Tarot Card reading- ହୃଦୟରୁ ବାଛନ୍ତୁ ଯେ କୌଣସି ଗୋଟିଏ ମୟୁର ପର ଓ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଯାହା 2023 ରେ ଆପଣଙ୍କୁ ମିଳିବ ହିଁ ମିଳିବ

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ରିଡିଙ୍ଗ ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ଆପଣଙ୍କ ସହ କନେକ୍ଟ ନ ହେଲେ ମଧ୍ୟ ଆପଣ ଏହାକୁ ମନୋରଞ୍ଜନ ପାଇଁ ଦେଖିପାରିବେ । ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଯାହା ଆପଣଙ୍କୁ ମିଳିକି ହିଁ ରହିବ । ଏଥିପାଇଁ ଆପଣଙ୍କୁ ଦୁଇ ଟି ମୟୂର ପର ମଧ୍ୟରୁ ଯେ କୌଣସି ଭାଗ୍ୟ ବାଛନ୍ତୁ ।

ଗୋଟେ ସବୁଜ ରଙ୍ଗର ମୟୂର ପର ଓ ଅନ୍ୟ ଟି ବ୍ରାଉନ ରଙ୍ଗର ମୟୁର ପର ର ଚିତ୍ର ରହିଛି । ତେବେ ବାଛନ୍ତୁ ମୟୂର ପର ଆଉ ଜାଣନ୍ତୁ ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି । ୧- ପ୍ରଥମ ମୟୂର ପର : ଯେଉଁ ମାନେ ପ୍ରଥମ ମୟୁର ପର ଚୁଜ କରିଛନ୍ତି ସେମାନେ ୨୦୨୧ ରୁ ୨୦୨୨୨ ଯାଏଁ ଯେତେ ସଂଘର୍ଷ କରିଛନ୍ତି ତାହା ଏହି ବର୍ଷ ୨୦୩ ରେ ସବୁ କିଛି ଦୂର ହେବ । ଅପଣାଙ୍କ ପରିସ୍ଥିତି ନିଶ୍ଚୟ ଦୂର ହେବ । ଆପଣ ନିଜ ଉପରେ ଧ୍ୟାନ ଦିଅନ୍ତୁ । ଅଟକିଥିବା କାମରେ ଧ୍ୟାନ ଦିଅନ୍ତୁ ଓ ପରିବର୍ତ୍ତନ କରନ୍ତୁ ।

ଆପଣଙ୍କ ଦିନଚର୍ଜ୍ୟା ରେ ବହୁତ ବଡ ପରିବର୍ତ୍ତନ ଆସିବ । ଆପଣଙ୍କ ଚିନ୍ତାଧାରା ବଦଳିଯିବ । ଆପଣ ବୁଝିବାକୁ ଚେଷ୍ଟା କରନ୍ତୁ କଣ କରିବେ କଣ ନାହି । କ୍ଯାରିୟର ବେହତର ବନାଇବା ପାଇଁ ବହୁତ ଭଲ ଅଫର ମିଳିବ । ନେଗେଟିଭ କଥାରୁ ଦୂରେଇ ରୁହନ୍ତୁ । ନିଜ ସ୍ବଭାବରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଲେ କିଛି ଲୋକ ବାଧା ସୃଷ୍ଟି କରିପାରନ୍ତି । କାମ ସହ ଜଡିତ କଥାରେ ଧ୍ୟାନ ଦିଅନ୍ତୁ । କାମର ବିସ୍ତାର ପାଇଁ ଆପଣଙ୍କୁ ନୂଆ ମାର୍ଗ ମିଳିବ । ଆପଣ ଯେତେ ମେହନତ କରିବେ ନିଶ୍ଚୟ ୨୦୨୩ରେ ସଫଳ ହେବେ ।

୨- ଦ୍ଵିତୀୟ ମୟୂର ପର : ଆପଣ ଯାହା ପାଇଁ ଦ୍ଵିତୟ ମୟୂର ପର ବାଚିଛନ୍ତି ତେବେ ଆପଣଙ୍କ ଧ୍ୟାନ କେନ୍ଦ୍ରିତ ହେବ ୨୦୨୩ରେ । ଏପ୍ରିଲ ୨୦୨୨ ପରେ ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ହୋଇଛି । ଆପଣ ଏବେ ଈଶ୍ବରଙ୍କ ଉପରେ ଭରସା କରୁଛନ୍ତି । ଆପଣ ଯେତେ ବଡ ସମସ୍ଯା ଆସିଲେ ବି ଶାନ୍ତି ରଖୁଛନ୍ତି ଧର୍ଯ୍ୟ ବଜାୟ ରଖୁଛନ୍ତି ।

ଆପଣଙ୍କୁ ଏହା ଉପରେ ଫୋକସ ବି କରିବାକୁ ହେବ । ଛୋଟ ଛୋଟ କଥାରେ ରାଗନ୍ତୁ ନାହି କି ଗର୍ବ କରନ୍ତୁ ନାହି । ଏହି ସମୟରେ ନିଜର ବାଣୀ ଓ ବ୍ୟବହାର ଉପରେ ସଂଯମ ରଖିବା ଉଚିତ । ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଆପଣଙ୍କୁ ଏତେ ଭଲ ମଣିଷ କରିଥିବାରୁ ।

୨୦୨୩ରେ ଆପଣଙ୍କୁ କାମ ଉପରେ ଧ୍ୟାନ ଦେବାର ଜରୁରତ ଅଛି । ବନ୍ଧୁ ବା ସମ୍ପର୍କୀୟଙ୍କ ସହ ସମ୍ପର୍କରେ ବିବାଦ ହୋଇପାରେ । ଆପଣ ପରିସ୍ଥିତି ସହ ବୁଝାମଣା କରିବାରେ ସକ୍ଷମ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *