ଭଗବାନଙ୍କ ସାମ୍ନାରେ କାନ୍ଦିଲେ କ’ଣ ହୋଇଥାଏ ? ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ଭଗବାନଙ୍କ ଆଗରେ କାନ୍ଦିବା ଦ୍ଵାରା କଣ ହୋଇଥାଏ  ଏହା କରିବା ଉଚିତ୍ ବା ଅନୁଚିତ୍ । ଭଗବାନଙ୍କ ସାମନାରେ ସେହି ବ୍ୟକ୍ତି କାନ୍ଦିଥାଏ ଯିଏ ବିଶ୍ଵାସ କରିଥାଏ ଯେ ତାର ସମସ୍ତ କଷ୍ଟରୁ ଭଗବାନ ହିଁ ତାଙ୍କୁ ରକ୍ଷା କରିପାରିବେ । ଇଶ୍ଵରଙ୍କୁ ଅତି ନିଜର ମାନିଥିବା ବ୍ୟକ୍ତି ତାଙ୍କ ସାମନାରେ କାନ୍ଦିଥାଏ । ଇଶ୍ଵର ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ ବା ନକରନ୍ତୁ ମାତ୍ର ସେ ଇଶ୍ଵରଙ୍କୁ ପ୍ରାଥନା କରିବା  ଛାଡି ନଥାଏ ।

ଇଶ୍ଵର ନିବେଦନ ଶୁଣିବାରେ ବିଳମ୍ବ କରିଥାନ୍ତି କିନ୍ତୁ ଦିନେ  ନିଶ୍ଚୟ ଉତ୍ତର ଦେଇଥାନ୍ତି । ବ୍ୟକ୍ତି ତାର ଦୁଃଖ ସମୟରେ ଇଶ୍ଵରଙ୍କ ଠାରେ କାନ୍ଦିଥାଏ ଏବଂ ସୁଖ ସମୟରେ ମଧ୍ୟ ଆନନ୍ଦ ସହ କାନ୍ଦି ପକେଇଥାଏ । ଏଭଳି ବ୍ୟକ୍ତିର ମନ ପବିତ୍ର ହୋଇଥାଏ । ଏପରି ବ୍ୟକ୍ତି ଇଶ୍ଵରଙ୍କ ଠାରେ ଲୀନ ହୋଇଥାଏ ଦିବାରାତ୍ରି ଭଗବାନଙ୍କ ଠାରେ ଜୀବନ ଅତିବାହିତ କରିଥାଏ ।

ଯେବେ ମଣିଷ ଜୀବନରେ ଦୁଃଖ କଷ୍ଟ ଘେରିଥାଏ ତେବେ ସେ ଇଶ୍ଵରଙ୍କ ସାମନାରେ ନିଜକୁ ନତ କରିଥାଏ । ଇଶ୍ଵର ମଧ୍ୟ ଆମର ସମସ୍ତ ଦୁଃଖ କଷ୍ଟ ଜାଣିଥାନ୍ତି । କାରଣ ଭଗବାନ ଅନ୍ତରୟାମୀ  ଅଟନ୍ତି ତାଙ୍କ ଠାରେ କୋଣସି ବିଷୟ ଲୁଚି ରହିନଥାଏ । ଯଦି କୋଣସି ବ୍ୟକ୍ତିକୁ ଇଶ୍ଵରଙ୍କ ପାଖକୁ ଯିବା କ୍ଷଣି କାନ୍ଦ ଆସିଥାଏ । ବ୍ୟକ୍ତିଙ୍କୁ ବିପଦରୁ ଶୀଘ୍ର ବାହାର କୁ ଆସିବାକୁ ହେଲେ ଭଗବତ ଗୀତାର ପଠନ କରିବା ଉଚିତ୍ ।

ଭଗବତ ଗୀତାକୁ ସବୁ ଦିନ ପଢିବା ଦ୍ଵାରା ଜୀବନ ବଦଳି ଯାଇଥାଏ । ଯଦି ଆପଣ ଇଶ୍ଵରଙ୍କ ସ୍ତୁତି କରନ୍ତି ତେବେ ଜୀବନର ବଡରୁ ବଡ ସମସ୍ୟା ସମାଧାନ ହୋଇଯାଇଥାଏ । ସଂସାରରେ ଥିବା ପ୍ରତେକ ମଣିଷ ଏହା ଚାହିଥାଏ କି ସେ ମୃତ୍ୟୁ ପରେ ମୋକ୍ଷ କୁ ପ୍ରାପ୍ତ କରୁ ବୋଲି ଏବଂ ସଂସାରରେ ଥିବା ସମୟରେ ଭଗବାନ ତାର ସମାସ କାମନା କୁ ପୂର୍ଣ୍ଣ କରୁ  ବୋଲି ।

ବ୍ୟକ୍ତି ତାର ସାବୁ ଇଛା ପୂର୍ଣ୍ଣ ହେଉ ବୋଲି ଇଛା କରେ ମାତ୍ର ଇଶ୍ଵର ସମସ୍ତ ବିଷୟକୁ ଦେବେ ଏହା ଭାବିବା ଠିକ ନୁହେଁ କାରଣ କିଛି ବିଷୟ କୁ ପାଇବାକୁ ହେଲେ ଆମକୁ କିଛି  କରିବାକୁ ପଡିଥାଏ । ମଣିଷ ନିଜର ଇଷ୍ଟ ଦେବଙ୍କ ପୂଜା ଉପସନା କରିଥାନ୍ତି ଯେବେ ବ୍ୟକ୍ତି ଇଶ୍ଵରଙ୍କ ଛାମୁକକୁ ଆସିଥାଏ ତେବେ ତାହାର ମନରେ ଆସିଥିବା ଭଲ, ମନ୍ଦ , କଷ୍ଟ , ଦୁଃଖ ବିଚାର ଏହି ସବୁ ବିଷୟ କୁ ଭାବି ସେ ଇଶ୍ଵରଙ୍କ ଆଗରେ କାନ୍ଦି ପଡିଥାଏ ।

ଏହା ଏକ ଶୁଭ ଚିହ୍ନ ସଙ୍କେତ ଅଟେ । ଇଶ୍ଵରଙ୍କ ଆଗରେ କାନ୍ଦିବା ଉଚିତ୍ , ଯଦି ଆମେ ଅନ୍ୟ ବ୍ୟକ୍ତିଙ୍କ ଆଗରେ କାନ୍ଦୁ ତେବେ ସେ ବ୍ୟକ୍ତି ଏହାକୁ ନେଇ ପଛରେ ଆପଣଙ୍କର ମଜାକ କଋପାରେ । କିନ୍ତୁ ଇଶ୍ଵର କେବେ ବି ତାହା କରନ୍ତି ନାହିଁ । ଇଶ୍ଵରଙ୍କ ଆଗରେ କାନ୍ଦି ନିଜର ମନର କଥା କହିବା ଦ୍ଵାରା ଚମତ୍କାରୀ ଭାବରେ ଆମ ସମସ୍ଯା ସମାଧାନ ହୋଇଥାଏ । ତେଣୁ ମଣିଷ କୁ ଭଗବାନଙ୍କ  ସାମନା ରେ କାନ୍ଦିବା ଶୁଭ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *