କ’ଣ ଖାଇଲେ ତ୍ଵଚାରେ ଆସିବ ଚମକ ? ଚମକଦାର ହେବ ଆପଣଙ୍କ ଚେହେରା (Diet For Glowing Skin)

ନମସ୍କାର ବନ୍ଧୁଗଣ , ମୁଖମଣ୍ଡଳ ଆମ ସୁନ୍ଦରତା କୁ ବୃଦ୍ଧି କରିଥାଏ । ବ୍ୟକ୍ତି ଭିତରୁ ଯେତେ ଖୁସି ରେ ରହିଥାଏ ତାହାର ମୁଖ ସେତେ ସୁନ୍ଦର ହୋଇଥାଏ । ଆଧୁନିକ ଯୁଗରେ ଆମେ ଅଧିକ ଚିନ୍ତା ଭାର ସହିତ ଗମନ କରୁଛି , ଯାହା ଫଳରେ ଆମ ମୁହଁ ରେ ସୁନ୍ଦରତା ଥିବା ବଦଳରେ ଅନେକ ପ୍ରକାରର ସମସ୍ଯା ଦେଖାଯାଉଛି । ତେଣୁ ଆମ ଏହି ସବୁ ରୁ ଦୂର ରେ ରହିବାକୁ ହୋଇଥାଏ ।

ଏହା ଛଡା ଆମେ ଖାଉଥିବ ତେଲ ମସଲା , ଜଙ୍ଗ ଫୁଡ ଆମ ଶରୀର ରେ ଖରାପ ପ୍ରଭାବ ଦେଖାଇ ଥାଏ । ଏହା ଦ୍ଵାରା ମୁହଁ ଉପରେ ବ୍ରଣ , ଦାଗ ଉଠି ଯାଇଥାଏ । ବାହାର ର ଖାଦ୍ୟ ଶରୀର ପାଇଁ ଭଲ ହୋଇନଥାଏ । ତେଣୁ ଯେତେ ସମ୍ଭବ ଆପଣଙ୍କୁ ଘରୋଇ ଖାଦ୍ୟ ର କୁ ଖାଇବା ଉଚିତ୍ । ପ୍ରତ୍ୟେକ ଲୋକ ଇଛା କରିଥାଏ କି ତାହାର ମୁହଁ ରେ ଚମକ ରହି ବୋଲି ଯିଏ ବି ଆମ ଦେଖେ ସେ ଆଶ୍ଚର୍ଯ୍ୟ ହେଇଯାଉ ।

କିନ୍ତୁ ଏହା ହୋଇନଥାଏ ତେଣୁ ବ୍ୟକ୍ତି ଦୁଃଖିତ ହୋଇଥାଏ । ଏହାର କାରଣ କଣ ହୋଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ଡାକ୍ତର ନିହାରିକା ଦାସଙ୍କ ପରାମର୍ଶ ସମ୍ବନ୍ଧରେ  । ତ୍ଵଚା କୁ ସୁସ୍ଥ ରଖିବାକୁ ହେଲେ ଆମକୁ ସୁସ୍ଥ ଖାଦ୍ୟ କୁ ଖାଇବା ଉଚିତ ହୋଇଥାଏ । ଅନେକ ସମୟ ରେ ପୁଅ ଏବଂ ଝିଅମାନଙ୍କ ବୃଦ୍ଧି ହେଉଥିବା ବୟସରେ ମୁହଁ ଉପରେ ଅନେକ ଅସୁବିଧା ଦେଖାଯାଇଥାଏ ।

ଶରୀରରେ ହୋର୍ମୋନାଲ ଅସମତୁଳ ଯୋଗୁ ମଧ୍ୟ ମୁହଁ ଉପରେ ଏହାର ପ୍ରଭାବ ପଡିଥାଏ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆପଣ ଆପଣଙ୍କ ସ୍କିନ ର  ଚମକ ପାଇଁ ଉତ୍ତମ ଖାଦ୍ୟ ସହିତ ବ୍ୟାୟାମ , ଯୋଗ  ଚିନ୍ତା ବିହୀନ ଜୀବନ  ଏବଂ ଅଧିକ ପରିମାଣ ପାଣି  ପିଇବା ନିହାତି ଜରୁଟି ହୋଇଥାଏ । ଆମେ ଯେତେ ଅଧିକ ପାଣି ପିଇବା ଆମ ଶରୀର ସେତେ ଭଲ ରହିଥାଏ ।

ଭିଟାମିନ – ସି , ଭିଟାମିନ – ଇ ଯୁକ୍ତ ଖାଦ୍ୟ କୁ ଯଦି ଆମେ ଠିକ ପରିମାଣ ରେ ନେବା ଏବଂ ରସାୟନ ଖାଦ୍ୟ ରୁ ନିଜକୁ ଦୂର ରଖିବା ଉଚିତ୍ ହୋଇଥାଏ । ଏହା   ଦ୍ଵାରା ଆପଣଙ୍କୁ ତ୍ଵଚା ନିଶ୍ଚିତ ଭାବରେ ଚମକି ଥାଏ । ସବୁ ଦିନ ବ୍ୟାୟାମ କରି ଝାଳ ବାହାର କରିବା ଉଚିତ୍ । କାରଣ ଏହା ଦ୍ଵାରା ଆପଣଙ୍କ ଚରମ ଚମକି ଥାଏ ।

ସୁଗାର ଏବଂ ଆଧିକ ଲୁଣ ଥିବା ଖାଦ୍ୟ କୁ ଯଦି ଆପଣ କମେଇ ଦେଇଥାନ୍ତି ଯେବେ ଆପଣଙ୍କ ତ୍ଵଚା ଚମକି ଥାଏ । ଭିଟାମିନ ଜାତୀୟ ଖାଦ୍ୟ କୁ ଆପଣଙ୍କ ଡାଏଟ ସାମିଲ କରନ୍ତୁ । ଦିନକୁ ନିହାତି ସାତ ଆଠ ଘଣ୍ଟା ଶୋଇବା ଉଚିତ୍ ଏବଂ କୋଣସି ବିଷୟ କୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କୁ ଯଦି ଏହି ପୋଷ୍ଟ ଭଲଲାଗିଥାଏ ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *