Health Tips- ଉଚ୍ଚତା ବଢାଇବା ପାଇଁ କେବଳ ଏହାକୁ କରନ୍ତୁ ! ମାତ୍ର 7 ଦିନରେ ବଢିବାକୁ ଲାଗିବ ଉଚ୍ଚତା 

ନମସ୍କାର ବନ୍ଧୁଗଣ ,  ଏକ ଆଧୁନିକ ରିସର୍ଚ ରୁ ଏହା ପ୍ରକାଶିତ ହୋଇଛି ଯେ ଶହେ ରୁ 48% ଲୋକମାନଙ୍କ ଉଚ୍ଚତା ବୃଦ୍ଧି ହୋଇନଥାଏ । ଆମ ଆଖ ପାଖ ରେ ମଧ୍ୟ ଅନେକ ଲୋକମାନେ ଏହି ସମସ୍ୟାର ସମୁଖୀନ ହୋଇଥାନ୍ତି । ଏହା ସତ୍ୟ ଅଟେ ଯେ ଯଦି ଜଣେ ବ୍ୟକ୍ତିର ଉଚ୍ଚତା ଲମ୍ବା ହୋଇନଥାଏ , ତେବେ ସେମାନଙ୍କ ଜୀବନ  ଶୈଳୀ ଭିନ୍ନ ହୋଇଥାଏ  ଏବଂ ଏତେ  ବି ଭଲ ହୋଇନଥାଏ ।

ସମାଜରେ ଅନ୍ୟ ଅପେକ୍ଷା ସେ ସବୁ ସ୍ତରରେ ପଛୁଆ ରହିଯାଇଥାଏ । ଆଧୁନିକ ଯୁଗରେ ସବୁ ସ୍ଥଳରେ ଆମକୁ ପ୍ରତିଯୋଗିତାର ସାମନା କରିବାକୁ ପଡିଥାଏ । ତେଣୁ ନିଜର ଜୀବନ ଶୈଳୀ ଏବଂ ବାହିକ ରୂପ କୁ ଏପରି କରିବା ଉଚିତ୍ ଯେ ଯିଏ ବି ଦେଖୁ ସେ ଆପଣକୁ  ଦେଖି ପ୍ରସନ୍ନ ହେଇଯିବ । ମୁଁ ଆଜି ଆପଣଙ୍କୁ ଏମିତି ଏକ ଉପାୟ କହିବି ଯାହାକୁ କରିବା ଦ୍ଵାରା ଆପଣଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ ।

ପୁଅ ହେଉ ବା ଝିଅ ଉଭୟଙ୍କର ଉଚ୍ଚତା ବଢିଥାଏ । ଅନେକ ସମୟରେ ଆମେ ଦେଖିଥାଉ ଯେ ପିତାମାତାଙ୍କର ଉଚ୍ଚତା କମ୍ ଥାଏ , କିନ୍ତୁ ପିଲାର ଉଚ୍ଚତା ଅଧିକ ରହିଥାଏ । କାରଣ ବିଜ୍ଞାନ ଅନୁସାରେ ଦେଖିଲେ ପିଲାମାନେ ପିତାମାତାଙ୍କ ଜିନ ଅନୁସାରେ ପିଲାର ଉଚ୍ଚତା ରହିଥାଏ । କିନ୍ତୁ କିଛି କ୍ଷେତ୍ରରେ ଏହା ଓଲଟା ହୋଇଥାଏ ପିଲା ପିତାମାତା ଭଳି ନ ହୋଇ ଠିକ ଉଚ୍ଚତା ରହିଥାଏ ।

ଯଦି ଆମେ ଖାଇବା ଖାଦ୍ୟରେ ପୋଷାକ ର ଅଭାବ ରହିଥାଏ ତେବେ ମଧ୍ୟ ଆମେ କମ୍ ଉଚ୍ଚତା ହେଉଥାଉ ।  ଖାଦ୍ୟ ବିନା ମଣିଷ କିଛି ଦିନ ବଞ୍ଚିପାରେ କିନ୍ତୁ ପାଣି ବିନା ମଣିଷ ବଞ୍ଚିପାରେ ନାହିଁ । ଯଦି ଆପଣଙ୍କ ଶରୀର ପତଳା , ମୋଟା ଏବଂ ଉଚ୍ଚତା  କମ୍ ହୋଇଥାଏ ତେବେ ଏହାର କାରଣ ପାଣି ହୋଇଥାଏ । ଯଦି ଆପଣ ପାଣି କୁ ଠିକ ଭାବରେ ପିଇବେ ତେବେ ଆପଣଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ । ଦିନକୁ ସାତ ରୁ ଆଠ ଗ୍ଳାସ ପାଣି ପିଇବା ଉଚିତ୍ ।

ସକାଳ ଉଠିଲା ମାତ୍ରେ ଆପଣଙ୍କୁ ଏକ ଗ୍ଳାସ ପାଣି ପିଇବା ଉଚିତ୍ ଏବଂ ଜଳଖିଆ ଖାଇବା ପରେ ଏକ ଗ୍ଲାସ ପାଣି ପିଇବେ । ଦୁଇ ଘଣ୍ଟା ଭିତରେ ଆପଣଙ୍କୁ ଏକ ଗ୍ଳାସ ପାଣି  ପିଇବା ଉଚିତ୍ । ଗରମ ଜିନିଷ ର ସେବନ ପରେ ପାଣି ପିଇବା ଉଚିତ୍ ନୁହେଁ । ତେଲ , ମସଲା ଖାଦ୍ୟ ଖାଇବା ପରେ ପାଣି ର ସେବାବ କରନ୍ତୁ ନାହିଁ । ଯୋଗ ନା ବ୍ୟାୟାମ ପରେ ତୁରନ୍ତ ପାଣି ପିଇବେ ନାହିଁ ।

ଉଚ୍ଚତା କୁ ବୃଦ୍ଧି କରିବାକୁ ହେଲେ ଆପଣଙ୍କୁ ସବୁ ଦିନ ବ୍ୟାୟାମ କରିବା ଉଚିତ , ଏହାକୁ କରିବା ଦ୍ଵାରା ହିଁ ଆପଣଙ୍କ ଉଚ୍ଚତା ବଢିଥାଏ । ତେଣୁ ପାଣି ପିଇବା ଏବଂ ବ୍ୟାୟାମ କରିବା ଦ୍ଵାରା ଆପଣଙ୍କ ଉଚ୍ଚତା ଦ୍ରୁତ ଗତିରେ ବଢିଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *