Health Tips- ପ୍ରତିଦିନ 1 କପ ପିଅନ୍ତୁ, ହାର୍ଟ ବ୍ଲକେଜ, Cholesterol, ଗ୍ଯାସ, ଏସିଡିଟି, Liver ଓ Kidney କେବେ ବି ଖରାପ ହେବନି

ନମସ୍କାର ବନ୍ଧୁଗଣ , ମଣିଷ ସର୍ବଦା ଆଶା କରେ ଯେ ସବୁବେଳେ ରୋଗବିହୀନ ଜୀବନଯାପନ କରି ଖୁସି ରେ ରହୁ । ମାତ୍ର କୋଣସି ଦ୍ଵାର ବାଟେ ରୋଗ ଆମ ଭିତର କୁ ପ୍ରବେଶ କରିଥାନ୍ତି । ଯଦି ଆପଣ ହୃଦୟ ର ରକ୍ତପ୍ରବାହ ରେ ବାଧା , କୋଲୋଷ୍ଟ୍ରୋଲ , ଗ୍ୟାଷ୍ଟିକ , ଏସିଡିଟି ଓ କିଡନୀ ଖରାପ ହେବା ଭଳି ସମସ୍ୟା ପରିଲକ୍ଷିତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଚମତ୍କାରୀ କାଢା  ସମ୍ବନ୍ଧରେ କହିବୁ ଯାହାକୁ ପ୍ରସ୍ତୁତ କରି ପିଇବା ଦ୍ଵାରା ଏହି ସମସ୍ତ ରୋଗ ଦୂର ହୋଇଥାଏ ।

ଅର୍ଜୁନ ଛାଲ ରେ କାଢା ବନେଇକି ପିଇବା ଦ୍ଵାରା ଅନେକ ପ୍ରକାରର ରୋଗ ରୁ ମୁକ୍ତି ପାଇଥାନ୍ତି ।1-  ଅର୍ଜୁନ ଛାଲ ରେ ପ୍ରସ୍ତୁତ କାଢା ରେ ହୃଦୟ ରେ ଥିବା ବ୍ଲଡ଼ ବ୍ଲୋକେଜ୍ କୁ ଦୂର କରି ହୃଦୟ କୁ ସୁସ୍ଥ ରଖିଥାଏ । ଏହି କାଢା କୁ ସେବନ କରିବା ଦ୍ଵାରା ଶରୀର ରେ ଥିବା ଖରାପ କୋଲୋଷ୍ଟ୍ରୋଲ କମେଇନଥାଏ , ଉଚ୍ଚ ରକ୍ତଚାପ କମ୍ କରି ନିୟମିତ ରଖିଥାଏ ଓ ଏହା ସହିତ ଆପଣଙ୍କ ଶିରାପ୍ରଶିରା କୁ ସୁନିତ କରିଥାଏ ।

2- ଆପଣଙ୍କ   ଶିରା ରେ ଯେଉଁ ବାଧା ହେଇ ଏନଯାଇନା ସୃଷ୍ଟି ଯୋଇଥାଏ ତେବେ କାଢା କୁ ପିଇବା ଦ୍ଵାରା ଏହା ଦୂର ହୋଇଥାଏ । ଅର୍ଜୁନର ଛାଲ ଶିରା କୁ ଖୋଲିଥାଏ ଯାହା ଫଳରେ ରକ୍ତ ପ୍ରବାହ ନିୟମିତ ରୂପରେ ହୋଇଥାଏ । ବିଶେଷକ ମାନେ ଚାଳିଶ ଜଣ ହାର୍ଟ ଆଟାର୍କ  ରୋଗୀମାନଙ୍କ ଉପରେ ପରୀକ୍ଷା କରି ସେମାନଙ୍କୁ ପ୍ରତି ଦିନ  ଅର୍ଜୁନ ଛାଲ ନିର୍ମିତ କାଢା ଦେଲେ ।

କିଛି ଦିନ ପରେ ଦେଖିଲେ କି ଏମାନଙ୍କ ଭିତରେ ହୃଦୟ ର କାମ ସଠିକ ଭାବରେ ହେଉଛି ଓ ପୂର୍ବ ଅପେକ୍ଷା ହୃଦୟ ଭଲ ହୋଇଥାଏ । ହୃଦୟ ସମ୍ବନ୍ଧୀୟ ସମସ୍ଯା କୁ ଦୂର କରିବା ପାଇଁ ଆପଣ ଅର୍ଜୁନ ଛାଲ କୁ ବ୍ୟବହାର କରିପାରିବେ । 3- ଯଦି ଆପଣଙ୍କୁ ହଜମ ହେବାରେ ଆସୁଥିବା , ଆଲ୍ସର , ଏସିଡିଟି ସମସ୍ୟା ରହିଥାଏ । ଅର୍ଜୁନ ଛାଲ କୁ ବ୍ୟବହାର କରିବା ଦ୍ଵାରା ପେଟ ଫୁଲିବା ଅଂଶ ଠିକ୍ ହୋଇ ଏସିଡିଟି କୁ ସୃଷ୍ଟି ହେବାକୁ ଦେଇନଥାଏ ।

4- ଅର୍ଜୁନ ଛାଲ କୁ ବ୍ୟବହାର କରିବା ଦ୍ଵାରା ଏହା କିଡନୀ ଓ ଲିଭର ଥିବା ଟକ୍ସିସ କୁ ଅଧୁକ ମାତ୍ରା ରେ ବାହାର କୁ ନିର୍ଗତ କରିଥାଏ । ଯଦି ଆପଣଙ୍କ ଲିଭର ରେ ଅଧିକ ମାତ୍ରା ରେ ଫ୍ୟାଟ ଜମି ଯାଇଥାଏ ଏହାକୁ କମେଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏବେ ଆପଣ କାଢା କୁ ଦୁଇଟି ପଦ୍ଧତି ରେ ତିଆରି କରିପାରିବେ ଯଥା ପାଣି ଓ କ୍ଷୀର । ପାଣି କୁ ଫୁଟାଇ ପରେ ଏଥିରେ ଏକ ଚାମୁଚ ଅର୍ଜୁନଛାଲ ପାଉଡର ମିଶେଇ ସ୍ଵାଦ ପାଇଁ ମହୁ ପକେଇ ଏହାର ସେବନ କରିପାରିବେ ।

ଏହାକୁ ଆପଣ ସକାଳ ସମୟରେ ପିଇବା ଉଚିତ୍ । ଆପଣ ଅଧ କଫ କ୍ଷୀର ରେ ତିନି କଫ ପାଣି ପକେଇ ଫୁଟିଲା ବେଳେ ଏକ ଚାମୁଚ ଅର୍ଜୁନ ପାଉଡର ପକେଇ ଅଧ କଫ ନ ହେବା ଯାଏ ଫୁଟାଇବେ । ପରେ ଏହାକୁ ଛାଣି ପିଇପାରିବେ । ଏହି କାଢା କୁ ଆପଣ ନିହାତି ଏକ ମାସ କରନ୍ତୁ ।  ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପେଜ୍ କୁ ଲାଇକ , ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *