ରାତି 3 ଟା ରେ ଯଦି ଭାଙ୍ଗି ଯାଉଛି ଆପଣଙ୍କ ନିଦ, ତେବେ ହେଇ ଯାଆନ୍ତୁ ସାବଧାନ, ଜାଣନ୍ତୁ ଏହା ପଛର ରହସ୍ୟ- Mysteries

ବନ୍ଧୁଗଣ ଯଦି ଆପଣଙ୍କ ଆଖି ମଧ୍ୟ ରାତି ତିନିଟା ଆଖପାଖରେ ଖୋଲି ଯାଉଛି ତେବେ ଏହି ଖବର ଶୁଣି ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏହି ଦୁନିଆ ରହସ୍ୟମୟ କଥାରେ ପରିପୂର୍ଣ୍ଣ ଅଟେ ।

ଆମେ ଆଜି ଆପଣଙ୍କୁ କହିବୁ ରାତି ତିନିଟା ସମୟ ଅଶୁଭ ବୋଲି କାହିଁକି ମାନାଯାଏ । କଣ ପାଇଁ ଏହି ସମୟରେ ଆଖି ଖୋଲିଲେ ନକରାତ୍ମକ ଊର୍ଜା ଅନୁଭବ ହୋଇଥାଏ । ଯଦି ଆପଣଙ୍କ ନିଦ ରାତ୍ରି ଗୋଟାଏରୁ ତିନିଟା ସମୟ ମଧ୍ୟରେ ଅଚାନକ ଭାଙ୍ଗି ଯାଉଛି ବା ଆପଣ ଏହି ସମୟରେ ଉଠୁଛନ୍ତି ତେବେ ସମ୍ଭତଃ କୌଣସି ବିଷୟ ଆପଣଙ୍କୁ ଭାବନାତ୍ମକ ଭାବେ ବ୍ୟତିବ୍ୟସ୍ତ କରୁଥାଇ ପାରେ ।


ଏହା ଦ୍ଵାରା ଆପଣଙ୍କ ଶରୀରରେ ଉତ୍ପନ ହେଉଥିବା ସକାରାତ୍ମକ ଊର୍ଜା ଏଥିପାଇଁ ପ୍ରଭାବିତ ହୋଇପାରେ । ଏଥି ସକାଶୁ ଆଜି ଆମେ ଆପଣଙ୍କୁ ଜଣାଇବୁ ରାତି ତିନିଟା ସମୟରେ ଉଠିବାକୁ କାହିଁକି ଅଶୁଭ ବୋଲି କୁହାଯାଇ ଥାଏ । ଅଧ ରାତିରେ କୌଣସି ଦେବୀ ଦେବତାଙ୍କ ପୂଜା କରାଯାଇ ନ ଥାଏ କି କୌଣସି ମନ୍ଦିରର ଦ୍ଵାର ଖୋଲା ନ ଥାଏ ଓ ଚାରିଆଡେ ନିଶବ୍ଦ ଥାଏ । ଏହି ସମୟରେ ସୂର୍ଯ୍ୟ ନ ଥିବାରୁ ନକରାତ୍ମକ ଶକ୍ତି ସମୂହ ବହୁତ ଶକ୍ତିଶାଳୀ ହୋଇଥାନ୍ତି ।

ରାତି ତିନିଟା ସମୟରେ ନକରାତ୍ମକ ଶକ୍ତି ମାନେ ଶହେ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାନ୍ତି ଓ ତା-ନ୍ତ୍ରି-କ ମାନେ ମଧ୍ୟ ସିଦ୍ଧି ଲାଭ କରିବା ପାଇଁ ଏହି ସମୟରେ ଅନେକ ପ୍ରକାରର ସାଧନା କରିଥାନ୍ତି । ବଳି ଚଢାଇବା ଓ କେତେକ ଗୁପ୍ତ ସାଧନା ସବୁ ସେମାନେ କରିଥାନ୍ତି । ତ-ନ୍ତ୍ର ବିଦ୍ୟା ଅନୁସାରେ ରାତ୍ରି ତିନିଟା ସମୟରେ ଚଢା ଯାଉଥିବା ବଳି ସବୁଠୁ ଅଧିକ ସଫଳ ହୋଇଥାଏ । ସେଥିପାଇଁ ତା-ନ୍ତ୍ରି-କ ମାନଙ୍କ ପାଇଁ ଏହି ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ବିଶ୍ଵାସ କରାଯାଏ ଯେ ଏହି ସମୟରେ ସବଥୁ ଅଧିକ ଶୈ-ତା-ନି ଶକ୍ତି ବ୍ରହ୍ମାଣ୍ଡରେ ବୁଲନ୍ତି । ସେଥିପାଇଁ ତା-ନ୍ତ୍ରି-କ ବିଦ୍ୟା ପାଇଁ ଏହି ସମୟ ଶୁଭ ବୋଲି ମାନାଯାଏ । ମାତ୍ର ଆପଣଙ୍କ ପାଇଁ ଏହି ସମୟ ସବୁଠୁ ଅଧିକ ଭୟଙ୍କର ଅଟେ । ଫିଲ୍ମ ଗୁଡିକରେ ମଧ୍ୟ ରାତି ତିନିଟାରେ ଯାଇ ଘଣ୍ଟା କଣ୍ଟା ଅଟକି ଯାଏ ଓ ତାପରେ ହିଁ ଭୟଙ୍କର ଘ-ଟ-ଣା ଘ-ଟି-ଥା-ଏ ବୋଲି ଦେଖାଇଥାନ୍ତି । ସେଥିପାଇଁ ସଂଖ୍ୟା ତିନିକୁ ମଧ୍ୟ ଅଶୁଭ ବୋଲି ମାନାଯାଏ ।

ଏହି ସମୟକୁ ନେଇ କେତେକ ଜରୁରୀ ସୂଚନା:-

କେବେ ମଧ୍ୟ ରାତିରେ ଶୋଇବା ସମୟରେ ଭୁ-ତ ପ୍ରେ-ତା-ତ୍ମା-ଙ୍କ ବିଷୟରେ କଥାବାର୍ତ୍ତା ହୁଅନ୍ତୁ ନାହିଁ । ଏହି ସମୟରେ ଯଦି କେବେ ଉଠୁଛନ୍ତି ଓ ବାହାରକୁ ଯାଉଛନ୍ତି ତେବେ ମ-ସା-ଣି ସ୍ଥାନରୁ ଦୂରେଇକି ଯାଅନ୍ତୁ । ଯେଉଁଠି କାହାର ବ-ଳି ଦିଆଯାଏ ଏପରି ସ୍ଥାନକୁ ଯାଆନ୍ତୁ ନାହିଁ ।

ଯେଉଁଠାରେ ଭୁ-ତ ପ୍ରେ-ତ ଭଗାଇ ଦିଆଯାଉଛି ବୋଲି କୁହାଯାଏ ଏପରି ସ୍ଥାନକୁ ମଧ୍ୟ ଯାଆନ୍ତୁ ନାହିଁ । ନଦୀ, ପୋଖରୀ ଓ ରାସ୍ତା ପାରି ହେବାକୁ ପଡୁଥିଲେ କିମ୍ବା କୌଣସି ଜଙ୍ଗଲ ଦେଇ ପାରି ହେବାକୁ ପଡୁଥିଲେ କି ଅବା ରାତି ତିନିଟାରେ ଅଚାନକ ନିଦ ଭାଙ୍ଗିଗଲେ ଏହି ସମୟରେ ନିଜ କାର୍ଯ୍ୟ କରି ଭଗବାନଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *