ଆଣ୍ଠୁ ଗଣ୍ଠି ବିନ୍ଧା ସବୁ ଦିନ ପାଇଁ ପୁରା ଭଲ କରିଦେବ ଏହି ଗୋଟିଏ ପତ୍ର, ଏହିପରି କରନ୍ତୁ ପ୍ରୟୋଗ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଧିକାଂଶ ବ୍ୟକ୍ତି ଙ୍କ ମଧ୍ୟରେ ଆଣ୍ଠୁ ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏହାକୁ ଦୂର କରିବା ନିମନ୍ତେ ସେମାନେ ବିଭିନ୍ନ ଔଷଧ ର ସେବନ ମଧ୍ୟ କରୁଛନ୍ତି ।

କିନ୍ତୁ କିଛି ଫଳ ପ୍ରାପ୍ତ ହେଉନାହିଁ । ଏହାର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ ଯାହା ଅନିୟମିତ ଖାଦ୍ୟପେୟ ଯୋଗୁଁ ହୋଇଥାଏ । ଯଦି ଆପଣଙ୍କୁ ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ରହିଛି ତେବେ ଆପଣ ଆଦୋୖ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କୁ ଏହି ସମସ୍ୟା ରୁ ତୁରନ୍ତ ଆରାମ ମିଳିବ । ଏହି ଉପଚାର ବହୁ ପୁରାତନ ଏବଂ ପରୀକ୍ଷିତ ଅଟେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ର ପ୍ରଧାନ ସାମଗ୍ରୀ ହେଉଛି ‘ପାନପତ୍ର’ । ଆୟୁର୍ବେଦ ଅନୁସାରେ ପାନପତ୍ର ହେଉଛି ଏକ ଚମତ୍କାରୀ ଜିନିଷ ଏବଂ ଏହା ଏକ ସାତ୍ତ୍ଵିକ ଆହାର ଅଟେ । ଆଣ୍ଠୁ ଓ ଗଣ୍ଠି ବିନ୍ଧା ଭଳି ସମସ୍ୟା ରେ ଏହା ରାମବାଣ ଭଳି କାର୍ଯ୍ୟ କରିଥାଏ । ତେବେ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଆପଣଙ୍କୁ ସର୍ବ ପ୍ରଥମେ ଏକ ମିଠା ପାନପତ୍ର ସଂଗ୍ରହ କରିବାକୁ ପଡ଼ିବ ।

ଏଥିପାଇଁ ଅଳ୍ପ କିଛି ଚୂନ ମଧ୍ୟ ଆବଶ୍ୟକ ହୋଇଥାଏ । ଚୂନ ଆପଣଙ୍କୁ ଅତି ସହଜରେ ପାନ ଦୋକାନ ରେ ମିଳିଯିବ । ପାନ ରେ ବ୍ୟବହାର ହେଉଥିବା ମସଲା ଅତ୍ୟନ୍ତ ହାନିକାରକ ହୋଇଥାଏ କିନ୍ତୁ ଚୂନ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହାକୁ ସମସ୍ତେ ବ୍ୟବହାର କରି ପାରିବେ । କିନ୍ତୁ ଯେଉଁ ବ୍ୟକ୍ତି ଙ୍କ କିଡ୍ନୀ ରେ ଷ୍ଟ୍ଓନ ର ସମସ୍ୟା ରହିଛି ସେମାନେ ଚୂନ ର ବ୍ୟବହାର କରିବା ଉଚିତ ନୁହେଁ ।

ଆପଣ ରାତିରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ର ରେ ପାଣି ରଖି ଦିଅନ୍ତୁ ଏବଂ ସକାଳୁ ଉଠିବା ପରେ ଏହି ପାଣିକୁ ଉଷୁମ କରି ପିଇ ଦିଅନ୍ତୁ । ଏହାପରେ ଏକ ପାନ ପତ୍ର ରେ ଅଳ୍ପ ଚୂନ ଲଗାନ୍ତୁ ଏବଂ ତାହାକୁ ଧୀରେ ଧୀରେ ଚୋବାଇ ଖାଇ ଦିଅନ୍ତୁ । ଏହାକୁ ଧୀରେ ଧୀରେ ଚୋବାଇ ଖାଇବା ଦ୍ଵାରା ଚୂନ ପାଟିକୁ କୌଣସି କ୍ଷତି କରିନଥାଏ । ଏହି ଉପଚାର କୁ ପ୍ରତିଦିନ ନକରି ଦିନେ ଛାଡ଼ି ଦିନେ କରନ୍ତୁ ଅର୍ଥାତ ଏକ ମାସରେ ଏହି ଉପଚାର କୁ ଆପଣ ମାତ୍ର ୧୫ ଦିନ ପ୍ରୟୋଗ କରନ୍ତୁ ।

ଧ୍ୟାନ ରଖିବେ ଯେ, ଏହି ଉପଚାର କୁ ଏକ ମାସରୁ ଅଧିକ କରନ୍ତୁ ନାହିଁ । ଏହି ଘରୋଇ ଉପଚାର କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁ ଏବଂ ଗଣ୍ଠି ବିନ୍ଧା ସମସ୍ୟା ଦୂର ହୋଇଥାଏ ଏବଂ ଶରୀର ରୁ ଦୁର୍ବଳତା ତୁରନ୍ତ ଗାୟବ ହୋଇଥାଏ ।ତେବେ ଯଦି ଆପଣ ମଧ୍ୟ ଏହି ସମସ୍ୟା ରେ ଅଛନ୍ତି ଏହି ଘରୋଇ ଉପଚାର ର ପ୍ରୟୋଗ ନିଶ୍ଚିତ ଭାବରେ କରନ୍ତୁ । ଏହାର ଚମତ୍କାରୀ ଲାଭ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *