Health Tips- ଏହି ଉପାୟରେ ଖାଆନ୍ତୁ ଅଙ୍ଗୁର, କେବେ ବି ବଢିବ ନାହିଁ Sugar

ନମସ୍କାର ବନ୍ଧୁଗଣ, ଡାଇବେଟିସ ବା ମଧୁମେହ ରୋଗ ହେବା ପରେ ମଣିଷ ମନରେ ସବୁ ଖାଇବାକୁ ନେଇ ଡର ଆସିବାକୁ ଲାଗେ । ଏଇଟା ଖାଇଲେ ଡାଇବେଟିସ ବଢି ଯିବନି ତ । କିନ୍ତୁ ଯଦି ଆପଣଙ୍କୁ ଜଣା ଥିବ କେଉଁ ଜିନିଷ କେଉଁ ପ୍ରକାରରେ ଖାଇବା ଦ୍ଵାରା ଡାଇବେଟିସ ବଢିବାର ଚିନ୍ତା ବିଲକୁଲ ମଧ୍ୟ ନଥାଏ ତେବେ ଆପଣ ଆଉ ଡରିବାର କୌଣସି କଥା ନଥାଏ । ଏଥି ପାଇଁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣ କେଉଁଭଳି ଭାବରେ ଅଙ୍ଗୁର ଖାଇବା ଦ୍ଵାରା ଡାଇବେଟିସ ବଢି ନଥାଏ ।

ଅଙ୍ଗୁର ଖାଇବା ଦ୍ଵାରା ସୁଗାର ବଢିଥାଏ । ଏବଂ ଡାଇବେଟିସ ରୋଗୀକୁ 100 ଗ୍ରାମରୁ ଅଧିକ ଅଙ୍ଗୁର ଖାଇବା ବିଲକୁଲ ମଧ୍ୟ ଉଚିତ ନୁହେଁ । ଅଙ୍ଗୁରରେ ଗ୍ଳୁକୋଜ ମାତ୍ରା ବହୁତ ରହିଛି । ଯାହା ଆପଣଙ୍କ ଶରୀରକୁ ଯାଇ ବହୁତ ଶୀଘ୍ର ସୁଗାରକୁ କନଭର୍ଟ ହୋଇଯାଏ ଏବଂ ଆପଣଙ୍କ ସୁଗାର ଲେବଲକୁ ବଢାଇ ଦେଇଥାଏ ।

ଏହାର ଅର୍ଥ ଏହା ନୁହେଁ କି ଡାଇବେଟିସ ରୋଗୀ ଅଙ୍ଗୁର ଖାଇପାରିବେ ନାହିଁ । ଆପଣ ବିଲକୁଲ ଅଙ୍ଗୁର ଖାଇପାରିବେ । କିନ୍ତୁ 100 ଗ୍ରାମରୁ ଅଧିକ ନୁହେଁ । କିନ୍ତୁ ଯଦି ଆପଣ ଖାଲି ଅଙ୍ଗୁର ଖାଇବେ ତେବେ ଆପଣଙ୍କ ସୁଗାର ନିହାତି ବଢିବ । ତେଣୁ ଆପଣ ୨୦ ଗ୍ରାମ ପେସ୍ତାବାଦାମକୁ ଗ୍ରାଇଣ୍ଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରିନିଅନ୍ତୁ । ଏବଂ ଏହି ପାଉଡରକୁ ଆପଣ ୧୦୦ ଗ୍ରାମ ଅଙ୍ଗୁର କୋଳିରେ ମିଶାଇ ଦିଅନ୍ତୁ ।

ଏହାପରେ ଏଥିରେ ଆପଣ ଦୁଇ ଛୋଟ ଚାମଚ କୋକୋନଟ ଫ୍ଲିକ୍ସ ମିଶାଇ ଦିଅନ୍ତୁ । ଏହା ସହିତ ଆପଣ ଏଥିରେ ମିଶାନ୍ତୁ ଆମୂଲ ଫ୍ରେସ କ୍ରିମ ଅଳ୍ପ ମିଶାନ୍ତୁ । ଏହିସବୁକୁ ଆପଣ ଅଙ୍ଗୁର ସହ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବଂ ଆପଣଙ୍କ ପାଇଁ ବର୍ତ୍ତମାନ ଏକ ସ୍ଵାସ୍ଥ୍ୟକର ବ୍ରେକଫାଷ୍ଟ ପ୍ରସ୍ତୁତ ହୋଇଯିବ ।

ଏହାଦ୍ୱାରା ଆପଣଙ୍କ ସୁଗାର ମାତ୍ରା ଏତେ ଅଧିକ ବଢିବ ନାହିଁ ଯେତିକି ଆପଣଙ୍କର ଖାଲି ଅଙ୍ଗୁର ଖାଇବା ଦ୍ଵାରା ବଢିଥାଏ । ଏହିଭଳି ଭାବରେ ଆପଣଙ୍କୁ ଡାଇବେଟିସ ହୋଇଥିଲେ ମଧ୍ୟ ଆପଣ ଅଙ୍ଗୁରର ମଜା ନେଇପାରିବେ ବିନା ଡରରେ । ଆପଣଙ୍କ ଇଚ୍ଛା ମଧ୍ୟ ପୁରା ହେବ ଆଉ ଆପଣଙ୍କ ସୁଗାର ମାତ୍ରା ମଧ୍ୟ ବଢିବ ନାହିଁ ।

ଆପଣ ଏହିଭଳି ଭାବରେ ଅଙ୍ଗୁର ସହ ଏହିସବୁ ଜିନିଷକୁ ମିଶାଇ ଖାଇବା ଦ୍ଵାରା ଆପଣଙ୍କ ଫାଷ୍ଟିଙ୍ଗ ରେଟ ଠାରୁ ବି ଅଙ୍ଗୁର ଖାଇବା ପରର ରେଟ କମ ଆସିବ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତେଣୁ ଆପଣ ଏହାର ରେଜଲ୍ଟ ପାଇବା ପାଇଁ ହେଲେ ଆମାର ଏହି ଉପାୟକୁ ନିହାତି ଭାବରେ ବ୍ୟବହାର କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *