Astrology- କୋଟିଏରେ ଗୋଟିଏ ହୋଇଥାନ୍ତି ଏହି 6 ଟି ନାମର ଝିଅ, କଣ ଏଥିରେ ଆପଣଙ୍କ ନାମ ଅଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଅନେକ ପ୍ରକାର ବ୍ୟକ୍ତି ଦେଖିବାକୁ ମିଳିଥାନ୍ତି । ସେଥିମଧ୍ୟରୁ ଯଦି କେବଳ ମହିଳାଙ୍କ କଥା ବିଚାରଭୁକ୍ତ କରିବା । ତେବେ ସବୁ ଝିଅଙ୍କର ସ୍ଵଭାବ ସମାନ ହୋଇନଥାଏ । ଆଜି ଆପଣ ଏହି ୬ ନାମର ଝିଅଙ୍କୁ ଜାଣିବେ । ଯେଉଁ ମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି । ଏମାନଙ୍କୁ କୋଟିଏରୁ ଗୋଟିଏର ଆକ୍ଷା ମିଳିଥାଏ । ଚାଲନ୍ତୁ ସେହି ୬ ନାମର ଝିଅଙ୍କ ବିଷୟରେ ସବିଶେଷ ଜାଣିବା ।

A ଅକ୍ଷର ;- ଏହି ଝିଅ ମାନେ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ଯାହାଙ୍କୁ ଯାହା କଥା ଦେଇଥାନ୍ତି । ସେମାନଙ୍କ କଥା କେବେ ମଧ୍ୟ ଭାଙ୍ଗିନଥାନ୍ତି । ତେଣୁ ଏମାନେ ବିଶ୍ବାସର ପାତ୍ର ହୋଇପାରନ୍ତି । ଏହି ଝିଅ ମାନେ ସବୁବେଳେ ହସ ଖୁସିରେ ରହିବା ସହ ଅନ୍ୟକୁ ଖୁସିରେ ରଖିବାକୁ ପସନ୍ଦ କରିଥାନ୍ତି ।

Dଅକ୍ଷର ;- ଏହି ଅକ୍ଷରଏ ଝିଅ ମାନେ କେବେ ମଧ୍ୟ କାହାର ଖରାପ ଚିନ୍ତା କରିନଥାନ୍ତି । ଏହି ଝିଅ ମାନଙ୍କର ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ । ଏମାନେ ଯେଉଁ ଘରକୁ ଯାଇଥାନ୍ତି । ସେହି ଘରର ବହୁ ବିଦ୍ଧ ଉନ୍ନତି କରିଥାନ୍ତି । ତେଣୁ ଏମାନେ ଅତ୍ୟନ୍ତ ଶୌଭାଗ୍ୟବତୀ ହୋଇଥାନ୍ତି । ପର ଉପକାର କରିବାରେ ସବୁବେଳେ ମନବୃତ୍ତି ରଖିଥାନ୍ତି ।

L ଅକ୍ଷର ;- ଏହି ଝିଅ ମାନେ ଅତ୍ୟନ୍ତ ସରଳ ଓ ଶର୍ମୀଲି ଅନ୍ଦାଜର ହୋଇଥାନ୍ତି । ଏମାନେ ଶାନ୍ତ ପ୍ରିୟ ନାରୀ ହୋଇଥାନ୍ତି । ଏମାନେ ନିଜ କ୍ଯାରିଅରକୁ ନେଇ ବହୁତ ସ୍ପଷ୍ଟବାଦୀ ହୋଇଥାନ୍ତି । ଏହି ଝିଅଙ୍କର ସବୁଠାରୁ ଭଲ ଗୁଣ ହେଉଛି । ଏମାନେ ବହୁତ ଛୋଟ ଛୋଟ ଖୁସିରେ ନିଜର ବହୁତ ବଡ ଖୁସିକୁ ପାଇଯାଇଥାନ୍ତି ।

S ଅକ୍ଷର ;- ଏହି ଝିଅ ମାନେ ହସଖୁସି ମିଜାଜର ହୋଇଥାନ୍ତି । ଏମାନେ ନିଜ ଲାଇଫକୁ ବିନ୍ଦାସ ଭାବେ ବଞ୍ଚିବାକୁ ରୁଚି ରଖିଥାନ୍ତି । ଏମାନେ ନିଜ କ୍ଯାରିଅର ପାଇଁ ବହୁତ ସିନସିଅର ରହିଥାନ୍ତି । ଏମାନେ ନିଜର ସବୁ କଥାକୁ ଅନ୍ୟ ଆଗରେ ଶେୟାର କରିବାକୁ ଏତେ ମାତ୍ରାରେ ପସନ୍ଦ କରିନଥାନ୍ତି । ଏମାନେ ଅନ୍ୟର ଭାବନାକୁ ବହୁତ ସମ୍ମାନ କରିଥାନ୍ତି ।

M ଅକ୍ଷର ;- ଏହି ଅକ୍ଷରରୁ ଆରମ୍ଭ ନାମର ଝିଅ ମାନେ ଏମାନେ ଅନ୍ୟର ଦୁଃଖକୁ ଦେଖି ସହ୍ୟ କରିପାରିନଥାନ୍ତି । ଏମାନେ ହୃଦୟ ବହୁତ କୋମଳ ହୋଇଥାଏ । ଛୋଟ ଛୋଟ କଥାରେ ବହୁତ ସମୟରେ ଦୁଃଖୀ ହୋଇଯାଇଥାନ୍ତି । ଏମାନେ କିଛି କଥା ପାଇଁ ବହୁତ ସମୟରେ ଚିନ୍ତନ ରାଜ୍ୟରେ ବୁଡି ରାହିଜାଇଥାନ୍ତି ।

P ଅକ୍ଷର ;-  ଏମାନଙ୍କ ହୃଦୟ ବହୁତ ସଫା ଓ ଏମାନେ ଭାବୁକ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ଦାୟିତ୍ଵ ତୁଲାଇବାରେ ମାହିର ହୋଇଥାନ୍ତି । ଏମାନେ ଭିତରୁ ଯେତେ କଷ୍ଟରେ ରହିଥାନ୍ତୁ । ଅନ୍ୟ ଆଗରେ ସବୁବେଳେ ହସଖୁସିରେ ଚଳିଥାନ୍ତି ।

ଏହି ଝିଅ ମାନେ ଯାହାକୁ ଥରେ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ବହୁତ ଭଲ ପାଉଥିବା ବେଳେ ଯାହାକୁ ଥରେ ଘୃଣା କରିଥାନ୍ତି । ତାଙ୍କୁ ବହୁତ ଶୀଘ୍ର କ୍ଷମା କରିପାରିନଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *