Vastu Shastra- ଘରକୁ ଏହି 5 ଟି ପୋକ ଆସିବା ହୋଇଥାଏ ଅତ୍ୟନ୍ତ ଶୁଭ, ଘରକୁ ଆସିଥାନ୍ତି ସାକ୍ଷାତ ଲକ୍ଷ୍ମୀ, ହୋଇଥାଏ ଧନପ୍ରାପ୍ତି

ବନ୍ଧୁଗଣ ପଶୁପକ୍ଷୀ ଙ୍କୁ ଦେବତାଙ୍କ ବାହନ ରୂପରେ ଶ୍ରେଷ୍ଠ ମାନା ଯାଇଥାଏ । ଶାସ୍ତ୍ର ଅନୁଯାୟୀ ଏମିତି କିଛି ପଶୁପକ୍ଷୀ ଅଛନ୍ତି ଯାହାକୁ ବିଶେଷ ପ୍ରକାରର ସଂକେତ ମାନାଯାଏ । ଏହା ପଛର ଶାସ୍ତ୍ର ଓ ବିଜ୍ଞାନ କାରଣ ରହିଛି । ଶାସ୍ତ୍ର ଅନୁଯାୟୀ କିଛି ପଶୁପକ୍ଷୀ ବାତାବରଣର ପଜେଟିଉ ଊର୍ଜା କୁ ଅନୁଭବ କରିଥାନ୍ତି । ସେହି ପଜେଟିଭ ଊର୍ଜାର ପିଛା କରି ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ପଶୁପକ୍ଷୀ ଏମିତି ଘରକୁ ଯାଇଥାନ୍ତି ଯେଉଁ ଠାରେ ସ୍ଵଛ ରହିଥାଏ ।

ଆଜି ଆମେ ଆପଣଙ୍କୁ କହିବୁ ଘରକୁ କେଉ କୀଟପତଙ୍ଗ ଆସିଲେ ଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଚୁଚୁନ୍ଦ୍ରା : ବାସ୍ତୁ ଅନୁଯାୟୀ ଯେଉଁ ଘରେ ଚୁଚୁନ୍ଦ୍ରା ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହା ସହ ବ୍ୟକ୍ତିକୁ ବଡ ଫାଇଦା ମିଳିଥାଏ । ଦୀପାବଳିରେ ଚୁଚୁନ୍ଦ୍ରା ଦେଖାଗଲେ ଧନର ବୃଦ୍ଧି ହୁଏ । ଚୁଚୁନ୍ଦ୍ରା ଘରର ଚାରିପାଖରେ ବୁଲିଗଲେ ସେହି ଘରର ବିପଦ ଦୂର ହୁଏ ।

୨- ମୂଷା : ମୂଷା ଭଗବାନ ଗଣେଶଙ୍କ ବାହନ ହେଲେ ବି ତାକୁ ଅଶୁଭ ଶକ୍ତିର ପ୍ରତୀକ ମାନାଯାଏ । ଘରେ ଅଧିକ ସଂଖ୍ଯାରେ ମୂଷା ରହିଲେ ଘରର ଲୋକଙ୍କର ବୁଦ୍ଧିର ବିଉନସ ଓ ଚିନ୍ତାର କାରଣ ହୋଇଥାଏ । ମୂଷା ଘରେ ରୋଗ ସୃଷ୍ଟି କରିଥାଏ ।

୩- ମହୁମାଛି : ଏମିତି କୁହାଯାଏ ମହୁମାଛି ଖରାପ ଭାଗ୍ୟ ଓ ସମୟକୁ ନିମନ୍ତ୍ରଣ କରିତହାଏ । ଘରେ ମହୁମାଛି ବସା ରହିଲେ ଅଶୁଭ ହୁଏ । ଏମାନେ ଜୀବନକୁ ନଷ୍ଟ କରି ଦେଇଥାନ୍ତି । ୪- ବୁଢିଆଣୀ ଜାଲ : ବାସ୍ତୁ ଅନୁଯାୟୀ ଘରେ ବୁଢିଆଣୀ ଜାଲ ରହିବା ଭଲ ନୁହେଁ । ଏହା ଦୁର୍ଭାଗ୍ୟକୁ ସଂକେତ ଦେଇଥାଏ । ତେଣୁ ଘରେ ବୁଢିଆଣୀ ଜାଲ ଦେଖାଗଲେ ତାହାକୁ ହଟାଇ ଦିଅନ୍ତୁ । ଏହା ଜୀବନରେ ଉନ୍ନତି ଅଟକାଇଥାଏ ।

୫- ପ୍ରଜାପତି : ପ୍ରଜାପତି ଘରକୁ ଆସିବା ସୌଭାଗ୍ୟର କଥା ହୋଇଥାଏ । ଏହା ଭଲ ସଂକେତ ମାନାଯାଏ । ବହୁତ ଜଲ୍ଦି ଶୁଭ ସମାଚାର ମିଳିବାର ସଂକେତ ଦେଇଥାଏ । ବାରମ୍ବାର ଘରେ ପ୍ରଜାପତି ଦେଖାଗଲେ ଶୁଭ ଘଟଣା ଘଟିଥାଏ ।

୬- ବିଛା : କୁହାଯାଏ ଯେଉଁ ଘରେ ବିଛା ବାହାରିଥାନ୍ତି ସେଠାରୁ ମା ଲକ୍ଷ୍ମୀ ଯିବାର ସଂକେତ ମିଳିଥାଏ । ହଳଦିଆ ରଙ୍ଗର ବିଛା ମାୟାର ପ୍ରତୀକ ଅଟେ । ଏମିତି ବିଛା ଘରେ ଦେଖାଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୭- ପିମ୍ପୁଡି : ଘରକୁ କଳା ପିମ୍ପୁଡି ଆସିଲେ ଖୁସି ହୋଇ ଯାଅନ୍ତୁ କାରଣ ଏମିତି ହେଲେ ଭବିଷ୍ୟରେ ସୁଖ ଶାନ୍ତିରେ ବୃଦ୍ଧି ହୋଇଥାଏ । ଏହା ସହ ଜୀବନରେ ଐଶ୍ଵର୍ଯ୍ୟ ବୃଦ୍ଧି ପାଇଥାଏ । କଳା ପିମ୍ପୁଡିକୁ ଖାଇବାକୁ ଦେଲେ ଶୁଭ ହୋଇଥାଏ ।

୮- ଝିଟିପିଟି : ଅନେକ ଲୋକ ଝିଟିପିଟିକୁ ଦେଖି ଭୟ କରି ବାହାର କରିଥାନ୍ତି । କିଛି ଲୋକ ନ ଜାଣି ରାଗରେ ଝିଟିପିଟିକି ମାରି ଦେଇଥାନ୍ତି । କିନ୍ତୁ ଝିଟପିଟି ଘରକୁ ଆସିବା ଶୁଭ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *