରସ୍ପର ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ବର୍ତ୍ତମାନ ଅଭିନେତା ହର୍ଷଦ ଚୋପ୍ରା ନିଜ ଲାଇଫ ରେ ସିଙ୍ଗଲ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *