କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ୩ଟି ଗୁଣ ଥିବା ଝିଅ, ତୁଳସୀ ପରି ହୋଇଥାନ୍ତି ଅତ୍ୟନ୍ତ ପବିତ୍ର- Jyotish Shastra

ବନ୍ଧୁଗଣ ପବିତ୍ର ସ୍ତ୍ରୀ ମାନଙ୍କ ନିକଟ ରେ ଥାଏ ଏହି ୩ ଟି ଗୁଣ ଯାହାକୁ ଯଦି ଆପଣ ଜାଣି ଦେବେ ତାହେଲେ ଆପଣ ନିଜ ଜୀବନ ରେ କେବେ ବି ଧୋକା ଖାଇବେ ନାହିଁ । ବନ୍ଧୁଗଣ ଆମ ଭାରତ ବର୍ଷ ରେ ମହିଳା ମାନଙ୍କୁ ଦେବୀ ଙ୍କ ର ଆଖ୍ୟା ଦିଆ ଯାଇଛି କାହିଁକି ନା ମହିଳା ମାନେ ଦେବୀ ଙ୍କ ସ୍ୱରୂପ ହୋଇଥାନ୍ତି ବୋଲି ଏହା କୁହାଯାଏ । ଯେମିତିକି ପାଞ୍ଚୋଟି ଆଙ୍ଗୁଳି ସମାନ ହୋଇ ନଥାଏ ସେହିପରି ପ୍ରତ୍ୟେକ ମହିଳା ମଧ୍ୟ ଏକା ପରି ହୋଇ ନଥାନ୍ତି ।

ମହିଳା ମାନେ ନିଜର ବଂଶ ତଥା ନିଜ କୁଳ ର ଲାଜ କୁ ଧରି ରଖିଥାନ୍ତି ଯେମିତିକି ନିଜର ସାମାଜିକ କାର୍ଯ୍ୟ କୁ ପବିତ୍ର ତଥା ଶୁଦ୍ଧ ରଖିଥାନ୍ତି । ସେହି ଆଉ କେତେକ ମହିଳା ମଧ୍ୟ ଅଛନ୍ତି ଯେଉଁ ମାନେ କି ଏପରି କାର୍ଯ୍ୟ କରିଥାନ୍ତି ସେମାନଙ୍କ କାର୍ଯ୍ୟ ଦ୍ଵାରା ପୁରା କୁଳ ର ବିନାଶ ହେବାର କାରଣ ସେମାନେ ହୋଇଥାନ୍ତି । ତେବେ ବନ୍ଧୁଗଣ ଏମିତି ରେ ଆମେ କିପରି ଜାଣିବା କି କେଉଁ ମହିଳା ମାନେ ପବିତ୍ର ଏବଂ କେଉଁ ମହିଳା ମାନେ ଚରିତ୍ର ହିନ ।

ବନ୍ଧୁଗଣ ରେ ଜ୍ୟୋତିଷ ଶାସ୍ତ୍ରରେ ଏହା କୁହାଯାଇଛି କି ଯେଉଁ ମହିଳା ମାନଙ୍କର ଉଠ ଉପରେ ଅଳ୍ପ ଅଳ୍ପ ଚୁଟି ରହିଥାଏ ସେମାନେ ଭଲ ସ୍ଵଭାବ ର ହୋଇଥାନ୍ତି । ଏହି ମହିଳା ମାନଙ୍କର ରୁଚି ହୋଇଥାଏ ଦାନ, ଧର୍ମ କାର୍ଯ୍ୟ କରିବାକୁ । ଏହି ମହିଳା ମାନେ ବହୁତ୍ ଅଳସୁଆ ସ୍ଵଭାବ ର ହୋଇଥାନ୍ତି କିନ୍ତୁ ଏମାନେ ନିଜର କାମ କୁ ନିଜେ କରିବାକୁ ପସନ୍ଦ କରିଥାନ୍ତି ।

ଯେଉଁ ମହିଳା ମାନଙ୍କର ମଥା ରେ କଳାଯାଇ ଥାଏ ସେହି ମହିଳା ମାନେ ନିଜର ସ୍ବାମୀ ଙ୍କୁ ବହୁତ୍ ଖୁସି ରେ ରଖିଥାନ୍ତି । ଏହିପରି ମହିଳା ମାନେ ବହୁତ୍ ସିଧା ସାଧା ଧରଣର ହୋଇଥାନ୍ତି ଏମାନେ ନିଜର ସ୍ବାମୀଙ୍କୁ ସବୁ ପରିସ୍ଥିତି ରେ ସାହାଯ୍ୟ କରିଥାନ୍ତି । ଏମାନେ ଆତ୍ମ ନିର୍ଭରଶିଳ ହୋଇଥାନ୍ତି । ଏମାନେ ନିଜର ସାଥୀ ଙ୍କୁ ବହୁତ୍ ପ୍ରେମ କରିଥାନ୍ତି ।

ଏହା କୁହାଯାଇଛି କି ଯେଉଁ ମହିଳା ମାନଙ୍କର ମୁହଁ ରେ ଟିକେ ଟିକେ ଚୁଟି ଅର୍ଥାତ୍ ରୁମ ଥାଏ ସେମାନେ ବହୁତ୍ ପବିତ୍ର ହୋଇଥାନ୍ତି । ଏହି ମହିଳା ମାନେ ଯେଉଁ ଭଳି ପରିସ୍ଥିତି ବି ହେଉ ଏମାନେ ଡରନ୍ତି ନାହିଁ ଏବଂ ସବୁ ପରିସ୍ଥିତି ରେ ଜିତି ଥାନ୍ତି । ଏହି ମହିଳା ମାନଙ୍କରେ ମାତା ସୀତା ଙ୍କ ର ଗୁଣ ରହିଥାଏ ।

ଯେଉଁ ମହିଳା ମାନଙ୍କର ଆଖି ଉପର ପତା ବହୁତ୍ ସରୁଆ ହୋଇଥାଏ ସେମାନେ ନିଜର ସ୍ବାମୀ ପାଇଁ ସବୁ ପରିସ୍ଥିତି ରେ ସମର୍ପିତ ହୋଇ ରହିଥାନ୍ତି । ଏମାନେ ନିଜର ସ୍ବାମୀ ଙ୍କୁ ବହୁତ୍ ପ୍ରେମ କରିଥାନ୍ତି ଏବଂ ଏମାନେ ସମସ୍ତଙ୍କ ବିଷୟରେ ଚିନ୍ତା କରିଥାନ୍ତି । ଏମାନଙ୍କ ହୃଦୟ ବହୁତ୍ ବଡ଼ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *